Kolkata ହାଓଡା ବ୍ରିଜରେ ଏବେ ବି ଶୁଭୁଛି କାହା କାନ୍ଦିବାର ସ୍ୱର, ଯାହା ପଛରେ ଅଛି ଏକ ଭୟଙ୍କର କାହାଣୀ… କଣ ଆପଣ ଜାଣିଛନ୍ତି ?

ଦର୍ଶକ ବନ୍ଧୁ ହାଓଡା ବ୍ରିଜ ଏମିତି ଏକ ବ୍ରିଜ ଯେ ସେଥିରେ କିଛି ନଟ ବଲ କିଛି ନାହି । ଏହା କେବଳ ପିଲାର ର ଝୁଲନ୍ତା ଅବସ୍ଥାରେ ରହିଛି । ଏଇ ବ୍ରିଜ କୁ ନେଇ ରହିଛି ଅନେକ ଗୁଡାଏ ରହସ୍ୟ । ଏମିତିକି ଏକ ବ୍ରିଜ ର ନାଁ କୁ ନେଇ ମଧ୍ୟ ରହସ୍ୟ ଗୋପନ ହୋଇ ରହିଛି । ଠିକ ରାତି 12 ଟା ହେଲେ ଏହି ବ୍ରିଜ କୁ ବନ୍ଦ କରି ଦିଆଯାଏ । କୁହାଯାଏ କି ଏହି ବ୍ରିଜ ପାଖରୁ ରାତି ହେଲେ କାହାର ବ୍ଯାକୁଳ ଶବ୍ଦ ଶୁଭେ । ଏହି ବ୍ଯାକୁଳ ଶବ୍ଦ କାହାର ଓ କିଏ କଣ ପାଇଁ ଏମିତି ଚିତ୍କାର କରୁଛି କେହି ବି ଜାଣି ନାହାନ୍ତି ।

ସେଠିକାର ଲୋକଙ୍କ କହିବା ଅନୁଯାୟୀ ଏହି ଅଦଭୁତ ଓ ବଡ ବ୍ରିଜ ନିର୍ମାଣ ବେଳେ ଅନେକ ଲୋକଙ୍କର ନର ବଳି ଦିଆଯାଇଥିଲା । ଯାହା ଫଳରେ ରାତି ହେଲେ ସେ ଅତୃପ୍ତ ଆତ୍ମା ଏମିତି ଚିତ୍କାର କରିଥାନ୍ତି । ବାସ୍ତବରେ ଏ କଥା କେତେ ଦୂର ସତ ଆଉ କେତେ ଦୂର ମିଛ ଆସନ୍ତୁ ଜାଣିବା । ସତରେ କଣ ଏ ବ୍ରିଜ ମଣିଷର ଶରୀରକୁ ଓ ରକ୍ତମାଂସକୁ ନେଇ ତିଆରି ହୋଇଛି କି ? ଏକଥା ବି କୁହାଯାଏ ଏହି ବ୍ରିଜରେ ଏକ ଚାବି ଅଛି ଯାହାକି ଆଜି ଯାଏଁ ଇଂରେଜ ମାନଙ୍କ ପାଖରେ ମହଜୁଦ ହୋଇ ରହିଛି ।

ତେବେ କାହିଁକି ଆଜି ଯାଏଁ ଇଂରେଜ ମାନେ ଏହି ଚାବିକୁ ଫେରାଉ ନାହାନ୍ତି କଣ ରହିଛି ଏହା ପଛର କାରଣ ? ଏହା ପଛରେ ଏମିତି କିଛି ରହସ୍ୟ ଲୁଚି ରହିଛି ଯାହାକି ହାଓଡା ରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ମଧ୍ୟ ଜଣା ନାହି । ଏହା ପଛରେ ରହସ୍ୟ ଜାଣିବାକୁ ହେଲେ ଯିବାକୁ ପଡିବ ଇତିହାସକୁ ଯେଉଁ ସମୟରେ ବ୍ରିଜଟି ନିର୍ମାଣ କରାଯାଇଥିଲା । ରାତି 12ଟା ରେ ବ୍ରିଜ ବନ୍ଦ ହେବାର କାରଣ ଏହା ଯେ ସେହି ସମୟରେ ଇଂରେଜ ମାନେ ଏହି ସମୟରେ ବ୍ରିଜ ବନ୍ଦ କରିବାକୁ କହିଥିଲେ ।

ଏଥି ସହ ଚେତାବନୀ ବି ଦେଇଥିଲେ କି ରାତି 12ଟା ହେଲେ ବ୍ରିଜ ବନ୍ଦ କରାଯିବ ନହେଲେ ବ୍ରିଜ ଗଳି ପଡିବ । କିନ୍ତୁ କାହାକୁ ସଠିକ ଭାବେ କାହାକୁ ଜଣା ନାହି କି ବ୍ରିଜଟି ଦିନ ନା ରାତି 12ଟାରେ ବନ୍ଦ କରାଯିବା କଥା । ଏହି ବ୍ରିଜକୁ କିଛି ଏପରି ଭାବେ ଡିଜାଇନ କରାଯାଇଥିଲା ଯେବେ କୌଣସି ବଡ ଜାହାଜ ଏହି ବ୍ରିଜ ଦେଇ ପାର ହେବାକୁ ଚାହିଁବ ସେତେବେଳେ ଏହି ବ୍ରିଜକୁ ମଝିରୁ ଖୋଲା ଯାଇପାରିବ ଆଉ ଜାହାଜ ଯିବା ପରେ ପୁଣି ଏହାକୁ ବନ୍ଦ କରି ଦିଆଯାଇପାରିବ ।

ଏବେ ଯାଏଁ ଭାରତୀୟଙ୍କୁ ଇଂରେଜ ମାନେ ସେଇ ଚାବି ଫେରାଇ ନାହାନ୍ତି । ଏହି ବ୍ରିଜର ଇତିହାସକୁ ଦେଖିଲେ ବ୍ରିଜଟି ୧୯୮୨ରେ ନିର୍ମାଣ କରାଯାଇଥିଲା । ୧୯୮୩ ଫେବୃଆରୀ ୧ରେ ଏହା ଖୋଲାଯାଇଥିଲା । ସେହି ସମୟରେ କୋଲକାତା ଓ ହାଓଡା ମଝିରେ କୌଣସି ବ୍ରିଜ ନ ଥିଲା । ଲୋକଙ୍କର ଗମନାଗମନର ସୁବିଧା ଏପାଇଁ ଏହି ବ୍ରିଜ ନିର୍ମାଣ କରଯାଇଥିଲା । ବନ୍ଧୁଗଣ ଆପଣଙ୍କର ହାୱାଡା ବ୍ରିଜର ଇତିହାସକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *