ପ୍ରକୃତି ମିଶ୍ରଙ୍କ ସମ୍ପତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ

ପ୍ରକୃତି ମିଶ୍ର ଓଡିଆ ଫିଲ୍ମ ଦୁନିଆ ଓ ହିନ୍ଦୀ ସିରିଏଲ ଦୁନିଆର ଏକ ବହୁ ଚର୍ଚିତ ଅଭିନେତ୍ରୀ । ଏହି ଲେଖାରେ ତାଙ୍କ ବିଷୟରେ ତାଙ୍କ ପରିବାର ଓ ସମ୍ପତି, ଘର, ଗାଡି, ଜୀବନ କାହାଣୀ ବିଷୟରେ ଜାଣିବା । 20 ବର୍ଷ ତଳେ ଗୋଟେ ଫିଲ୍ମ ରିଲିଜ ହୋଇଥିଲା ହରିଭାଇ ହାରେନା, ଓ ସାବତ ମା ଫିଲ୍ମରେ ୬ ବର୍ଷ ବୟସରେ ଶିଶୁ କଳାକାରଥିଲେ ସେ ହେଉଛନ୍ତି ପ୍ରକୃତି ମିଶ୍ର । ସେ ଛୋଟ ବେଳରୁ ଓଡିଆ ଫିଲ୍ମରେ କାମ କରିଆସୁଛନ୍ତି ।

କାରଣ ଏହା ଏଥିପାଇଁ ସମ୍ଭବ ହୋଇପାରିଥିଲା ତାଙ୍କ ବାପା ଓଡିଶାର ବହୁତ ବଡ ମ୍ୟୁଜିକ ଡ଼ିରେକ୍ଟର ମନ୍ମଥ ମିଶ୍ର ।

Image Courtesy: Google

ତାଙ୍କ ମା ମଧ୍ୟ ବହୁତ ଫେମସ ଥିଲେ ଓ ଓଡିଶାର ଡିଡି ନ୍ୟୁଜ ପଢୁଥିଲେ କୃଷ୍ଣପ୍ରିୟା ମିଶ୍ର । ସେ ଏଲିନା ସାମନ୍ତ ରାୟ ଓ ଅର୍ଚିତା ଭଳି ଓଡିଶୀ ନୃତ୍ୟଶିଳ୍ପୀ ଥିଲେ । ସେ ତାଙ୍କ ଓଡିଆ ଫିଲ୍ମ ହାଲୋ ଆରସି ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ପ୍ରକୃତି ଓଡିଆ ଫିଲ୍ମ ସହିତ ହିନ୍ଦୀ ଫିଲ୍ମ ମଧ୍ୟ କରନ୍ତି । ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ହେଲା ” କନ କିତନେ ପାନି ମେ ” ଓ ଏହା ସହିତ ସେ ଟେଲିଭିଜନ ସିରିଜ ମଧ୍ୟ କରିଛନ୍ତି । ମ୍ୟୁଜିକ ଭିଡିଓ ମଧ୍ୟ ବହୁତ ଗୁଡିଏ କରିଛନ୍ତି ସେ ତାଙ୍କର ହିନ୍ଦୀ ସିରିଜ ପାଇଁ ପୁରା ଭାରତରେ ଆମ ଓଡିଶା ପାଇଁ ଖ୍ୟାତି ଅର୍ଜନ କରିଛନ୍ତି ।

Image Courtesy: Google

ତାଙ୍କର ପ୍ରଥମ ଓଡିଆ ଫିଲ୍ମ ଥିଲା ଥୁକୁଲ ବାବୁସାନଙ୍କ ସହିତ ଲୀଡ ରୋଲରେ କରିଥିଲେ । ପ୍ରକୃତି ମିଶ୍ରଙ୍କ ଡାକନାମ ହେଲା ଡୁଡୁ । ସେ ୨୦୧୨ ମସିହାରେ ମିସ ଓଡିଶା କ୍ରାଉନ ଜିତିଥିଲେ । ପ୍ରକୃତି ମିଶ୍ରଙ୍କ ଭୁବନେଶ୍ବର ରେ ଗୋଟେ ଆଲୀସନ ଘର ଅଛି ଓ ବହୁତ ଦାମିକା କାର ଅଛି, ସେ ବହୁତ ଗୁଡିଏ ବ୍ରାଣ୍ଡର ପ୍ରମୋଶନ କରିଛନ୍ତି ଯେମିତିକି ଓଡିଶା ଟୁରିଜିମ । ସେ ଓଡିଆ ଫିଲ୍ମ ଓ ହିନ୍ଦୀ ଫିଲ୍ମ ଅପେକ୍ଷା ବେସୀ ଟେଲିଭିଜନ ସିରିଜ ଗୁଡିକ କରିଛନ୍ତି । ଆନୁମାନିକ ତାଙ୍କ ମୋଟ ସମ୍ପତି ୨୫ କୋଟି ଟଙ୍କା ପାଖାପାଖି । ଏହା ଥିଲା ତାଙ୍କ ବିଷୟରେ ସଠିକ ବିବରଣୀ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *