କିଛି ମଜାଦାର ଯୋକ୍ସ ଯାହା ଶୁଣି ଆପଣ ନିଜ ହସ ଅଟକାଇ ପାରିବେ ନାହିଁ

ଆପଣମାନଙ୍କୁ ଯୋକ୍ସ ଶୁଣିବାକୁ ବହୁତ ପସନ୍ଦ ହୋଇଥିବ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋକ୍ସ କହିବାକୁ ଯାଉଛୁ ଯାହା ଶୁଣି ଆପଣ ନିଜ ହସ କଣ୍ଟ୍ରୋଲ କରି ପାରିବେ ନାହିଁ, ତେବେ କିଛି ଯୋକ୍ସ ଏମିତି ହୋଇଥାଏ ଯାହା ଯେତେ ଥର ଶୁଣିଲେ ମଧ୍ୟ ହସ ଲାଗିଥାଏ ଓ ଏହି ଭଳି ହସ ବେଲୁନ ଆଜି ଆମେ ଆପଣ ମାନଙ୍କ ପାଇଁ ଆଣିଛୁ ଯାହା ଫୁଟିଲା ପରେ ଆପଣଙ୍କ ହସ ଆଉ କଣ୍ଟ୍ରୋଲ ହବ ନାହିଁ । ତେବେ ଆସନ୍ତୁ ଆରମ୍ଭ କରିବା ।

Image Courtesy: Google

୧. ପୁଅ : ବାପା ମୁଁ ପାର୍ଟି ପାଇଁ ନିଜ ସାଙ୍ଗ ମାନଙ୍କ ଘରେ ଯାଇ ପାରିବି ?

ବାପା : ମତେ ପଚାର ନାହିଁ ନିଜ ମାକୁ ପଚାର ।

ମା : ମତେ ପଚାର ନାହିଁ ନିଜ ବାପାକୁ ପଚାର ।

ପୁଅ : ଏଇଟା ସଳା ଘର ନା ଭାରତୀୟ ଷ୍ଟେଟ ବ୍ଯାଙ୍କ ବ୍ରାଞ୍ଚ

୨. ଗୋଟେ ମହିଳା ବହୁତ ଚିନ୍ତାରେ ଭିତରକୁ ଆସିଲା

ମହିଳା : ମୋ ଦେହ ବହୁତ ଖରାପ ଅଛି ।

ଡକ୍ଟର : ଔଷଧ ଲେଖି ଦଉଚି ଆପଣଙ୍କୁ ରେସ୍ଟ ବହୁତ ଆବଶ୍ୟକ ଅଟେ ।

ମହିଳା : ଆପଣ ମୋ ଜିଭ ଦେଖିଲେନି

ଡକ୍ଟର : ତାକୁ ବି ଆରାମ ବହୁତ ଆବଶ୍ୟାକ ଅଟେ ।

Image Courtesy: Google

୩. ସ୍ଵାମୀ : ଡାରଲିଙ୍ଗ କାଲି ସକାଳୁ କଣ ତମେ ମୋ ସହ ଯୋଗା କ୍ଳାସ ଯିବ ?

ସ୍ତ୍ରୀ :ତମେ କଣ କହିବାକୁ ଚାହୁଁଚ ମୁଁ କଣ ମୋଟି ହେଇଯାଇଛି ?

ସ୍ଵାମୀ : ଏମିତି କିଛି ନୁହ, ଯିବା ପାଇଁ ଇଛା ନାଇ ତାହେଲେ ଜାଓନି ?

ସ୍ତ୍ରୀ : ତମ କହିବା ଅର୍ଥ ମୁଁ ଅଳସୁଆ ।

ସ୍ଵାମୀ : ତମେ ଏମିତି ରାଗୁଚ କଣ ପାଇଁ କହିଲ ?

ସ୍ତ୍ରୀ : ଏବେ ତମକୁ ଲାଗୁଛୁ ଯେ ମୁଁ ସବୁବେଳେ ଝଗଡା କରେ ନା ?

ସ୍ଵାମୀ : ମୁଁ ଏମିତି କେବେ କହିଲି ?

ସ୍ତ୍ରୀ : ତେବେ ମୁଁ ମିଛ କହୁଛି ନା ?

ସ୍ଵାମୀ : ହଉ ହେଲା ଏବେ ମୁଁ ବି ଯିବି ନାହିଁ ।

ସ୍ତ୍ରୀ : ମୁଁ ଏବେ ବୁଝିଲି, ତମେ ନିଜେ ମତେ ନେଇକି ଯିବା ପାଇଁ ଚାହୁଁ ନଥିଲ ଓ ବାହାନା ମାରୁଥିଲ, ତମର ସବୁବେଳେ ଏମିତି କାମ, ସବୁ ଭୁଲ ମୋର ଅଟେ ।

ସ୍ତ୍ରୀ ରାତି ସାରା ସ୍ଵାମିକୁ ଏହି ଭଳି ଗାଳି କରି ଚାଲିଲେ ଓ ସ୍ଵାମୀ ବେଚାରା ରାତି ସାରା ନିଜକୁ ପଚାରୁଥିଲା ଯେ ସେ ଏମିତି କଣ ପଚାରିଥିଲା ଯାହା କାରଣରୁ ଏହି ସବୁ କାଣ୍ଡ ହୋଇଗଲା ।

Image Courtesy: Google

୪. ବସ (ମୋନୁକୁ ) – ତମେ କେଉଁ ଜାଗାରେ ଜନ୍ମ ହୋଇଥିଲ ?

ମୋନୁ – ସର ୟୁପିରେ ।

ବସ – ୟୁପିରେ କେଉଁ ଭାଗ ?

ମୋନୁ – କେଉଁ ଭାଗ ଅର୍ଥ ? ପୁରା ବଡି ୟୁପିରେ ହୋଇଥିଲା !!

୫. ପୁଅ : ବାପା ଶୀଘ୍ର ପାଣି ନେଇ ମା ପାଖକୁ ଚାଲ

ବାପା : କାହିଁକି ପୁଅ ?

ପୁଅ : ମା କହୁଥିଲେ “ତୋର ଆଉ ତୋ ବାପା ଲକ୍ଷଣ ଦେଖି ମୋ ଦେହରେ ନିଆ ଲାଗି ଯାଉଛି।”

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *