ସମସ୍ତଙ୍କୁ ଲୁଚି ଏହି ଅଭିନେତ୍ରୀ କରିନେଲେ ନିର୍ବନ୍ଧ, ତାଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ଫେମସ ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀଙ୍କ ଫ୍ୟାନ ଫଲୋଇଂ ବହୁତ ଅଧିକ ହେବାରେ ଲାଗିଛନ୍ତି ଓ ତାଙ୍କ ଡ୍ୟାନ୍ସର ଲକ୍ଷ ଲକ୍ଷ ଲୋକ ଦିୱାନା ଅଟନ୍ତି । ସବୁବେଳେ ନିଜ ଡ୍ୟାନ୍ସ ଓ ନିଜ ଫଟୋ ନେଇ ଖବର ରହୁଥିବା ଦେଶୀ କୁଇନ ସ୍ୱପ୍ନା ଏସବୁ ଦିନରେ ନିଜ ବିବାହକୁ ନେଇ ଚର୍ଚ୍ଚା ଆସିଛନ୍ତି । ଇଣ୍ଟରନେଟ ଖବର ଆସୁଛିକି ସ୍ୱପ୍ନା ଚୌଦୁରୀ ଜଲଦି ବଧୂ ବେଶରେ ନଜର ଆସିବେ । କେତକ ରିପୋର୍ଟ ଅନୁଯାୟୀ ସେ ମଧ୍ୟ ଲୁଚିକି ନିର୍ବନ୍ଧ କରିସାରିଛନ୍ତି । ହେଲେ ବିବାହକୁ ନେଇ ତାଙ୍କ ତରଫରୁ କିଛି ବି ବୟାନ ଶୁଣା ଯାଇନି ।

Image Courtesy: Google

ଏମିତିରେ ଅଧିକାରୀଙ୍କ ସୂଚନାକୁ ଅପେକ୍ଷା କରିବା ଜରୁରୀ । ସୋସିଆଲ ମିଡିଆ ଓ ଖବର ରେ ତାଙ୍କ ନାଁ ହରିୟାଣା ର ବବ୍ବୁ ମାନ କୁହାଯାଉଥିବା ବୀର ସାହୁଙ୍କ ସହ ଯୋଡ଼ା ଯାଉଛି । ଖବର ଅନୁସାରେ,ସ୍ୱପ୍ନା ଓ ବୀର ଙ୍କ ନିର୍ବନ୍ଧ ହୋଇସାରିଛି ଓ ଅତିଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ମଧ୍ୟ ବହୁତ୍ ଥରବୀର ସାହୁ ଙ୍କୁ ନେଇ କଥା କହିଛନ୍ତି ଓ ଫଟ ମଧ୍ୟ ସେୟାର କରିଛନ୍ତି । ଏହି ରିଲେସନଶିପର ଖବର ରେ ଅଧିକାରୀଙ୍କ ବୟାନ ଆସିବା ବାକି ରହିଛି ।

Image Courtesy: Google

ଏବେ ବିଭିନ୍ନ ରିପୋର୍ଟ ରେ ଏହି ଘଟଣା ସାମ୍ନାକୁ ଆସୁଛି, କିନ୍ତୁ ସେ କିଛି ବି ସୂଚନା ଦେଉନାହାନ୍ତି । ହେଲେ ତାଙ୍କ ବିବାହ ଚର୍ଚ୍ଚା ଇଣ୍ଟରନେଟରେ ଅଧିକ ଚର୍ଚ୍ଚା ର ବିଷୟ ସାଜିଛି । ସେ ସୋସିଆଲ ମିଡିଆରେ ବହୁତ୍ ଆକ୍ଟିଭ୍ ରୁହନ୍ତି ଓ ନିକ ଫଟୋ ସେୟାର କରନ୍ତି । ତାଙ୍କୁ ଵିଗ ବସ ରେ ଆସିବା ପରେ ଭଲ ଫେମ ମିଳିଛି । ସେ ସବୁ ସୁଯୋଗ ରେ ଦେଖଦିଅନ୍ତି ଓ ଖବର ରେ ଲଗିରହାନ୍ତି ।

Image Courtesy: Google

ସ୍ଵପ୍ନା ଚୌଧୁରୀଙ୍କୁ କିଏ ବା ନ ଜାଣେ । ତାଙ୍କର ବହୁତ ଫ୍ୟାନ ଫାଲ୍ଲୋବିଙ୍ଗ ମଧ୍ୟ ଅଛି । ତେବେ ଏବେ ପର୍ଯ୍ୟନ୍ତ ତାଙ୍କ ବିବାହକୁ ନେଇ କୌଣସି ଖବର ମିଳି ନାହିଁ ହୋଇପାରେ ଖୁବ ଶୀଘ୍ର ସେ ବିବାହ କରିପାରନ୍ତି । ଫ୍ରେଣ୍ଡ୍ସ ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ ଗୁଡିକ ଭଲ ଲାଗୁଥିବ, ଆଗକୁ ଏହିଭଳି ଭିନ୍ନ ଭିନ୍ନ ଖବର ସବୁ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଯଦି ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଲାଇକ ଶେୟାର ଓ କମେଣ୍ଟ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *