ଗୋଲମରୀଚ ସମସ୍ତଙ୍କ ଘରେ ବହୁତ ସାମାନ୍ୟ ଅଟେ କିନ୍ତୁ ଆଜି ଆମେ ଯାହା ଗୋଲମରୀଚ ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କୁ ଜଣା ନଥିବ । ପାଚିଲା ଫଳ ସୁଖୀ ଗଲା ପରେ ଏହାକୁ ଗୋଲମରୀଚି କୁହା ଯାଏ ଓ ଏହି ଶୁଖିଲା ଗୋଲମରୀଚ ଚୋପା ଛଡେଇଲା ପରେ ଏହା ଧଳା ଗୋଲମରୀଚ କୁହା ଯାଏ, ଏହା ମସଲା ରୂପରେ ବ୍ୟବହାର କରା ଯାଏ ପ୍ରାୟତଃ ଭାରତ ରେ ସମସ୍ତଙ୍କ ଘରେ ବ୍ୟବହାର କରା ଯାଏ । ତେବେ ଆମ ଭାରତରେ ବହୁତ ମସଲା ଔଷଧୀୟ ଗୁଣ ର ଅଛନ୍ତି ଓ କେବେ ନା କେବେ ଏହାର ଅଧ୍ୟୟନ ଦ୍ଵାରା ଜଣା ପଡିଛି ତେବେ ଆଜି ଆମେ ଆପଣଙ୍କୁ ଗୋଲମରୀଚ ବିଷୟରେ କହିବାକୁ ଯାଉଛୁ ।
ମସଲା ଆମ ଭାରତ ରେ ବହୁତ ବ୍ୟବହାର କରା ଯାଏ, ମସଲା କେବଳ ଖାଦ୍ୟ ସ୍ଵାଦ ବଢେଇବା ପାଇଁ ଉପଯୋଗ କରା ଯାଏ ନାହିଁ, ଅନ୍ୟ ବହୁତ ଲାଭକାରୀ ଗୁଣ ମଧ୍ୟ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ମସଲା ରୁ ଗୋଟେ ମସଲା ଗୋଲମରଚି ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ପ୍ରକାର ପାଇଁ ଉପଯୋଗ ରେ ଆସିଥାଏ । ଗୋଲମରୀଚ ସକାଳେ ଖାଲି ପେଟରେ ଉଷୁମ ପାଣି ସହ ଖାଇଲେ ୩ଟି ରୋଗ ଭଲ ହୋଇଥାଏ ।
ଥକା :
ଯେଉଁ ଲୋକଙ୍କୁ ପ୍ରାୟତଃ ଥକା ଲାଗେ ତାଙ୍କୁ ସକାଳେ ଖାଲି ପେଟରେ ଉଷୁମ ପାଣି ସହ ୨-୩ ଗୋଲମରୀଚ ସେବନ କରିବା ଉଚିତ, ଏହା ଦ୍ଵାରା ଆପଣଙ୍କ ମନ ଭଲ ରହିବ ଓ ଆପଣଙ୍କୁ ଥକା ଲାଗିବ ନାହିଁ ।
ଗ୍ୟାସ :
ଯେଉଁ ଲୋକଙ୍କୁ ଗ୍ୟାସ ଭଳି ରୋଗ ଅଛି ଓ ତାଙ୍କ ପେଟରେ ଦିନ ସାରା ନିଆ ଭଳି ପୋଡା ଜଳା ହୁଏ ତାଙ୍କୁ ସକଳ ସମୟରେ ଖାଲି ପେଟରେ ଗୋଲମରୀଚ ଚୋବେଇ ଖାଇବା ଉଚିତ ଓ ଉଷୁମ ପାଣି ପିବା ଦରକାର ଅଟେ । ଏହାର ସେବନ ଦ୍ଵାରା ଆପଣଙ୍କ ଗ୍ୟାସ ଭଲ ହୋଇଥାଏ ।
ଥଣ୍ଡା ଜର :
ଯଦି ଥଣ୍ଡା ଦିନରେ ସବୁଦିନ ନିୟମ ଅନୁଯାଇ ଆପଣ ସକାଳେ ଖାଲି ପେଟରେ ଗୋଲମରୀଚି ଉଷୁମ ପାଣି ସହ ଖାନ୍ତି ତେବେ ଆପଣଙ୍କୁ କାସ ଥଣ୍ଡା ହୁଅ ନାହିଁ ଏବଂ ରୋଗ ଦୂର ରହିଥାଏ । ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ ପସନ୍ଦ ଆସିଲେ ଗୋଟେ ଲାଇକ କରିବେ ଓ ଶେୟାର କରିବେ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।