ଯଦି ହାର୍ଟ ସମ୍ବନ୍ଧୀୟ କିଛି ବି ରୋଗ ଅଛି ତେବେ କେବଳ ୫ ଦିନ ଖାଇଦିଆନ୍ତୁ ଏହି ପତ୍ର – ଜୀବନରେ କେବେବି ହାର୍ଟ ଜନିତ ରୋଗ ଦେଖାଦେବ ନାହିଁ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ସ୍ୱାସ୍ଥ୍ୟ ଟିପ୍ସ ଯାହା ବିଷୟରେ ଜାଣି ଆପଣ ବହୁତ ଖୁସି ହେବେ । ଏହା ଏକ ବହୁତ ହି ସହଜ ସରଳ ଓ ସୁଲଭ ଘରୋଇ ଚିକିତ୍ସା ଯାହା ଆପଣଙ୍କର ବହୁତ ବଡ ବଡ ରୋଗକୁ ଭଲ କରିବାରେ ସାହାଯ୍ୟ କରିବ । ଆମେ ଯେଉଁ ଦ୍ରବ୍ଯ କଥା କହୁଛୁ ତାହା ହେଲା ଭ୍ରୂସଙ୍ଗ ପତ୍ର । ଆପଣ ମାନେ ସମସ୍ତେ ତ ଜାଣିଥିବେ ଭୃସଙ୍ଗ ପତ୍ରର ବ୍ୟବହାର ପ୍ରତ୍ୟକ ଘରେ ଖାଦ୍ଯରେ ସ୍ଵାଦ ଆଣିବା ପାଇଁ ଛୁଙ୍କରେ ବ୍ୟବହାର କରାଯାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ପତ୍ରରେ ଥିବା ଔଷଧୀୟ ଗୁଣ ବିଷୟରେ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ।

ଏହି ଭୃସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ନୁହେଁ ବରଂ ଏକ ଆୟୁରବେର୍ଦିକ ଔଷଧ ହିସାବରେ ବି କାମକରିଥାଏ । ଆପଣମାନେ ଯାନୀ ନଥିବେ କିନ୍ତୁ ଏହି ପତ୍ରକୁ ଆଗକାଳରେ ଔଷଧ ତିଆରି ପାଇଁ ବ୍ୟବହାର କରାଯାଉଥିଲା।  ତେବେ ଆଜି ମଧ୍ୟ ଆପଣ ଏହାକୁ ଔଷଧ ଭାବେ ବ୍ୟବହାର କରି ବହୁତ ରୋଗରୁ ଉପସମ ପାଇପାରିବେ । ଯଦି ଏହାକୁ ଆପଣ ସକାଳୁ ପାଣିରେ ପକାଇ କ ଉଷୁମ କରି ସେହି ପାଣି କୁ ପିଇବେ ତେବେ ଆପଣଙ୍କର ପେଟ ସମ୍ବନ୍ଧୀୟ ନାନା ଦି ପ୍ରକାରର ରୋଗ ଯଥା କବ୍ଜଠାରୁ ନେଇକରି ପେଟରେ ହେଉଥିବା ଗ୍ୟାସର ସମସ୍ୟାମାନଙ୍କରୁ ମୁକ୍ତି ମିଳିଥାଏ ।

ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିଫଙ୍ଗଲ ଓ ଆଣ୍ଟି ବାକ୍ଟେରିଆଲ୍ ଗୁଣ ଆପଣଙ୍କ ସ୍କିନ ପାଇଁ ବହୁତ ଭଲ କାମ କରେ । ମୁହଁରେ ବ୍ରଣ ବା ସେଥିରୁ ହେଉଥିବା କଲାଦାଗରୁ ବଞ୍ଚିବା ପାଇଁ ଏହାକୁ ବାଟି ଏକ ଲେପ ପ୍ରସ୍ତୁତ କରି ସେହି ଜାଗାରେ ଲଗାନ୍ତୁ ଦେଖିବେ ଆପଣଙ୍କ ମୁହଁରେ ଥିବା କଳା ଦାଗ ଓ ବ୍ରଣ ଖୁସ ଶୀଘ୍ର ଭଲ ହୋଇଯିବ । କେବଳ ସେତିକି ନୁହେଁ ଯଦି ଆପଣଙ୍କର ଆଖି ସମ୍ବନ୍ଧିତ କିଛି ସମସ୍ଯା ଅଛି ତେବେ ସକାଳୁ ଖାଲି ପେଟରେ 2ଟି ଲେଖା  ଭୃସଙ୍ଗ ପତ୍ରକୁ ଚୋବାଇକରି ଗୋଟେ ଗ୍ଲାସରେ ନଖ ଉଷୁମ ପାଣି ପିଅନ୍ତୁ ଦେଖିବେ ଆପଣଙ୍କର ଆଖି ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

ମୋଟାପା ହେଲେ ଅଧିକାଂଶ ଲୋକଙ୍କର ହାର୍ଟ ସମ୍ବନ୍ଧିତ ରୋଗ ବାହାରି ଥାଏ।  ତେବେ ଯଦି ଆପଣ ସବୁଦିନ ୧୨ ରୁ ୧୫ ଟା ଭୃସଙ୍ଗପତ୍ର ଗୋଟେ ଗ୍ଲାସ ପାଣିକୁ ଗରମ କରି ମହୁ କିମ୍ବା ଲେମ୍ବୁର ରସ ମିଶାଇକରି ପିଆନ୍ତି ତେବେ ଆପଣ ନିଜର ଚର୍ବିକୁ କମ କରିବାରେ ସକ୍ଷମ ହୋଇପାରିବେ ଓ ଜୀବନରେ କେବେ ବି ଆପଣଙ୍କୁ ହୃଦ୍ରୋଗ ଜନିତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *