ବିବାହ ପରେ ମଧ୍ୟ ଅନ୍ୟ ମହିଳାଙ୍କୁ ମନ ଦେଇଥାନ୍ତି ଏହି ନାମର ପୁରୁଷ- Jyotisha Shastra

ବିବାହ ଏକ ଏମିତିକା ବନ୍ଧନ ଯାହା ଯୋଡି ହେଲା ବେଳେ ସମସ୍ତେ ଏହି କାମନା କରନ୍ତି ଯେ ଜୀବନ ସାରା ପାଇଁ ଏହି ସମ୍ବନ୍ଧ ରହୁ କିନ୍ତୁ ସମସ୍ତେ ଏହାକୁ ସମ୍ଭାଳି ପାରନ୍ତି ନାହିଁ । ଯେତେବେଳେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ସମୟ ଦେଇ ପାରନ୍ତି ନାହିଁ ସେତେବେଳେ ପୁରୁଷ ବାହାରେ ପ୍ରେମ ଖୋଜନ୍ତି ଯାହା ଫଳ ସ୍ୱରୂପ ସେ ନିଜ ପବିତ୍ର ବନ୍ଧନକୁ ଭାଙ୍ଗି ଥାନ୍ତି ନଚେତ ଲୁଚି ଲୁଚି ପ୍ରେମ କରନ୍ତି ।

ତେବେ କିଛି ପୁରୁଷଙ୍କ ସ୍ଵଭାବ ଖରାପ ହୋଇଥାଏ ତାଙ୍କୁ ପ୍ରତି ସମୟ ଗୋଟେ ନୂଆ ଝିଅ ବା ମହିଳା ଆବଶ୍ୟକ ପଡିଥାଏ ଏହି ଭଳି ଲୋକ କାହାରି ନିଜର ହୋଇ ନଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟକୁ ମନ ଦିଅନ୍ତି ।

ଏ :

ଏ ନାମ ପୁରୁଷ ନିଜ ସ୍ତ୍ରୀ ଦ୍ଵାରା ସମୟ ଆଉ ଭଲ ପାଇବା ଖୋଜନ୍ତି ଯେତେବେଳେ ସେ ଏହା ସବୁ ନିଜ ସ୍ତ୍ରୀ ଦ୍ଵାରା ପାଇବାରେ ଅସମର୍ଥ ହୋଇଥାନ୍ତି ସେତେବେଳେ ତାଙ୍କୁ ଅନ୍ୟ ମହିଳାର ଆବଶ୍ୟକତା ପଡିଥାଏ ଆଉ ସେ ଆଗେଇ ଚାଲନ୍ତି କେବେ ନିଜ ସମ୍ପର୍କ ବିଷୟରେ ବିଚାର କରନ୍ତି ନାହିଁ ଠିକ ସେମିତି ଗୋଟେ ପରେ ଗୋଟେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଚାଲି ଥାଏ । ଏହି ନାମ ପୁରୁଷ ସବୁବେଳେ ଅନ୍ୟ ମାନଙ୍କ ଭିତରେ ନିଜ ପାଇଁ କିଛି ଦେଖିବାକୁ ଚେଷ୍ଟା କରନ୍ତି ଆଉ କିଛି ନପାଇଲେ ସେହି ମହିଳାକୁ ଛାଡି ଦିଅନ୍ତି ।

କେ :

ଏହି ନାମ ପୁରୁଷଙ୍କ ସହ ବିବାହ କରିବା ଆଗରୁ ତାଙ୍କ ବିଷୟରେ ସବୁକିଛି ଜାଣିବା ଆବଶ୍ୟକ ହୋଇଥାଏ ଏହି ନାମ ପୁରୁଷ କେବେ ଗୋଟେ ସ୍ତ୍ରୀ ପାଖରେ ରହି ପାରିବେ ନାହିଁ ଏହା ଛଡା ଏହି ନାମ ପୁରୁଷ ନିଜ ସ୍ତ୍ରୀ ଠାରୁ ବି ବହୁତ ଶୀଘ୍ର ମନ ଛାଡି ଯାଏ । ଏହି ନାମ ପୁରୁଷ ଗୋଟେ ପରେ ଗୋଟେ ସ୍ତ୍ରୀ ବଦଳନ୍ତି ଆଉ କଣ ଆପଣ ଜାଣିଛନ୍ତି ଏହି ନାମ ପୁରୁଷ ମାନେ ଦେଖିବାକୁ ବହୁତ ଆକର୍ଷକ ହୋଇଥାନ୍ତି ଯାହା ଫଳ ସ୍ୱରୂପ ମହିଳା ମାନେ ତାଙ୍କ ଶିକାର ହୋଇଥାନ୍ତି ।

ଆର :

ଆର ଜାମ ପୁରୁଷ ସବୁବେଳେ କେବଳ କାମ ବାସନା ବିଷୟରେ ଚିନ୍ତା କରନ୍ତି ଯେଉଁ ସ୍ତ୍ରୀ ଧାର୍ମିକ ହୋଇଥାନ୍ତି ପୂଜା ଇତ୍ୟାଦି ଅଧିକ କରନ୍ତି ସେହି ଭଳି ମହିଳାଙ୍କ ସହ ଏହି ଭଳି ଲୋକ କେବେ ରହି ପାରିବେ ନାହିଁ ଜୀବନରେ ଏହି ନାମ ଲୋକ ମହିଳାଙ୍କ ପାଇଁ ସବୁ କରିବା ପାଇଁ ରାଜି ରୁହନ୍ତି କିନ୍ତୁ ତାଙ୍କୁ କେବଳ ଭଲ ପାଇବା ଦରକାର ହୋଇଥାଏ ।

Leave a Reply

Your email address will not be published. Required fields are marked *