ଯିଏ ଯେତେ ମାଗିଲେ ମଧ୍ୟ ଏହି ଜିନିଷ କେବେ ଭୁଲରେ ବି ଦାନ ବା ଉଧାର ଦିଅନ୍ତୁ ନାହିଁ ମା ଲକ୍ଷ୍ମୀ ଘର ଛାଡି ପଳେଇବେ

ବାସ୍ତୁ ଶାସ୍ତ୍ର ଆମ ଭାରତ ଲୋକ ବହୁତ ମାନ୍ୟତା ରଖନ୍ତି ବାସ୍ତୁ ଶାସ୍ତ୍ର ଅନୁଯାଇ କାମ କଲେ ଆପଣଙ୍କୁ ବହୁତ ସଫଳତା ପ୍ରାପ୍ତ ହୋଇଥାଏ ଏହା ଛଡା ଆପଣଙ୍କୁ କୌଣସି ପ୍ରକାର ସମସ୍ଯା ଦେଖିବାକୁ ମିଳିନଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ବହୁତ ପ୍ରକାର କଥା ଆପଣ ଶୁଣିବାକୁ ପାଇଥିବେ ଯେ ଏହି ଜିନିଷ କାହାକୁ ଦାନ ବା ଧାର ଉଧାର ଦବା ଉଚିତ ନୁହ ଆଜି ଆମେ ଆପଣଙ୍କୁ ଏମିତି କିଛି ୪ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦାନ ବା ଉଧାର ଦବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ପଲାନ୍ତି ।

Image Courtesy: Google

୧. ଗୋଡ ମୁଦି :

ଆମ ଭାରତ ଓ ହିନ୍ଦୁ ଧର୍ମ ପରମ୍ପରା ଅନୁଯାଇ ସବୁ ବିବାହିତ ସ୍ତ୍ରୀ ମାନେ ପାଦରେ ମୁଦି ପିନ୍ଧନ୍ତି ତେବେ ଭୁଲରେ ବି କେବେ ଏହି ମୁଦି କାହାକୁ ଧାରରେ ଦିଅନ୍ତୁ ନାହିଁ ଏହା ଆପଣଙ୍କ ସୁହାଗ ର ପ୍ରତିବିମ୍ବ ହୋଇଥାଏ ଯାହା ଅନ୍ୟ କାହାକୁ ଦବା ଉଚିତ ହୋଇ ନଥାଏ ତେବେ ନିଜ ଜୀବନରେ କେବେ ବି କାହାକୁ ନିଜ ପାଦ ମୁଦି ଦିଅନ୍ତୁ ନାହିଁ ।

Image Courtesy: Google

୨. ଅଣ୍ଡର ଗାରମେଣ୍ଟ :

ତେବେ ବହୁତ ଏମିତି ଲୋକ ହୋଇଥାନ୍ତି ଯାହା ଶରୀର ଏକା ଭଳି ହୋଇଥାଏ ତେବେ ସେ ନିଜ ଡ୍ରେସ ମଧ୍ୟ ପରସ୍ପର ବଦଳି ପିନ୍ଧି ଥାନ୍ତି, କିନ୍ତୁ ଏମିତି କରିବା ଉଚିତ ନୁହଁ, ଏମିତି କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଯୋଡି ହୋଇଯାଏ ଯାହା ବହୁତ ଖରାପ ଅଟେ, କେବେ ଭୁଲରେ ବି କାହାକୁ ଅଣ୍ଡରଗାରମେଣ୍ଟ ନୂଆ ହେଉ ବା ପିନ୍ଧିଥିବାର କାହାକୁ ଦିଅନ୍ତୁ ନାହିଁ । ମୁଣ୍ଡ ଟୋପି ମଧ୍ୟ ସାଙ୍ଗମାନଙ୍କ ସହ ବାଣ୍ଟିବା ଉଚିତ ନୁହ ତେବେ ଏହି ସବୁ କଥା ଆପଣଙ୍କୁ ଧ୍ୟାନ ରଖିବା ଉଚିତ ।

Image Courtesy: Google

୩. ଝାଡୁ :

କେବେ କାହାକୁ ବି ଝାଡୁ ଉପହାର ସ୍ୱରୂପ ଦିଅନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ଘର ଲକ୍ଷ୍ମୀ ଆଉ କାହା ଘରେ ଯାଇଥାନ୍ତି । ଝାଡୁ ଯଦି କାହାକୁ ଆବଶ୍ୟକ ଓ ଆପଣ ଆଣିବା ପାଇଁ ଯାଉଛନ୍ତି ତେବେ ତାଙ୍କ ଠାରୁ ଟଙ୍କା ନେଇ ଆସନ୍ତୁ ଝାଡୁ ଆଣିଆ ଆଗରୁ ବା ପରେ ତାଙ୍କ ଠାରୁ ଟଙ୍କା ନିଶ୍ଚିନ୍ତ ନିଅନ୍ତୁ ।

Image Courtesy: Google

୪. ଟଙ୍କା :

ଟଙ୍କା ପଇସା ଧାର ଉଧାର ବହୁତ ସାବଧାନ ହୋଇ କରିବା ଉଚିତ ଅଟେ । ତେବେ କୌଣସି ଶୁଭ ଦିନ ବା ତ୍ଯୋହାର ଦିନ କାହାକୁ ଉଧାର ଦିଅନ୍ତୁ ନାହିଁ ଯେମିତି ଏକାଦଶୀ, ପୁର୍ଣିମା, ହୋଲି, ଦୀପାବଳି ଇତ୍ୟାଦି ପୂଜା ଦିନ କାହାକୁ ଉଧାର ଦିଅନ୍ତୁ ନାହିଁ । ତେବେ ଗୋଟେ କଥା ସବୁବେଳେ ଧ୍ୟାନ ରଖନ୍ତୁ ଟଙ୍କା ନବାର ହେଉ ବା ଦବାର ମଙ୍ଗଳବାର ଦିନ କାହାକୁ ନା ଟଙ୍କା ଦିଅନ୍ତୁ ନା ନିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *