ଆମେରିକା ର ଫ୍ଲୋରିଡା ରେ ୫ ବର୍ଷ ଝିଅ ସହ ହଟାତ କିଛି ଏମିତି ହେଲା ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ, ନିଜ ଝିଅ ସହ ହଟାତ ହୋଇଥିବା ଏହି ଘଟଣା ଦେଖି ମା ସମସ୍ତଙ୍କୁ ଜାଗରୁକ କରିବା ପାଇଁ ପୁରା ଘଟଣା ଫେସବୁକ ରେ ଶେୟର କରିଥିଲେ ଓ ଏହି ଘଟଣା ଶିକାର କେହି ହୁଅନ୍ତୁ ନାହିଁ । ଜେସିକା ଗ୍ରୀଫିନ ନାମକ ମହିଳା ଫେସବୁକ ରେ ନିଜ ଷ୍ଟୋରି ଶେୟର କରିଛନ୍ତି । ଏହି ଷ୍ଟୋରି ରେ ଯେ କହିଛନ୍ତି ଯେ କେମିତି ଗୋଟେ ପୋକ ଦ୍ଵାରା କେମିତି ତାଙ୍କ ୫ ବର୍ଷ ଝିଅକୁ ପାରାଲିସିସହୋଇ ଯାଇଛି ଓ ଝିଅ କଥା କହିବା ଶକ୍ତି ହରେଇଛନ୍ତି ।
ମହିଳା କହିଛନ୍ତି ଯେ ତାଙ୍କ କାହାଣୀ ଅନ୍ୟ ମା ବାପାକୁ ନିଜ ଛୁଆକୁ ବଞ୍ଚେଇବା ପାଇଁ ସାହାଜ୍ଯ କରି ପାରେ, କାହିଁକିନା ଘରେ ଥିବା ଏହି ସାମାନ୍ଯ ପୋକ ସମସ୍ତଙ୍କ ପାଇଁ ଘାତକ ଅଟେ । ଏହି ପୋକ ଶ୍ଵାସ ଅସୁବିଧା କରି ପାରେ ଓ କେତେକ କେଶରେ ପୀଡିତ ଲୋକଙ୍କ ଜୀବନ ମଧ୍ୟ ଯାଇ ପାରେ, ମହିଳା ନିଜ କାହାଣୀ ଶେୟର କରିଛନ୍ତି । ଜେସିକା ଗ୍ରୀଫିନ ଗୋଟେ ୫ ବର୍ଷ ଝିଅ ର ମା ଅଟନ୍ତି, ଝିଅ ସକାଳେ ଯେତେବେଳେ ସ୍କୁଲ ଯିବା ପାଇଁ ଉଠିଲା ହଟାତ ଖଟରୁ ପଡିଗଲା । ସେ ନିଜ ଗୋଡ ରେ ଠିଆ ହୋଇ ପାରୁ ନଥିଲା ଯାହା ପରେ ମା ଭାବିଲେ ଗୋଡ ନର୍ଭସ ଥିବ ।
ଯେତେବେଳେ ମା ଝିଅ ମୁଣ୍ଡ କୁଣ୍ଡଉଥିଲେ ସେତେବେଳେ କେଳିନ ଅଟକି ଅଟକି କଥା କହୁଥିଲେ ଯାହା ମାକୁ ବୁଝିବା ପାଇଁ ଅସୁବିଧା ହଉଥିଲା । ଯେତେବେଳେ ମା ଚୁଟି କୁଣ୍ଡଉଥିଲେ ହଟାତ ମା ନଜର ଝିଅ ମୁଣ୍ଡରେ ହୋଇଥିବା ଗୋଟେ ଘା ଉପରେ ପଡିଲା, ମୁଣ୍ଡରେ ଗୋଟେ କୀଟ ଥିଲା ଓ କୀଟ ଦ୍ଵାରା କାଟି କରା ଯାଇଥିବା ଘା ଥିଲା ।
ଏହା ପରେ ମା ଝିଅକୁ ନେଇ ହସ୍ପିଟଲ ଗଲେ, ଯାହା ପରେ ଝିଅକୁ ଏମରଜେନ୍ସି ରୁମରେ ସିଫ୍ଟ କରା ଗଲା, କିଛି ଘଣ୍ଟା ପରେ ଡକ୍ଟର ମାକୁ ଜଣେଇଲେ ଯେ ତାଙ୍କ ଝିଅକୁ ‘ଟିକ ପରାଲିସିସ’ ହୋଇଯାଇଛି । କୀଟ ନାଳ ରେ ନ୍ଯୂରୋଟକ୍ସିନ ଜଣା ପଡିଛି, ଡକ୍ଟର କହିବା ଅନୁଯାଇ ଥରେ କୀଟ ଝିଅ ମୁଣ୍ଡରୁ ବାହାର କରା ଗଲା ପରେ କେଲିନ ସିମଟମ୍ସ ୧୨ ରୁ ୨୪ ଘଣ୍ଟା ଭିତରେ କୀଟ ପ୍ରଭାବ ସମାପ୍ତ ହୋଇଯିବ । ଆଗକୁ ଏହିଭଳି ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।