ସାମ୍ନାକୁ ଆସିଲା ବିଦ୍ୟାଙ୍କ ଆଉ ଏକ ବଡ ରାଜ, ବିବାହ ପୂର୍ବରୁ ଏହି ପୁଅ ସହ ହୋଇଯାଇଥିଲେ ଫେରାର! ଆଉ ତା ପରେ….

ବିଦ୍ୟାଭାରତୀଙ୍କୁ ନେଇ ବର୍ତ୍ତମାନ ଗୋଟିଏ ବଡ ଖୁଲାସା ସାମ୍ନାକୁ ଆସିଛି । କଲେଜ ସମୟରୁ ହିଁ ସେ ଗୋଟିଏ କିମ୍ବା ଦୁଇଟି ନୁହେଁ ବହୁତ ପୁଅଙ୍କ ସହ ସମ୍ପର୍କ ରଖି ଆସୁଥିଲେ ।

ବାହାଘରର ମାସେ ପୂର୍ବରୁ ସେ ଗୋଟିଏ ପୁଅ ସହ ସମ୍ପର୍କ ରଖିଥିଲେ ଓ ବାହାଘର ପରେ ପୁଣି DFOଙ୍କ ସହ ସମ୍ପର୍କ ରଖିବା ଏହା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ । କହିଦେଉଛୁ କି ବିଦ୍ୟା ୪ ଜଣ ପ୍ରେମିକଙ୍କ ସହ ସମ୍ପର୍କ ରଖିଛନ୍ତି । ଜ୍ୟୋତି ପାଣିଗ୍ରାହୀ, ଅକ୍ଷୟ, ଅମିତ ଏମାନେ ହେଉଛନ୍ତି ବିଦ୍ୟାଭାରତୀଙ୍କ ପୁରୁଣା ପ୍ରେମିକ । DFOଙ୍କ ସହ ତାଙ୍କରେ ଏବେ ଏବେ ନାଟ ଆରମ୍ଭ ହୋଇଛି ।

ଏହା ପୂର୍ବରୁ ହିଁ ସେ ଏହି ସବୁ ମାମଲାରେ ବହୁତ ପୁରୁଣା ଖିଲାଡ଼ି ଅଟନ୍ତି । କହିବାକୁ ଗଲେ ଆପଣମାନେ ସମସ୍ତେ ସମାଜସେବୀ ଶୁଭାଶିଷ ଷଡଙ୍ଗୀଙ୍କୁ ଚିହ୍ନିଥିବେ । ଯିଏକି ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ନିଜର ବୟାନକୁ ନେଇ ଚର୍ଚାକୁ ଆସିଥିଲେ । ଏମିତିରେ ସେ ପୁଣି ଥରେ ବିଦ୍ୟାଭାରତୀଙ୍କୁ ନେଇ ବହୁତ କିଛି କହିଛନ୍ତି । ସେ କହିଛନ୍ତି କି ବିଦ୍ୟାଭାରତୀଙ୍କ ବିବାହ ପୂର୍ବରୁ ଓ କଲେଜ ସମୟରେ ବହୁତ ପୁଅଙ୍କ ସମ୍ପର୍କ ଥିଲା ।

କିନ୍ତୁ ସେ କାହାର ବି ନାଁ କହି ନାହାନ୍ତି । ଶୁଭାଶିଷ ଷଡଙ୍ଗୀ କହିଲେ କି ବିଦ୍ୟାଭାରତୀ କଲେଜ ସମୟରେ ହିଁ ଗୋଟିଏ ପୁଅ ସହ ଫେରାର ହୋଇ ଯାଇଥିଲେ ଓ ସେହି ପୁଅ ସହ ସେ ୨୦ ଦିନ ମଧ୍ୟ ରହିଥିଲେ । କହିଦେଉଛୁ କି ସେହି ପୁଅର ଘର ବିଦ୍ୟାଭାରତୀଙ୍କ ଘର ଠାରୁ ମାତ୍ର ୩ କିମି ଦୂର ଗଉଡ଼ିପାଲା ଗାଁ ଅଟେ । କିନ୍ତୁ ସେହି ପୁଅ ଜଣକ ଗୋଟିଏ ତଳ ଜାତିର ଥିଲା ଓ ତାହାର ବାପା ଜଣ ଶିକ୍ଷକ ଥିଲେ ଓ ସେମାନେ ବହୁତ ହିଁ ଗରିବ ଘରର ଥିଲେ ।

ଏହା ପରେ ବିଦ୍ୟାଭାରତୀଙ୍କ ପିତା ନିଜ ଝିଅକୁ ଏହି ସବୁ କଥା କହି ସେମାନଙ୍କ ପାଖରେ ପଇସା ନା ହିଁ ବୋଲି କହି ତାକୁ ଫେରି ଆସିବା ପାଇଁ କହିଥିଲେ ଓ ବିଦ୍ୟାଭାରତୀ ମଧ୍ୟ ସେହି ପୁଅ ପାଖରେ ୨୦ ଦିନ ରହିବା ପରେ ଫେରି ଆସିଥିଲେ । କିନ୍ତୁ ଏହା ମଧ୍ୟରେ ଏମାନଙ୍କ ମଧ୍ୟରେ ସବୁକିଛି ସରି ଯାଇଥିଲା । ବିବାହର ମାସ ପୂର୍ବରୁ ବି ବିଦ୍ୟା ଅନ୍ୟ ଗୋଟିଏ ପୁଅ ସହ ଫେରାର ହୋଇ ଯାଇଥିଲେ ।

କିନ୍ତୁ ତାଙ୍କ ବାପା ପୁଣି ଥରେ ତାଙ୍କୁ ଫେରାଇ ଆଣିଥିଲେ । କହିବାକୁ ଗଲେ ସମାଜସେବୀ ଶୁଭାଶିଷ ଷଡ଼ଙ୍ଗୀ ବିଦ୍ୟାଭାରତୀଙ୍କ ଗାଁ ଲୋକମାନଙ୍କ ଠାରୁ ଏହି ସମସ୍ତ ସୂଚନା ହାସଲ କରି ଏକ ଭିଡିଓ ମାଧ୍ୟମରେ ସମସ୍ତଙ୍କ ସାମ୍ନାରେ ତାଙ୍କର ଅସଲ ଚେହେରା ବିଷୟରେ କହିଛନ୍ତି । ଏଥିରୁ ଜଣା ପଡୁଛି କି ବିଦ୍ୟାଭାରତୀଙ୍କ ପାଇଁ ପୁଅମାନଙ୍କ ସହ ସମ୍ପର୍କ ରଖିବା ମାମୁଲି କଥା ଅଟେ ।

Leave a Reply

Your email address will not be published. Required fields are marked *