ବନ୍ଧୁଗଣ ମାନବ ସମାଜର କର୍ମ ହିଁ ଧର୍ମ ଅଟେ । ଯେ ଯେଉଁ ଭଳି କର୍ମ କରିବା ତାହାର ପ୍ରତିରୂପକ ସେହିଭଳି ଫଳ ମଧ୍ୟ ପ୍ରାପ୍ତ ହେବ । ଆମେ ନୀତିଦିନ କିଛିନା କିଛି ଭୁଲ କରିଥାଉ ଯଦି ସେହି ଭୁଲ ଗୁଡିକ ଆମ ଅଜାଣତରେ ହୋଇଥାଏ ତେବେ ଚଳନୀୟ ଅଟେ ମାତ୍ର ଯଦି ଜାଣିଶୁଣି ଆମେ ତାହାକୁ ପୁନ୍ନରାବୃତି କରିଥାଉ ତାହା ଦଣ୍ଡନୀୟ ତଥା ଦୋଷନୀୟ ହୋଇଥାଏ । ଏହା ଫଳରେ ଆମେ ନାନା ପ୍ରକାର ସମସ୍ୟାରେ ପଡିଥାଉ ଏହା ସହିତ ଆମର ଅନେକ କିଛି କ୍ଷତି ହୋଇଥାଏ ।
ବନ୍ଧୁଗଣ ଯଦି କୌଣସି ବ୍ୟକ୍ତି ଏହି ଭୁଲଟିଏ କରିଥାଏ ତେବେ ସେମାନେ ଅତି ଶୀଘ୍ର ଗରିବ ହୋଇଥାନ୍ତି । ତାଙ୍କର ଚାକିରି ଯିବାର ସମସ୍ଯା ମଧ୍ୟ ଦେଖାଯାଏ । ବନ୍ଧୁଗଣ ରାତିରେ ଆପଣ ଯେଉଁ ବିଛଣାରେ ଶୋଊଛନ୍ତି ଯଦି ସକାଳେ ସେହିଭଳି ଛାଡି ଉଠିଆସନ୍ତି ତେବେ ତାହା ରାହୁ ସମ୍ବନ୍ଦିତ ଦୋଷ ହୋଇଯାଏ । ସକାଳୁ ସକାଳୁ ଆମେ ଏହିଭଳି କିଛି ଜଣା ଅଜାଣତରେ କରିଥାଉ, ଯାହାର ପରିଣାମ ସ୍ଵୋରୂପ ଆମ ଆସୁଥିବା ଲାଇଫ ଉପରେ ପଡିଥାଏ । ବନ୍ଧୁଗଣ ଆପଣଙ୍କୁ ଆପଣଙ୍କ ବିଛଣାରେ ଭୁଲରେ ମଧ୍ୟ ଏହା କରିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ତାହା କଣ ଅଟେ ?
ବନ୍ଧୁଗଣ ବିଛଣାରେ ଖାଦ୍ଯ ଖାଇବା କିମ୍ବା ଚାହା ପିଇବା ଭୁଲ ଅଟେ । ଆପଣ ଜାଣି ନାହାନ୍ତି ଏହା ଗ୍ରନ୍ଥ ଏବଂ ଆୟୁର୍ବେଦ ଅନୁସାରେ ଭୁଲ ଅଟେ । ଏହା କାରଣରୁ ବିମାରୀ ଅଧିକ ହେବେର ସମ୍ଭାବନା ହୋଇଥାଏ । ଏଥିପାଇଁ ଯେଉଁ ଲୋକ ମାନଙ୍କର ଏଭଳି ଅଭ୍ଯାସ ରହିଛି । ତାକୁ ଛାଡିଦେବା ଆବଶ୍ୟକ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ବିଛଣାରେ ଖାଦ୍ଯ ଖାଇବା ଅଶୁଭ ଅଟେ । କାରଣ ଖାଦ୍ଯ ଖାଇବା ଦ୍ଵାରା ଆପଣଙ୍କ ବିଛଣା ଅପରିଷ୍କାର ହେବା ସହିତ ଘରକୁ ଗରିବୀ ଆସିଥାଏ ।
ବନ୍ଧୁଗଣ ଏହାପରେ ସକାଳୁ ଉଠିବା ପରେ ବିଛଣାକୁ ଓଲଟା ପୋଲଟା ଭାବେ ଛାଡିଦେବା । କିଛି ଲୋକ ସକାଳୁ ଉଠିଲେ ନିଜର ବିଛଣାକୁ ସେହିଭଳି ଛାଡି ଦେଇଥାନ୍ତି । ଜ୍ଯୋତିଷ ଶାସ୍ତ୍ରର ଅନୁସାରେ ଏପରି କରିବା ଦ୍ଵାରା ରାହୁ ସମ୍ବନ୍ଦିତ ସମସ୍ଯା ଉପୁଜିଥାଏ । ଏହା ସହିତ ସ୍ୱାସ୍ଥ୍ୟ ଏବଂ ଧନ ସମ୍ବନ୍ଦିତ ସମସ୍ଯା ହୋଇଥାଏ । ଏଥିପାଇଁ ଯଦି ଆପଣଙ୍କୁ ନିଜ ଲାଇଫରେ ତରକି କରିବାକୁ ଅଛି ତେବେ ବିଛଣାକୁ ସଜାଡିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବିଛଣାରେ ଆପଣ ଶୋଊଛନ୍ତି, ତାହାର ବେଡଶିଟ ଏବଂ କଭର ସବୁ ସପ୍ତାହରେ ଥରେ ଧୋଇବା ଆବଶ୍ୟକ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ।
ବନ୍ଧୁଗଣ ସ୍ଵୋଛ ବେଡଶିଟର ବ୍ୟବହାର କରିବା ଆବଶ୍ୟକ । ଯଦି ଆପଣ ଏଭଳି କରନ୍ତି ନାହିଁ ତେବେ ଶନିଦେବଙ୍କର କୃର ଦୃଷ୍ଟିର ପ୍ରୋକୋପ ଆପଣଙ୍କ ଉପରେ ପଡିପାରେ ଏହା ଫଳରେ ଆପଣ ଅତି ଶୀଘ୍ର ବରବାଦୀ ଆଡକୁ ଗତି କରିବେ । ବନ୍ଧୁଗଣ ଯଦି ଆମେ ଶାସ୍ତ୍ର ଅନୁସାରେ ଏହି ସବୁ କଥା ଗୁଡିକ ମାନି ଚାଲିବା ତେବେ ଆମର ବହୁତ ଉପକାର ହେବା ସହିତ ଆମ ଜୀବନର ସବୁ ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।