ଗିନିଜ ବୂକ ଓଫ ୱର୍ଲ୍ଡ ରେକର୍ଡ ରେ ”ହ୍ୟୁମାନ କମ୍ପୁଟର” ନାମରେ ସ୍ଥାନ ମିଳିଥିବା ଏହି ମହିଳାଙ୍କ ବିଷୟରେ ଜାଣି ଉଡିଯିବ ହୋସ

ଶଙ୍କୁନ୍ତଳା ଦେବୀ ଗୋଟେ ବହୁତ ବଡ ଗଣିତଜ୍ଞ ଥିଲେ, ଯାହାକୁ ହ୍ୟୁମାନ କମ୍ପୁଟର କୁହାଯାଉଥିଲା । ତାଙ୍କର ହିସାବ କିତାବ କରିବାର ଶୈଳୀ ଦେଖି ତାଙ୍କୁ ୧୯୮୨ ରେ ଗିନିଜ ବୁକ ଅଫ ୱର୍ଲ୍ଡ ରେକର୍ଡ ରେ ସାମିଲ କରଯାଇଥିଲା । ସେ ଗୋଟେ ହିନ୍ଦୁ ପରିବାରରେ ନଭେମ୍ବର ୪, ୧୯୨୯ରେ ବେଙ୍ଗାଲୋରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ତାଙ୍କ ଲୁକାୟିତ ପ୍ରତିଭାକୁ ଜାଣି ପାରିଥିଲେ ଓ ଆବିଷ୍କାର କରିଥିଲେ ତାଙ୍କ ଝିଅର ଆଶ୍ଚର୍ଯ୍ୟକର ଦକ୍ଷତା ଥିଲା ନମ୍ବର ମନେରଖିବାର ।

ତା ପରେ ସେ ଯେଉଁ ସର୍କସ କମ୍ପାନୀରେ କାମ କରୁଥିଲେ ସେଠାରେ କାମ ଛାଡିଦେଥିଲେ । ତାପରେ ସେ ରୋଡ ସୋ କରିଥିଲେ ତାଙ୍କ ଝିଅଙ୍କର ହିସାବ କରିବାର ଆଶ୍ଚର୍ଯ୍ୟକର ପ୍ରତିଭା ଦେଖାଇବା ପାଇଁ । ୬ ବର୍ଷ ବୟସରେ ସେ ନିଜକୁ ପ୍ରମାଣିତ କରିଥିଲେ ତାଙ୍କ ଗଣିତ ଦକ୍ଷତା ବିଷୟରେ ମଇସୁର ବିଶ୍ବବିଦ୍ୟାଳୟରେ ।

Image Courtesy: Google

କଣ ଆପଣ ଜାଣିଛନ୍ତି ଶଙ୍କୁନ୍ତଳା ଦେବୀଙ୍କୁ ” ହ୍ୟୁମାନ କମ୍ପୁଟର ଟାଇଟେଲ କେମିତି ମିଳିଥିଲା ? ତେବେ 1950 ରେ ବିବିଶି ଲଣ୍ଡନର ଗୋଟେ ଇନ୍ଟରଭିଉ ସମୟରେ ଶକୁନ୍ତଳା ଦେବୀଙ୍କୁ ଗଣିତର ଗୋଟେ କଠିନ ପ୍ରଶ୍ନ ଦିଆଯାଇଥିଲା । କିନ୍ତୁ ସେ ହାଇଲାଇଟ କରି କହିଲେକି କମ୍ପୁଟର ଦ୍ଵାରା ଦିଆଯାଇଥିବା ପ୍ରଶ୍ନ ଭୁଲ ଅଛି । କିଏବି ସେତେବେଳେ ପର୍ଯ୍ୟନ୍ତ ତାଙ୍କ ଉପରେ ବିଶ୍ବାସ କରିନଥିଲେ, ତାପରଦିନ ଯେତେବେଳେ ଜଣା ପଡିଲାକି ଶକୁନ୍ତଳା ଦେବୀ ଠିକ କହୁଥିଲେ । ସେବେଠୁ ଶଙ୍କୁନ୍ତଳା ଦେବୀଙ୍କୁ ହ୍ୟୁମାନ କମ୍ପୁଟର କୁହାଗଲା ।

Image Courtesy: Google

୩୧ ଜୁଲାଇରେ ଶକୁନ୍ତଳା ଦେବୀଙ୍କ ବାୟୋପୀକ ରିଲିଜ ହୋଇଛି । ଅଭିନେତ୍ରୀ ବିଦ୍ୟାବାଲନ ଶଙ୍କୁନ୍ତଳା ଦେବୀଙ୍କ ଚରିତ୍ରରେ ଅଭିନୟ  କରିଛନ୍ତି । ଫିଲ୍ମ ବିବିଶି ଷ୍ଟୂଡିଓରେ ଶୁଟିଙ୍ଗ ହୋଇଥିଲା । ବିଦ୍ୟା କହିଛନ୍ତି, ”ସେଠାରେ ଶୁଟିଙ୍ଗ ବହୁତ ଅଦଭୁତ ଥିଲା । ଆପଣ ଜାଣିଛନ୍ତିକି ଅଭିନେତା ମାନେ ବାସ୍ତବିକ ସ୍ଥାନ ଚାହାନ୍ତି ଯେବେ ସେଥିରେ ଏହି ଭଳି ଇତିହାସ ରହିଛି, ତ ଏହା ଅଧିକ ବାସ୍ତବିକ ବନେଇଦିଏ ।

Image Courtesy: Google

ଜଣେଇବାକୁ ଚାହୁଁଛୁକି ଏହି ଫିଲ୍ମରେ ବିଦ୍ୟା ବାଲନ ଓ ସାନ୍ୟା ମଲୋହୋତ୍ରା ଏହାଛଡା ଅମିତ ସାଧ ଓ ଜିସଶୁ ସେନଙ୍ଗୁପ୍ତା ବି ଗୁରୁତ୍ଵପୂର୍ଣା ଭୂମିକରେ ନଜର ଆସିବେ । ଏହି ଫିଲ୍ମର ନିର୍ଦେଶନା ଅନୁ ମେନନ କରିଛନ୍ତି । ଏଥିରେ ଖାସ କଥା ଏହା ଅଛିକି ତାକୁ ନିଜେ ଅନୁ ମେନନ ଲେଖିଛନ୍ତି ଓ ସେଥିରେ ନୟନୀକା ମହତାନି ତାଙ୍କର ସାଥ ଦେଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *