ବିଛା ରାଶି 2023 ରେ ଆପଣଙ୍କ ସହ ଘଟିବ 6ଟି ବଡ ଘଟଣା, ଦେଖନ୍ତୁ ମହା ଭବିଷ୍ୟବାଣୀ

ବନ୍ଧୁଗଣ ୨୦୨୩ ବର୍ଷରେ ବିଛା ରାଶିର ବ୍ୟକ୍ତିଙ୍କ ଜୀବନରେ କେଉଁ ୬ଟି ବଡ ଘଟଣା ଘଟିବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ ଆମ ତରଫରୁ ନବବର୍ଷର ଅନେକ ଅନେକ ଶୁଭକମାନ ଓ ଅଭିନନ୍ଦନ । ବିଚାର ରାଶିର ବ୍ୟକ୍ତିଙ୍କ ସ୍ଵଭାବ କହିବାକୁ ଗଲେ ଏମାନେ ପରିବାର ପ୍ରିୟ ହେବା ସହ ନିଜ ସନ୍ତାନ ଙ୍କ ପାଇଁ ସବୁ କିଛି କରିପାରିବେ । ଏହି ରାଶିର ଲୋକେ ସନ୍ତାନଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ କର୍ମ ବୀର ଅଟନ୍ତି । କଥା ଅପେକ୍ଷା କର୍ମକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ।

ବିଛା ରାଶିର ଭାଗ୍ୟରେ ଶନିଦେବ ଆପଣଙ୍କର ରାଶି ପରିବର୍ତ୍ତନ କରି ୧୭ ଜାନୁଆରୀ ରେ ବାହାରିଯିବେ ଓ କୁମ୍ଭ ରାଶିରେ ପ୍ରବେଶ କରିବେ । ୨୧ ଏପ୍ରିଲ ଦେବଗୁରୁ ବୃହସ୍ପତି ମେଷ ରାଶିରେ ଗୋଚର କରିବେ । ୩୦ ଅକ୍ଟୋବର ରାହୁଦେବ ମେଶ ରାଶିରୁ ବାହାରି ମୀନ ରାଶିରେ ଟ୍ରାଞ୍ଜେଡ କରିବେ । ପ୍ରଥମ ଘଟଣା ହେଉଛି ଆପଣଙ୍କ ରାଶିର ମାଲିକ ମଙ୍ଗଳ ୧୪ ଏପ୍ରିଲରେ ଅଷ୍ଟମ ଘରେ ଗୋଚର କରିବେ । ଏହି ସମୟରେ ଆପଣଙ୍କୁ ସାବଧାନ ରହିବାକୁ ହେବ । ବଡ ନିବେଶ କରନ୍ତୁ ନାହି । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

ଦୁର ସ୍ଥାନକୁ ଯାତ୍ରା କରନ୍ତୁ ନାହି । ଦ୍ଵିତୀୟ ଘଟଣା ହେଉଛି ଶନିଦେବ ଆପଣଙ୍କ ଚତୁର୍ଥ ଘରେ ଟ୍ରାଞ୍ଜେଡ କରିବେ ଯାହା ଫଳରେ ରାଜଯୋଗ ବନାଇବେ । ସମ୍ପତି ରୁ ସୁଖ ପ୍ରାପ୍ତ ହେବ । ମାତାଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତାରେ ଥିଲେ  ଯେଉଁ କାର୍ଯ୍ୟ କରୁଥିଲେ ସଫଳ ମିଳୁ ନ ଥିଲା ତେବେ ଏହି ସମୟରେ ସଫଳତା ମିଳିବ । ଛୋଟ ଛୋଟ କଥାକୁ ନେଇ ଭାବିବେ । ତୃତୀୟ ଘଟଣା ହେଉଛି ରାହୁଦେବ ୩୦ ଅକ୍ଟୋବର ୨୦୨୩ରେ ପଞ୍ଚମ ଘରେ ଗୋଚର କରିବେ । ସେହି ସମୟରେ ଶିକ୍ଷା କ୍ଷେତ୍ରରେ ସଫଳ ମିଳିବ ନାହି ।

ନେଗେଟିଭ ଘଟଣା ଅଟେ ଏହା ଆପଣଙ୍କ ପାଇଁ । ବୀନା କାରଣରେ ଭୁଲ ବୁଝାମଣା ହୋଇପରେ । ଚତୁର୍ଥ ଘଟଣା ହେଉଛି ଦେବଗୁରୁ ବୃହସ୍ପତି ଆପଣଙ୍କ ଦ୍ଵିତୀୟ ଓ ପଞ୍ଚମ ଘରେ ଟ୍ରାଞ୍ଜେଡ କରିବେ । ଯେବେ ଦେବଗୁରୁ ବୃହସ୍ପତି ପଞ୍ଚାମ ଗୃହକୁ ଆସିବେ ସେହି ସମୟରେ ଧାର୍ମିକ ଯାତ୍ରା ଓ ଲମ୍ବା ଯାତ୍ରା ହୋଇପାରେ । କୌଣସି ଚାକିରି ଆପଣଙ୍କୁ ମିଳିପାରେ । ଏହା ପଜେଟିଭ ଅଟେ । ନେଗେଟିଭ ଘଟଣା ହେଉଛି ଅଯଥା ଖର୍ଚ୍ଚ ହେବ । ଲିଭର ଡାଇଜେସନ ପ୍ରତି ଧ୍ୟାନ ରଖିବେ ।

୨୧ ଏପ୍ରିଲ ପରେ ବୃହସ୍ପତି ପଞ୍ଚମ ଘରୁ ବାହାରି ଷଷ୍ଠ ଗୃହକୁ ପ୍ରବେଶ କରିବେ । ପଞ୍ଚମ ଘଟଣା ହେଉଛି ୧୬ ନଭେମ୍ବର ଠାରୁ ପୁରା ଡିସେମ୍ବରେ ମଙ୍ଗଳଦେବ ଆପଣଙ୍କ ପ୍ରଥମ ଘରେ ରହିବେ ଓ ରାଜଯୋଗ ବନାଇବେ । ଏହି ସମୟ ଶୁଭ ହେବା ସହ ପ୍ରତେକ କ୍ଷେତ୍ରରେ ସଫଳତା ମିଳିବ । ସରକାରୀ ଚାକିରି ମିଳିପାରେ । ଷଷ୍ଠ ଘଟଣା ହେଉଛି ଗାଡି ବା ସମ୍ପତି କିଣିବାକୁ ଚାହୁଁଥିଲେ ବା ନୂତନ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ସଫଳ ହେବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *