ମୋଦି ସରକାର କଲେ ଏହି ଘୋଷଣା, ଯେଉଁ ମାନଙ୍କ ଘରେ ଅଛି ବିଜୁଳି ମିଟର ତାଙ୍କ ପାଇଁ ଏକ ଖୁସି ଖବର

ବର୍ଷ ୨୦୧୪ କଥା କହିଲେ , ସେ ସମୟରେ ନିର୍ବାଚନରେ ମୋଦି ଜିତିବା ସମୟରେ ଦେଶର ସ୍ଥିତି ଭଲ ନଥିଲା କିନ୍ତୁ ଧୀରେ ଧୀରେ ଏମିତି ସୁଧାର ହେଲା କି ଆଜି ଲୋକ ବିଶ୍ୱରେ ଭାରତକୁ ଜାଣିଛନ୍ତି । ପିଏମ ମୋଦିଙ୍କୁ ଦେଶ ଆଉ ବିଦେଶର ଲୋକ ଜାଣିସାରିଲେଣି । ସବୁ ଘରେ ଘରେ ତାଙ୍କ ନାମ ଶୁଣାଯାଏ । ଯେବେଠାରୁ ପିଏମ ମୋଦି ସରକାର ହୋଇଛି ସେବେଠାରୁ ଦେଶର ବିକାଶଶୀଳ କରିବା ପାଇଁ ବହୁତ ପ୍ରୟାସ ପ୍ରତିଦିନ କରାଯାଉଛି । ଏତିକି ନୁହେଁ ଯଦି ଦେଖିବା ତାହାଲେ ଆପଣଙ୍କ ମନେଥିବ କେନ୍ଦ୍ରରେ ମୋଦି ସରକାର ଯେବେ ଆସିଲା ତାପରେ ଲଗାତାର ଗୋଟେ ପରେ ଗୋଟେ ବଡ ଘୋଷଣା ସରକାର ଜନତାଙ୍କ ପାଇଁ କରିଛି ।

ଏହା ସହ ମୋଦି ସରକାର ବହୁତ ଏମିତି ଯୋଜନା ଚଳେଇଛନ୍ତି ଯାହା ଗରିବ ଲୋକଙ୍କ ପାଇଁ ବହୁତ ଭଲ ହେବ , ଯେଉଁଥିରେ ଉଜ୍ବଳ ଯୋଜନା , ଘର ଘର ବିଜୁଳି , ଗରିବଙ୍କ ପାଇଁ ମାଗଣା ଶୌଚାଳୟ , ଗରିବଙ୍କ ପାଇଁ ଘର ଆଉ ଅନ୍ୟ ବହୁତ ଯୋଜନା ସରକାର ଗରିବ ଲୋକଙ୍କ ପାଇଁ ଚଳାଇଛନ୍ତି । ସେମିତି ହିଁ ଏବେ ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଆୟୁସ୍ମାନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି , ଯାହାଦ୍ଵାରା ତାଙ୍କୁ ବହୁତ ଲାଭ ହେବ । ସେମିତି କେବେ କିଛି ବନ୍ଦ କରିଦିଅନ୍ତି ଆଉ କେବେ କିଛି ଚଳାଇଥାନ୍ତି । ଯେମିତି ଆପଣ ଆଉ ଆମ ଭଳିଆ ଲୋକଙ୍କୁ ବହୁତ ଫାଇଦା ମିଳିଥାଏ ।

ଆପଣ ସମସ୍ତେ ବୁଝିଯାଇଥିବେ ଆଜି ଯୋଜନା ଦ୍ଵାରା ଗରିବ ଲୋକଙ୍କୁ ଲାଭ ମିଳିଥାଏ ଆଉ ଆମ ଦେଶର ବିକାଶ ମଧ୍ୟ ହୋଇଥାଏ । ଆଜି ପିଏମ ମୋଦି ପୁଣି ଏକ ନୂଆ ଘାସନ କରିଛନ୍ତି କି ଯାହା ସାମାନ୍ୟ ଲୋକମାନଙ୍କ ପାଇଁ ହୋଇଛି । ଏହି ଘୋଷଣା ଦ୍ଵାରା ସାମାନ୍ୟ ଲୋକଙ୍କୁ ବହୁତ ଫାଇଦା ମିଳିବ । ଯେମିତି ଏବେ ମଧ୍ୟ ଭାରତର ଏମିତି କ୍ଷେତ୍ର ରହିଛି ଯେଉଁଠି ବିଜୁଳି ବିଲକୁଲ ନାହିଁ ଆଉ ଲୋକ ଆଜି ମଧ୍ୟ ଅନ୍ଧକାରରେ ନିଜ ଜୀବନ ବିତାଉଛନ୍ତି ।

ମୋଦି ସରକାର ବିଜୁଳି ମିଟର ପାଇଁ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି । ମୋଦି ସରକାର ବହୁତ ଜଲ୍ଦି ବିଜୁଳି ମିଟରରେ ପ୍ରିପେଡ଼ କାର୍ଡ ଯୋଡ଼ିବେ ଯେମିତି ଆପଣ ନିଜ ଟିଭି ରିଚାର୍ଜ କରନ୍ତି କିମ୍ବା ମୋବାଇଲ ରିଚାର୍ଜ କରନ୍ତି ସେମିତି ଆପଣଙ୍କୁ ସବୁ ମାସର ଶେଷ ଦିନ ନିଜର ବିଜୁଳି ମିଟର ରିଚାର୍ଜ କରିବାକୁ ହେବ । ଏଥିରେ ଏମିତି ଲାଭ ହେବକି ଏବେ ଯେତିକି ବିଜୁଳି ବ୍ୟବହାର କରିବେ ସେତିକି ରିଚାର୍ଜ କରେଇବେ ଆଉ ଯଦି ଆପଣଙ୍କୁ କୁଆଡେ ଯିବାର ଅଛି ତାହାଲେ ସେତିକି ଦିନ ଆପଣଙ୍କୁ ରିଚାର୍ଜ କରିବାକୁ ପଡ଼ିବନି ।

କେଉଁଠି ବିଜୁଳି କେବଳ ନାମକୁ ୨୪ ଘଣ୍ଟାରୁ ୩-୪ ଘଣ୍ଟା ବିଜୁଳି ମିଳିଥାଏ । ତାର ଆଉ ଖୁଣ୍ଟର ଏମିତି ଅବସ୍ଥାରେ ଅଛି କେତେବେଳେ ବି ଦୁର୍ଘଟଣା ଘଟିପାରେ । ଏହି ଖବର ସେମାନଙ୍କ ପାଇଁ ଯେଉଁ ମାନଙ୍କ ଘରେ ବିଜୁଳି ମିଟର ଲାଗିଛି , ସେହି ଲୋକମାନେ ଖୁସି ହେଇଯାନ୍ତୁ । କାରଣ ମୋଦି ସରକାରଙ୍କ ତରଫରୁ ବିଜୁଳି ମିଟର ଉପରେ ଏକ ନୂଆ ଘୋଷଣା ହୋଇଛି । ଯଦି ଆପଣଙ୍କ ଘରେ ବିଜୁଳି ମିଟର ଅଛି ତାହାଲେ ଏହି ଖବର ଆପଣଙ୍କ ପାଇଁ ଖୁସି ଖବର ଅଟେ କାରଣ ମୋଦି ସରକାରଙ୍କ ତରଫରୁ ବିଜୁଳି ମିଟର ପାଇଁ ଏକ ନୂଆ ଘୋଷଣା ହୋଇସାରିଲାଣି ।

Leave a Reply

Your email address will not be published. Required fields are marked *