ବିବାହିତଙ୍କ ପାଇଁ ଖୁସି ଖବର, ସରକାର ଦେବେ 18,500 ଟଙ୍କା, ଏହି ଯୋଜନାର ଲାଭ କେମିତି ଉଠାଇବେ ?

ବନ୍ଧୁଗଣ ଅନେକ ସମୟରେ ନୂଆ ନୂଆ ଯୋଜନା ଲୋକ ମାନଙ୍କ ପାଇଁ ଆଣୁଛନ୍ତି ପ୍ରଧାନ ମନ୍ତ୍ରୀ ବା କେନ୍ଦ୍ର ସରକାର । ତେବେ ଚାଷୀ ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଅନେକ ଯୋଜନା ରହିଛି ଆମ ଦେଶରେ ଯେଉଁଥିରେ ଟଙ୍କା ନିବେଶ କରି ଭଲ ଲାଭ ପାଇ ପାରିବେ । ତେବେ ବର୍ତ୍ତମାନ ଏଭଳି ଏକ ନୂଆ ଯୋଜନା ସାମ୍ନା କୁ ଆସିଛି । ବିବାହିତ ଙ୍କ ପାଇଁ ଆସିଲା ବଡ ଖୁସି ଖବର । କେନ୍ଦ୍ର ସରକାର ତାଙ୍କ ପାଇଁ ଆଣିଛନ୍ତି ନୁ ଯୋଜନା । ଯେଉଁଥିରେ ଅନେକ କିଛି ସୁବିଧା ମିଳିବାକୁ ଯାଉଛି ।

ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ପ୍ରତି ମାସରେ ଲୋକ ମାନଙ୍କୁ ଟଙ୍କା ମିଳୁଛି । ସେହିଭଳି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ବୟ ବନ୍ଦନ ଯୋଜନା । ଏହି ମାସରେ ବିବାହିତ ଙ୍କୁ ପ୍ରତେକ ମାସରେ କିଛି ଟଙ୍କା ମିଳିବ । ଏହି ଯୋଜନାର ଲାଭ ୨୦୨୩ ମାର୍ଚ ୩୧ ଯାଏଁ ଆପଣ ମାନେ ଉଠାଇ ପାରିବେ । ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଏହା ଏକ ପ୍ରକାର ର ପେନସନ ଯୋଜନା । ଏଥିରୁ ଆପଣଙ୍କୁ ପ୍ରତି ମାସରେ ଟଙ୍କା ମିଳିବ ।

ଏଥିରେ ସ୍ଵାମୀ ସ୍ତ୍ରୀ ଙ୍କୁ ପ୍ରତି ମାସରେ ୧୮ ହଜାର ୫୦୦ ଟଙ୍କା ମିଳିବ । ସବୁଠାରୁ ଖାସ କଥା ହେଉଛି ଏଥିରେ ଟଙ୍କା ରଖିବା ପୁରା ସୁରକ୍ଷିତ ଅଟେ । ୧୦ ବର୍ଷ ପରେ ଆପଣଙ୍କୁ ପୁରା ସୁଧା ସହ ଟଙ୍କା ମିଳିବ । ତେବେ ଆପଣ ଭାବୁଥିବେ କେମିତି ମିଳିବ ଏ ଟଙ୍କା ? ଯଦି ଏହି ଯୋଜନାରେ ସ୍ଵାମୀ ସ୍ତ୍ରୀ ୧୫ ଲକ୍ଷ ଟଙ୍କା ଯାଏଁ ନିବେଶ କରିବେ ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କା ଉପରେ ୭.୪ ପ୍ରତିଶତ ର ସୁଧ ମିଳିବ । ଏହି ରାଶି ଉପରେ ଆପଣଙ୍କୁ ବାର୍ଷିକ ୨ ଲକ୍ଷ ୨୨ ହଜାର ର ଆୟ ହୋଇ ପାରିବ ।

ଯଦି ଏହି ଟଙ୍କା କୁ ସୁଧା ହିସାବରେ ବଣ୍ଟାଜାଏ ତେବେ ମାସକୁ ଜଣଙ୍କୁ ୧୮ ଆୟର ୫୦୦ ଟଙ୍କା ମିଳିବ । ଏହି ରାଶି ପେନସନ ଭାବେ ଆପଣଙ୍କ ଖାତାକୁ ଆସିବ । ଯଦି ଆପଣ ଏକାକୀ ଏହି ଯୋଜନା ରେ ନିବେଶ କରିବାକୁ ଚାହୁଁ ଛନ୍ତି ତେବେ ଆପଣ ଅଧିକ ୧୫ ଲକ୍ଷ ଟଙ୍କା ନିବେଶ କରି ପାରିବେ । ଯେଉଁଥିରେ ଆପଣଙ୍କୁ ୧ ଲକ୍ଷ ୧୧ ହଜାର ଟଙ୍କା ଅର୍ଥାତ ମାସିକ ୯ ହଜାର ୨୦୦ ଟଙ୍କା ମିଳିବ । ଏହି ଯୋଜନାର ଅବଧି ୧୦ ବର୍ଷ ରହିଛି ।

ଆପଣ ୧୦ ବର୍ଷ ଯାଏଁ ଏହି ଯୋଜନାରେ ଟଙ୍କା ନିବେଶ କରିବେ । ଯଦି ଆପଣ ସମୟରେ ୧୦ ବର୍ଷ ପାଇଁ ତାଙ୍କ ରଖୁଛନ୍ତି ତେବେ ୧୦ ବର୍ଷ ପରେ ଆପଣଙ୍କୁ ଏହି ଟଙ୍କା ମିଳିଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଯୋଜନାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *