ବିବେକାନନ୍ଦ Hospital ବିରୁଦ୍ଧରେ ଆସିଲା ଏଭଳି ସଙ୍ଗିନ ଅଭିଯୋଗ, ଭୁଲ ଇଂଜେକସନ ଦେଇ ନେଇଗଲେ ମହିଳାଙ୍କ ଜୀବନ, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ- ଦେଖନ୍ତୁ Video

ଡାକ୍ତରମାନଙ୍କ ଯୋଗୁ ପ୍ରାୟତଃ ରୋଗୀ ମ-ରୁ ମ-ରୁ ବଞ୍ଚି ଯାଆନ୍ତି ତ ବେଳେ ବେଳେ କିଛି ରୋଗୀ ସୁସ୍ଥ ଥାଇ ମଧ୍ୟ ସେମାନଙ୍କର ମୃ-ତ୍ୟୁ ହୋଇଯାଏ । କହିବାକୁ ଗଲେ ଡାକ୍ତରମାନଙ୍କ ସଠିକ ଚିକିତ୍ସା ଓ ସଠିକ ଔଷଧ ଦ୍ଵାରା ଜଣେ ରୋଗୀ ବଞ୍ଚି ପାରିବ ।

କିନ୍ତୁ ସେହି ସ୍ଥାନରେ ଯଦି ଡାକ୍ତରମାନେ ଅବହେଳା କରିବେ ଓ ରୋଗୀକୁ ସଠିକ ସମୟରେ ସଠିକ ଔଷଧ ଦେବେ ନାହିଁ ତେବେ ଏହିଭଳି ସ୍ଥିତିରେ ରୋଗୀର ପ୍ରାଣ ମଧ୍ୟ ଯାଇ ପାରେ । ଏମିତିରେ ଆପଣ ନିଜର ଭାଗ୍ୟକୁ ହିଁ ଦୋଷ ଦେବେ । କହିବାକୁ ଗଲେ ବେଳେ ବେଳେ ଡାକ୍ତର ଓ ନର୍ସମାନଙ୍କ ନାଁରେ ଏହିଭଳି ବେଳେ ବେଳେ ଅ-ଭି-ଯୋ-ଗ ଶୁଣିବାକୁ ମିଳିଥାଏ । ବିଶେଷ କରି କୋଭିଡ ସମୟରେ ବହୁତ ମା-ମ-ଲା ସାମ୍ନାକୁ ଆସିଛି । କିନ୍ତୁ ବର୍ତ୍ତମାନ ପୁଣି ଏକ ଥରେ ଭୁବନେଶ୍ଵର ଭଲ ସହରରୁ ଏକ ମା-ମ-ଲା ସାମ୍ନାକୁ ଆସିଛି ।

ଓଡିଶାର ରାଜଧାନୀ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ ଡାକ୍ତରମାନଙ୍କ ଭୁଲ ଚିକିତ୍ସା କାରଣରୁ ଜଣେ ନବ ବିବାହିତା ମହିଳାଙ୍କ ଜୀବନ ଚାଲିଯାଇଥିବାର ଖ-ବ-ର ସାମ୍ନାକୁ ଆସୁଛି । ଭୁବନେଶ୍ଵରର ଏହି ପ୍ରାଇବେଟ ହସ୍ପିଟାଲର ନାଁ ବିବେକାନନ୍ଦ ହସ୍ପିଟାଲ ଅଟେ । ଯାହାକି ଭୁବନେଶ୍ଵରର ଏକ ଜଣା ଶୁଣା ପ୍ରସିଦ୍ଧ ହସ୍ପିଟାଲ ଅଟେ । ଏହି ହସ୍ପିଟାଲ ବି-ରୁ-ଦ୍ଧରେ ଏହିଭଳି ଗମ୍ଭୀର ଅ-ଭି-ଯୋ-ଗ ବହୁତ ଚିନ୍ତା ଜଣକ ବିଷୟ ଅଟେ । ସୂଚନା ଅନୁସାରେ ବରମୁଣ୍ଡା ଅଞ୍ଚଳର ଚିକୁଙ୍କ ସ୍ତ୍ରୀ ପ୍ରିୟଙ୍କା ଓରଫ ରିଙ୍କିଙ୍କୁ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ବେକ ଓ ପିଠିରେ ବହୁତ ଯ-ନ୍ତ୍ର-ଣା ଅନୁଭବ ହେଲା ।

ପ୍ରିୟଙ୍କାଙ୍କ ସ୍ଵାମୀ ଓ ଶଶୁର ଘର ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ଵରର ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲର ଡାକ୍ତରମାନେ ଯ-ନ୍ତ୍ର-ଣା କମ ହେବା ପାଇଁ ପ୍ରିୟଙ୍କାଙ୍କୁ ଏକ ଇଞ୍ଜେକ୍ସନ ଦେଲେ ।

କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଇଞ୍ଜେକ୍ସନ ନେବାର କିଛି ସମୟ ପରେ ଏହି ଯ-ନ୍ତ୍ର-ଣା ଆହୁରି ଅଧିକ ବଢିଗଲା ଓ ଏହି ସମୟରେ ତାଙ୍କର ସ୍ଵାମୀ ବାରମ୍ବାର ଡାକ୍ତରମାନଙ୍କୁ ଡ଼ାକିଥିଲେ କିନ୍ତୁ କେହି ବି ଆସି ନ ଥିଲେ ବୋଲି ପ୍ରିୟଙ୍କାଙ୍କ ସ୍ଵାମୀ ଅ-ଭି-ଯୋ-ଗ କରିଛନ୍ତି ।

ଶେଷରେ ପ୍ରିୟଙ୍କା ଜୀବନ ମଧ୍ୟ ଚାଲିଗଲା । ପ୍ରିୟଙ୍କା ଆକସ୍ମିକ ମୃ-ତ୍ୟୁକୁ ପରିବାର ଲୋକମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଯେଉଁ କାରଣରୁ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଛି । ଏତିକି ନୁହେଁ ପ୍ରିୟଙ୍କାଙ୍କ ପରିବାର ଲୋକମାନଙ୍କ ଏହା ବି ଅ-ଭି-ଯୋ-ଗ ଅଟେ କି ହସ୍ପିଟାଲର ସିକ୍ୟୁରିଟି ଗାର୍ଡ ଖ-ରା-ପ ବ୍ୟବହାର କରିଛନ୍ତି ଓ ତାଙ୍କ ଉପରକୁ ହାତ ମଧ୍ୟ ଉଠାଇଛନ୍ତି । ଖଣ୍ଡଗିରି ପୋ-ଲି-ସ ଥାନାରେ ପ୍ରିୟଙ୍କା ବାପଘର ଲୋକମାନେ ହସ୍ପିଟାଲ ବି-ରୁ-ଦ୍ଧରେ ଅ-ଭି-ଯୋ-ଗ ବି କରିଛନ୍ତି ।

ଏହା ପରେ ପୋ-ଲି-ସ ଘଟଣା ସ୍ଥଳକୁ ପହଞ୍ଚି ମା-ମ-ଲାକୁ ଶାନ୍ତ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । କହିଦେଉଛୁ କି ପ୍ରିୟଙ୍କାର ବାପଘର ଭୁବନେଶ୍ୱର ଉପଖଣ୍ଡ ମେଣ୍ଢାଶାଳରେ ଥିବା ସମୟରେ ପ୍ରିୟଙ୍କା ୧୨ ବର୍ଷ ପ୍ରେମ କରିବା ପରେ ନିଜର ପ୍ରେମିକ ଚିକୁଙ୍କୁ ୧୨ ଦିନ ତଳେ ହିଁ ବାହା ହୋଇ ନିଜର ଶଶୁର ଘରକୁ ଆସିଥିଲେ । ପ୍ରିୟଙ୍କାଙ୍କ ଆକସ୍ମିକ ମୃ-ତ୍ୟୁରେ ତାଙ୍କର ବାପଘର ଓ ଶଶୁର ଘର ଲୋକମାନେ ପୂରାପୂରି ଭାଙ୍ଗି ଯାଇଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *