ସବୁବେଳେ କଣ ହୋଇଥାଏ କି ଏକ ପୁଅ ଝିଅ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ବାନ୍ଧି ହୋଇଥାନ୍ତି ତେବେ କେତେକ କଥା ଏମିତି ବି ହୋଇଥାଏ କି ସେ ଦୁଇଜଣ ଜଣେ ଅନ୍ୟ ଜଣଙ୍କ ବିଷୟରେ ଜାଣିନଥାଏ । ସେ ଦୁଇଜଣ ଦୁଇଜଣଙ୍କ ବିଷୟରେ ସେତିକି ଜାଣିଥାନ୍ତି ଯେତିକି ସେ ନିଜ ବିଷୟରେ କହିଥାନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ପୁଅମାନଙ୍କର ସବୁବେଳେ କିଛି କଥା ଏମିତି ଥାଏ ଯାହାକୁ ସେ ନିଜ ସ୍ତ୍ରୀଙ୍କ ଠାରୁ ଲୁଚାଇ ରଖିଥାନ୍ତି ।
ଆଗକାଳରେ ଅଧିକାଂଶ ଏହା ହୋଇଥାଏ କି ଘର ଲୋକ ହିଁ ବାହାଘର ଠିକ କରୁଥିଲେ ଯେଉଁଥିରେ ଝିଅ ପୁଅର ମୁହଁ ବିବାହ ପରେ ଦେଖିବାକୁ ମିଳିଥାଏ ।
ଜଣେ ଜଣଙ୍କ ବିଷୟରେ ଜାଣିବା ତ ଦୂରର କଥା ହୋଇଯାଇଥାଏ । ଆଜି ଆମେ ଆପଣଙ୍କଉ କିଛି ଏମିତି କଥା କହିବୁ ଯାହା ସବୁ ପୁଅମାନେ ବିବାହ ପୂର୍ବରୁ ଝିଅକୁ ଖୁସି କରାଇବା ପାଇଁ ମିଛ କହିଥାନ୍ତି ,ଆପଣଙ୍କୁ ପ୍ରଥମରୁ କହିଛୁ କି ଆଜିର ସମୟରେ ଝିଅ ପୁଅ ମାନେ ବିବାହ ପୂର୍ବରୁ ହିଁ ମିଶିବାକୁ ଲାଗିଯାଉଛନ୍ତି ,ଯେଉଁଥିରେ କି ସେମାନେ ନିଜ ଭିତରେ ବହୁତ ସାରା କଥା ହେଉଛନ୍ତି କିଛି କଥା ଏମିତି ଥାଏ କି ସେମାନେ କହିନଥାନ୍ତି ,ଯାହା ବିବାହ ପରେ ଜଣାପଡିଲେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଡିଭୋର୍ସ ପର୍ଯ୍ୟନ୍ତ କଥା ଯାଇଥାଏ ।
ଦୁନିଆର ସବୁ ପୁରୁଷ ଏହି ୮ଟି ଜିନିଷ ବିଷୟରେ ମିଛ କହିଥାନ୍ତି
ପ୍ରଥମ ମିଛ
ସବୁଠାରୁ ପ୍ରଥମେ ପୁଅମାନେ କହିଥାନ୍ତି କି ସେ କେବେବି କୌଣସି ଝିଅଙ୍କୁ ଖରାପ ନଜରରେ ଦେଖନ୍ତି ନାହିଁ ।
ଦିତୀୟ ମିଛ
ସବୁବେଳେ ଆପଣଙ୍କୁ ଏହା ଶୁଣିବାକୁ ମିଳିଥାଏ କି ପୁଅ ଏବଂ ତାର ପରିବାର ଯୌତୁକର ବିରୋଧରେ ସେମାନଙ୍କୁ ଝିଅଟିଏ ଛଡା କିଛି ଆଉ ଚାହାନ୍ତି ନାହିଁ ।
ତୃତୀୟ ମିଛ
ମୁଁ ତୁମ ପରିବାର ଦେଖାଶୁଣା ନିଜ ପରିବାର ଭଳି କରିବି ଏବଂ ସବୁ କଠିନ ପରିସ୍ତିତିରେ ମୁଁ ତାଙ୍କ ସହିତ ରହିବି ।
ଚତୁର୍ଥ ମିଛ
ସବୁବେଳେ ସେଆମାନେ ଝିଅଙ୍କୁ କହିଥାନ୍ତି କି ତୁମେ ଦୁନିଆରେ ସବୁଠାରୁ ସୁନ୍ଦର ।
ପଞ୍ଚମ ମିଛ
ମତେ ତମ ସହିତ ସବୁବେଳେ ସମୟ କଟାଇବା କୁ ଭଲ ଲାଗିଥାଏ ।
ଷଷ୍ଠ ମିଛ
ତୁମ ଘର ଲୋକ ଏବେ ଠାରୁ ମୋ ଘର ଲୋକ ହେଲେ ଏବଂ ମୁଁ ସେମାନଙ୍କୁ ସବୁବେଳେ ନିଜ ଘର ଲୋକଙ୍କ ପରି ଦେଖିବୀ ।
ସପ୍ତମ ମିଛ
ସବୁଠାରୁ ମିଛ କହିଥାନ୍ତି କି ତୁମେ କୋଉ ମଡେଲ ଠାରୁ କମ ନୁହଁ ।
ଅଷ୍ଟମ ମିଛ
ବିବାହ ପରେ ମୁଁ ତୁମ ସହିତ ସବୁବେଳେ କାମରେ ସାହାଯ୍ୟ କରିବି ।