ବିବାହ ପୂର୍ବରୁ ଇଣ୍ଡିଆନ କ୍ରିକେଟରଙ୍କ ପତ୍ନୀମାନେ କରୁଥିଲେ ଏହିସବୁ କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ଭାରତରେ ସମସ୍ତ ଖେଳ ମଧ୍ୟରୁ କ୍ରିକେଟ ଖେଳର ବିଶେଷ ସ୍ଥାନ ରହିଛି । ଏହି ଖେଳ ପ୍ରଦର୍ଶନ ହେଉଥିବା ସମୟରେ ଦର୍ଶକମାନେ ବହୁତ ଉତ୍ସାହ ସହିତ ଦେଖିଥାନ୍ତି । ଖେଳ କୁ ଦେଖିବା ପାଇଁ ବହୁତ ଦୂର ସ୍ଥାନରୁ ଆସନ୍ତି । ଆମ ଭାରତୀୟ ଖେଳାଳି ବିଷୟରେ ଜାଣିବା ଓ ତାଙ୍କୁ ଥରେ ଦେଖିବା ପାଇଁ ଆସିଥାନ୍ତି । ଖେଳାଳିକ ସମ୍ବନ୍ଧରେ ଜାଣିବା ପାଇଁ କୌତୁହଳ ଭରି ରହିଥାଏ ।

ଭାରତୀୟ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାରେ ଆହୁରି ଅଧିକ ଉତ୍ସାହ ଦେଖାଇଥାନ୍ତି । ଆଜି ଆମେ ଜାଣିବା ଷ୍ଟାର କ୍ରିକେଟ ଖେଳାଳିଙ୍କ ପତ୍ନୀ ଜୀବନ ସାଥି ହେବା ପୂର୍ବରୁ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ । ଆମ ଭାରତର ପୂର୍ବତନ ଅଧିନାୟକ ଖେଳାଳି ମହିନ୍ଦ୍ର ସିଂହ ଧୋନୀ ଙ୍କ ପତ୍ନୀ ସାକ୍ଷୀ  ବିବାହ ପୂବାରୁ ହୋଟେଲ ମାନେଜମେଣ୍ଟ ଶିକ୍ଷା ସମାପ୍ତ କରି ତାଜ ହୋଟେଲରେ କାମ କରୁଥିଲେ ।

ସେହି ହୋଟେଲ ରେ ଧୋନୀଙ୍କ ସହ ତାହାଙ୍କ ପରିଚୟ ହୋଇଥିଲା ଏବଂ ପରେ ଏହା ପ୍ରେମ ରେ ପରିଣତ ହୋଇ ବିବାହ କରିଥିଲେ । ରୋହିତ ଶର୍ମାଙ୍କ ପତ୍ନୀ ରୀତିକ ସାଜିତ୍ ସେ ଥିଲେ ଜଣେ ସ୍ପୋର୍ଟ୍ସ ମାନେଜର ବିବାହ ପୂବାରୁ ସେ  ସ୍ଟୋର ସ୍ପୋର୍ଟ ରେ କାମ କରୁଥିଲେ ଖେଳାଳିଙ୍କ ପ୍ରୋମୋଶନ କରୁଥିଲେ ରୀତିକ ଏହା ପରେ ସେ ରୋହିତଙ୍କୁ ବିବାହ କରିଥିଲେ ।

ଦିନେଶ କାର୍ତିକଙ୍କର ପତ୍ନୀ ଦୀପିକା ପାଲିକଲ ସିଏ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ପିସ ଏ  ଉମେନ୍ ଟପ ଟେନ ରେ ସ୍ଥାନ ପାଇଥିଲେ ୨୦୧୪ କମନୱେଲଥ  ଖେଳରେ ଦୀପିକା ସ୍ଵର୍ଣ୍ଣ ପଦ ଆଣି ଦେଶର ଗୌରବ ଆଣିଥିଲେ । ଅର୍ଜୁନ ପୁରସ୍କାର ଆଣିବାରେ ଇଏ ହେଉଛନ୍ତି ପ୍ରଥମ ସ୍କ୍ବାଶ ଖେଳାଳି ଥିଲେ । ଯଶପ୍ରୀତ ବୁମରାହଙ୍କ ପତ୍ନୀ ସଞ୍ଜନା ଗଣେଶନ ସଞ୍ଜନା ଜଣେ ସ୍ପୋର୍ଟ ଉପସ୍ଥାପିକା ଓ ଟିଭି ହୋଷ୍ଟ ମଧ୍ୟ ଥିଲେ ।

ରବୀନ ଉଥ୍ହପାଙ୍କ ର ପତ୍ନୀ ସିତାଳ ଗୌତମ ବିବାହ ପୂବାରୁ ଜଣେ ଟେନିସ ଖେଳାଳି ଭାବରେ ବେଶ ପରିଚିତ, ମାତ୍ର ନଅ ବର୍ଷ ବୟସରୁ ଟେନିସ ଖେଳିବା ଆରମ୍ଭ କରିଥିଲେ । ହରଭଜନ ସିଂହଙ୍କ ପତ୍ନୀ ଗୀତା ବଶ୍ରା ଜଣେ ବ୍ରିଟିଶ ଅଭିନେତ୍ରୀ । ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ଜଣେ ଆଇଟି ପ୍ରୋଫେଶନାଲ ଥିଲେ ଓ ଗ୍ରାସିଆ ଫାଉଣ୍ଡଡ଼େସନ ଚଳାଉଥିଲେ ।

ଯାହିର ଖାନଙ୍କ ପତ୍ନୀ ସାହିରକା ଘଟକେ ବିବାହ ପୂବରୁ ଜଣେ ମଡେଲ ଥିଲେ ଓ ଦ୍ଵିତୀୟ ସ୍ତର ହକି ଖେଳାଳି ମଧ୍ୟ ଥିଲେ । ୟୁବରାଜଙ୍କ ପତ୍ନୀ ହେଜେଲ କିଜ ମଧ୍ୟ ବିବାହ ପୂବାରୁ ମଡେଲ ଥିଲେ । ଏହି ଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ ଆପଣଙ୍କ ର ମତ କୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *