ପୁଣି ଏକ ଅଭିନେତ୍ରୀ କଲେ ଆତ୍ମହତ୍ୟା- ଦୁଃଖରେ ସାରା ବଲୀଉଡ

ବଲୀଉଡ ଦୁନିଆ ବର୍ତମାନ ସମୟରେ ବହୁତ ହଲଚଲରେ ଅଛି ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଲୋକଙ୍କୁ ହଲେଇ ଦେଇଥିଲା ଏହା ପରେ ହଟାତ ମୁମ୍ବାଇରେ ଅଗଷ୍ଟ ୨ରେ ଅନୁପମା ପାଠକ ଭୋଜପୁରୀ ଅଭିନେତ୍ରୀ ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି । ଅନୁପମା ପାଠକ ରେଣ୍ଟ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ, ପୋଲିସକୁ ତାଙ୍କ ଘରୁ ସୁସାଇଡ ନୋଟ ପ୍ରାପ୍ତ ହେଇଛି, ତେବେ ସମସ୍ତଙ୍କ ପାଇଁ ଅନୁପମା ମଧ୍ୟ ବହୁତ ପ୍ରଶ୍ନ ଛାଡି ଯାଇଛନ୍ତି ।

Image Courtesy: Google

ଅନୁପମାଙ୍କ ନିଜ ଘର ପଟନା ଅଟେ, ସେ ମୁମ୍ବାଇ ଫିଲ୍ମ ଓ ସିରିଏଲରେ କାମ କରିବା ପାଇଁ ଆସିଥିଲେ, ଆତ୍ମହତ୍ୟା ଆଗରୁ ଅଭିନେତ୍ରୀ ଅନୁପମା ଫେସବୁକରେ ଗୋଟେ ଭିଡିଓ ଶେୟର କରିଥିଲେ ଓ କହିଥିଲେ କେମିତି ତାଙ୍କୁ ଧୋକା ଦିଆ ଯାଇଛି ଓ ଏହା ପରେ ସେ କାହାକୁ ଭରସା କରି ପାରିବେ ନାହିଁ । ତେବେ ସେ ନିଜ ଭିଡିଓରେ ସମସ୍ତଙ୍କୁ ଏହା ବୁଝଉଥିଲେ ଯେ ଆଜିକା ସମୟରେ କାହାକୁ ଭରସା କରିବା ଉଚିତ ନୁହ କାହିଁକିନା ଆଜିକା ସମୟରେ ଲୋକ କେବଳ ନିଜ ସ୍ଵାର୍ଥ ପାଇଁ ଆପଣଙ୍କ ସହ ମିଶି ଥାନ୍ତି ଓ କାମ ସାରିବା ପରେ ଆପଣ କିଏ ସେ ଜାଣି ବି ପାରନ୍ତି ନାହିଁ ।

Image Courtesy: Google

ତାଙ୍କ ଭିଡିଓରେ ସେ ଏହି କଥା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଆପଣ କୌଣସି ଅସୁବିଧାରେ ଅଛନ୍ତି ଓ ଆପାନ ତାଙ୍କୁ ନିଜ ସମସ୍ଯା କହୁଛନ୍ତି ଓ ନିଜ ଅନୁଭବ କହୁଛନ୍ତି ଯେ ଆପଣଙ୍କୁ ଏହି ସମସ୍ଯା ପାଇଁ ଆତ୍ମହତ୍ୟା କରିବାକୁ ଇଛା ହେଉଛି ତେବେ ସେ ଯିଏ ହେଇଥାଉ ଆପଣଙ୍କ ଯେତେ ଭଲ ସାଙ୍ଗ ହେଇଥାଉ ସେ ନିଜକୁ ଏହି ସବୁ ଜିନିଷ ଠାରୁ ବଞ୍ଚାଇ ରଖିବା ଉଚିତ ବୁଝନ୍ତି ଓ ନିଜକୁ ବଞ୍ଚାନ୍ତି ଓ ଆପଣଙ୍କ ସାଥ ଛାଡି ଦିଅନ୍ତି । ଏହା ଛଡା ଆପଣ ଯେଉଁ ଲୋକଙ୍କୁ ନିଜ ମନ କଥା କହିଥାନ୍ତି ସେ ଅନ୍ୟ ଲୋକଙ୍କ ଆଗରେ ଆପଣଙ୍କ ମଜା ନେଇଥାନ୍ତି, କେବେ ବୁଝି ନଥାନ୍ତି ଯେ ସେହି ଲୋକ ମନ ସ୍ଥିତି କେମିତି ଥିବ ଓ ସେହି ଲୋକକୁ କେମିତି ଅନୁଭବ ହବ, ଏହି ସବୁ କଥା ନିଜେ ଅନୁପମା ନିଜ ଫେସବୁକ ଭିଡିଓରେ ଲାଭ କହିଥିଲେ ।

Image Courtesy: Google

ରିପୋର୍ଟ ଅନୁଯାଇ ଅନୁପମାଙ୍କ ସୁସାଇଡରେ ଏହା ଲେଖା ହୋଇଥିଲା ଯେ ସେ ୧୦୦୦୦ ଟଙ୍କା ଇନଭେସ୍ଟ କରିଥିଲେ ଯାହା ଡିସେମ୍ବର ୨୦୧୯ରେ ମ୍ୟାଚୁରୀଟି ଡେଟ ଥିଲା କିନ୍ତୁ ତାଙ୍କୁ ନିଜ ଟଙ୍କା ପ୍ରାପ୍ତ ହେଲା ନାହିଁ ଓ ମ୍ୟାଚୁରୀଟି ପରେ ସେହି ଟଙ୍କା ପାଇଥିଲେ ସେ କିଛି କରିଥାନ୍ତେ କିନ୍ତୁ ସେ ପାଇଲେ ନାହିଁ ଏହି ଧୋକା ଦେଇଥିବା କମ୍ପାନୀ ନା ବିଜଡମ ପ୍ରୋଡ୍ୟୁସର କମ୍ପାନୀ ଯାହା ମଲାଡ ରେ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *