Subahasi Sarangi ଖୋଲିଦେଲେ Bidya Bharatiଙ୍କ କଲେଜ ଟାଇମ ର କଳା କାରନାମା, କରିଥିଲେ ଏମିତି କାଣ୍ଡ ଜାଣିଲେ ଆପଣଙ୍କ ଉଡିଯିବ ହୋସ, ଦେଖନ୍ତୁ Video

ACF ସୋମ୍ୟଙ୍କ ମୃ-ତ୍ୟୁ ଘଟଣା ଦିନକୁ ଦିନ ଆହୁରି ଅଧିକ ରହସ୍ୟ ଘରେ ମଧ୍ୟରେ ଘେରି ହୋଇ ଯାଉଛି । ଅନ୍ୟ ପଟେ ପୋଲିସର ଯାଞ୍ଚରେ ବି କୌଣସି ବି ପ୍ରକାରର ପ୍ରମାଣ ସାମ୍ନାକୁ ଆସୁ ନାହିଁ । ଏମିତିରେ କିନ୍ତୁ ସୋମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ନେଇ ନାନା ଖବର ସାମ୍ନାକୁ ଆସୁଛି ।

ବର୍ତ୍ତମାନ ବିଦ୍ୟାଭାରତୀଙ୍କୁ ନେଇ ଏକ ବଡ ଗୁମର କଥା ସାମ୍ନାକୁ ଆସୁଛି । ବିଦ୍ୟାଭାରତୀଙ୍କ କିଛି ଗ୍ରାମବାସୀମାନଙ୍କ କହିବା ଅଟେ କି ବିଦ୍ୟାଭାରତୀ କଲେଜ ସମୟରୁ ହିଁ ନିଜର ପ୍ରେମିକମାନଙ୍କ ସମ୍ପର୍କ ରଖୁଥିଲେ । ସବୁବେଳେ ଗୋଟିଏ ଝିଅ କିମ୍ବା ପୁଅ ବିଷୟରେ ଜାଣିବାକୁ ହେଲେ ତାଙ୍କର ପଡୋଶୀ ଓ ତାଙ୍କର ସାଙ୍ଗମାନଙ୍କୁ ଲୋକମାନେ ପଚାରି ବୁଝିଥାନ୍ତି । ଯେତେବେଳେ ବିଦ୍ୟାଭାରତୀଙ୍କ ବିଷୟରେ ତାଙ୍କର ଗାଁ ଲୋକମାନଙ୍କୁ ପ୍ରଶ୍ନ କରାଗଲା ତେବେ ସେମାନେ ଆଶ୍ଚର୍ଯ୍ୟକର ବୟାନ ଦେଲେ ।

କହିବାକୁ ଗଲେ ସମାଜସେବୀ ଶୁଭାଶିଷ ଷଡଙ୍ଗୀ ସୋସିଆଲ ମିଡିଆରେ ବିଦ୍ୟାଭାରତୀଙ୍କୁ ନେଇ ବହୁତ କିଛି କହିଛନ୍ତି । ତାଙ୍କ ଅନୁସାରେ ବିଦ୍ୟାଭାରତୀଙ୍କ କଲେଜ ସମୟରୁ ହିଁ ବହୁତ ପୁଅଙ୍କ ସହ ସମ୍ପର୍କ ଓ ବିବାହ ପୂର୍ବରୁ ବି ବହୁତ ପୁଅଙ୍କ ସହ ସମ୍ପର୍କ ରଖିଥିଲେ । କିନ୍ତୁ ସେ କାହାର ନାଁ କହି ନାହାନ୍ତି । ଶୁଭାଶିଷ ଷଡଙ୍ଗୀ କହିଲେ କି ବିଦ୍ୟାଭାରତୀ କଲେଜରେ ପଢୁଥିବା ସମୟରେ ୨୦ ଦିନ ପାଇଁ ଘର ଠାରୁ ୩ କିମି ଦୂରରେ ଥିବା ଗଉଡ଼ିପାଲା ଗାଁ ଗୋଟିଏ ପୁଅ ଘରକୁ ଚାଲି ଯାଇଥିଲା ।

ସେହି ପୁଅ ନିମ୍ନ ଜାତିର ଥିଲା ଓ ତାହାର ବାପା ଜଣେ ଶିକ୍ଷକ ଥିଲେ । ଏମିତିରେ ସେମାନେ ବହୁତ ଗରିବ ଥିଲେ । ଏହା ପରେ ବିଦ୍ୟାଭାରତୀଙ୍କ ପିତା ତାଙ୍କୁ ଏହି ସମସ୍ତ କଥା କହି ବିଦ୍ୟାଭାରତୀଙ୍କୁ ତାଙ୍କ ପାଖକୁ ଫେରି ଆସିବା ପାଇଁ କହିଥିଲେ ଓ ବିଦ୍ୟାଭାରତୀ ମଧ୍ୟ ଫେରି ଆସିଥିଲେ । ସୂଚନା ଅନୁସାରେ କିନ୍ତୁ ବିଦ୍ୟାଭାରତୀ ଓ ସେହି ପୁଅ ମଧ୍ୟରେ ସବୁକିଛି ସରିଯାଇଥିଲା । ଏତିକି ନୁହେଁ ବିଦ୍ୟାଭାରତୀ ନିଜର ବିବାହର ମାସେ ପୂର୍ବରୁ ଆଉ ଜଣଙ୍କ ସହ ମଧ୍ୟ ଫେରାର ହୋଇ ଯାଇଥିଲେ ।

କିନ୍ତୁ ପୁଣି ଥରେ ତାଙ୍କ ବାପା ତାଙ୍କୁ ଫେରାଇ ଆଣିଥିଲେ । କହିବାକୁ ଗଲେ ବିଦ୍ୟାଙ୍କ ଗାଁ ଲୋକମାନେ ବିଦ୍ୟାଭାରତୀଙ୍କ ବିଷୟରେ ଏହିଭଳି କିଛି ସୂଚନା ଦେଇଛନ୍ତି । କହିବାକୁ ଗଲେ ବିଦ୍ୟାଭାରତୀ କଲେଜ ସମୟରୁ ହିଁ ବହୁତ ଖେଲୁଆଡ ଥିଲେ ଓ ପୁଅମାନଙ୍କ ସହ ସମ୍ପର୍କ ରଖିବା ତାଙ୍କ ପାଇଁ ଏକ ମାମୁଲି କଥା ଅଟେ । ଏଥିରୁ ଜଣା ପଡୁଛି କି ବାହା ହେବା ପରେ ସେ ପୁଣି ଥରେ DFOଙ୍କ ସହ ସମ୍ପର୍କ ରଖିଥିବେ ।

ଅନ୍ୟ ପଟେ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ଘଟଣାକୁ ୨୦ ଦିନ ବିତିଯାଇଥିବା ସତ୍ବେ ବି କୌଣସି ବି ପ୍ରକାରର ସତ୍ୟତା ସାମ୍ନାକୁ ନ ଆସିବା କାରଣରୁ ବର୍ତ୍ତମାନ ସମସ୍ତେ ପୋଲିସର ଯାଞ୍ଚ ଉପରେ ପ୍ରଶ୍ନ କରୁଛନ୍ତି ।

Leave a Reply

Your email address will not be published. Required fields are marked *