ଟିଭି ସିରିୟଲ ରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଏହି ଅଭିନେତ୍ରୀ ମାନେ ବିନା ମେକଅପରେ ଦେଖା ଯାଆନ୍ତି ଏଭଳି

ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ମାନଙ୍କ ଭଳି ଟିଭି ସିରିୟଲ ରେ ମଧ୍ୟ ଅନେକ ଗୁଡିଏ ଚାନେଲ ରହିଅଛି । ସେଥିମଧ୍ୟରୁ ଜି’ ଟିଭି ଚାନେଲ ବିଷୟରେ ପ୍ରାଏ ଆପଣ ମାନେ ଜାଣିଛନ୍ତି । ଏହି ଚାନେଲ ରେ ଆସିଥିବା ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ଏବଂ ଅଦଦ୍ଭୂତ ଧରଣର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ଜାଗା ବନାଇ ଅଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି କି ଟିଭି ସିରିୟଲ ରେ ସୁନ୍ଦର ଦେଖା ଯାଉଥିବା ଏହି ଅଭିନେତ୍ରୀ ଗୁଡିକ ପଛର ରହସ୍ୟ କଣ ରହିଅଛି ।

ଏମାନଙ୍କ ସୁନ୍ଦରତା କୁ ଉଜ୍ୱୋଳ କରିବାର ବହୁତ ବଡ ଅବଦାନ ମେକଅପ ର ରହିଅଛି । ମେକଅପ କରିବା ଦ୍ଵାରା ସେମାନଙ୍କ ଚେହେରା ର ଚମକତା ସଂପୂର୍ଣ୍ଣ ଭାବେ ବଦଳି ଯାଇଥାଏ । କିନ୍ତୁ ଦର୍ଶକ ବନ୍ଧୁ ଆପଣ କଣ ଜାଣିଛନ୍ତି ଯେ, ବିନା ମେକଅପ ରେ ଏହି ନାୟିକା ମାନେ କିଭଳି ଦେଖା ଯାଆନ୍ତି ? ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧- “ଅଙ୍କିତା ଲୋଖାଣ୍ଡେ”;- ଜି’ ଟିଭିର ପ୍ରସିଦ୍ଧ ସିରିୟଲ “ପବିତ୍ର ରିସ୍ତା” ରେ ଅଭିନୟ କରି ଫେମସ ହୋଇଥିବା ଏହି ଅଭିନେତ୍ରୀ ଜଣକ ନିଜର ସୁନ୍ଦରତା ଏବଂ ନିରୀହତାର ସ୍ଵୋଭାବରେ ସମସ୍ତ ଦର୍ଶକ ମାନଙ୍କ ହୃଦୟକୁ ଜିତି ନେଇଛନ୍ତି । ବର୍ତ୍ତମାନ ବଲିଉଡରେ ତାଙ୍କର ଏକ ନୂତନ ନାମ ଗଢି ଉଠିଛି । ବନ୍ଧୁଗଣ ଯଦି ଅଙ୍କିତା ଙ୍କ ନୋ ମେକଅପ ସମ୍ବନ୍ଧରେ କୁହାଯାଏ, ତେବେ ଅଙ୍କିତା ବିନା ମେକଅପ ରେ ବହୁତ ଅଲଗା ଦେଖାଯାଆନ୍ତି । ତାଙ୍କ ଚେହେରାରେ ଜୁରିଆ ସ୍ପଷ୍ଟ ଭାବେ ନଜର ଆସିଥାଏ । ଏହା ସହିତ ତାଙ୍କ ଆଖି ପାଖରେ କଳା ଦାଗ ମଧ୍ୟ ନଜର ଆସିଥାଏ ।

୨- “ରିମ୍ ଶେକ”;- ବନ୍ଧୁଗଣ ଜି’ ଟିଭି ର ଫେମସ ସୋ ” ତୁଝସେ ହେ ରାବତା” ରେ ଅଭିନେତ୍ରୀ କଲ୍ୟାଣୀ ଙ୍କ ଭୂମିକା ରେ ନଜର ଆସିଛନ୍ତି । ଏହି ଅଭିନେତ୍ରୀ ଜଣକ ସ୍କ୍ରୀନ ରେ ମେକଅପ ସହିତ ବହୁତ ସୁନ୍ଦର ଦେଖାଯାନ୍ତି । ମାତ୍ର ଯଦି ଆପଣ ତାଙ୍କୁ ବିନା ମେକଅପ ରେ ମଧ୍ୟ ଦେଖନ୍ତି ତେବେ ଆପଣଙ୍କୁ କହିଦେଉଛୁ ଯେ, ସେ ବିନା ମେକଅପ ରେ ମଧ୍ୟ ବହୁତ ଗ୍ଲାମର ଏବଂ ସୁନ୍ଦର ଦେଖା ଯାଆନ୍ତି ।

୩-“ଶ୍ରଦ୍ଧା ଆରୟା”;- ବନ୍ଧୁଗଣ ଏହି ଅଭିନେତ୍ରୀ ବର୍ତ୍ତମାନ ଜି’ ଟିଭିର ପୋପୁଲାର ସୋ “କୁଣ୍ଡଲି ଭାଗ୍ୟ” ରେ “ପ୍ରୀତା ଆରୋରା” ର ଭୂମିକା ପ୍ଲେ କରୁଛନ୍ତି । ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଜଣକ ସ୍କ୍ରୀନ ରେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି । ବନ୍ଧୁଗଣ ଯଦି ବିନା ମେକଅପ କଥା କୁହାଯାଏ ତେବେ ବିନା ମେକଅପ ରେ ମଧ୍ୟ ସେ ବହୁତ ସୁନ୍ଦର ଦେଖାଯାନ୍ତି । ରିୟଲ ରେ ଦେଖିବାକୁ ସେ ବହୁତ ଗୋରା ଅଟନ୍ତି, ଏହା ସହିତ ତାଙ୍କ ଚେହେରାରେ କୌଣସି ପ୍ରକାରର ଦାଗ ମଧ୍ୟ ଦେଖିବାକୁ ମିଳିବ ନାହିଁ । ଏହି କାରଣରୁ ତାଙ୍କୁ ନାଚୁରାଲ ବିଉଟି ମଧ୍ୟ କୁହାଯାଏ ।

୪- “ଅଞ୍ଜୁମ କକଡି”;- ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଜଣକ ଲୋକପ୍ରିୟ ଟିଭି ସିରିୟଲ “କୁଣ୍ଡଳୀ ଭାଗ୍ୟ” ରେ ସୃଷ୍ଟିର ଭୂମିକା ନିଭାଉଛନ୍ତି । ସେ ମେକଅପ ରେ ଅତ୍ୟଧିକ ସୁନ୍ଦର ଦେଖା ଯାଆନ୍ତି । ମାତ୍ର ବିନା ମେକଅପ ରେ ସେ ବହୁତ ଅଲଗା ଦେଖା ଯାଆନ୍ତି । ବିନା ମେକଅପ ରେ ତାଙ୍କ ଆଖି ତଳେ କଳା ଦାଗ ସଂପୂର୍ଣ୍ଣ ଭାବେ ଦେଖା ଯାଉଛି । ସେ ଦେଖିବାକୁ ଗୋରା ହେଲେ ମଧ୍ୟ ତାଙ୍କ ଚେହେରାରେ ବହୁତ ଦାଗ-ଧବା ଦେଖିବାକୁ ମିଳିଥାଏ ।

୫-“ସୃତି ଝା”;- ବନ୍ଧୁଗଣ ଗତ ୬ ବର୍ଷ ଧରି ପ୍ରସିଦ୍ଧ ଧାରାବାହିକ “କୁମ୍କୁମ୍ ଭାଗ୍ୟ” ରେ ପ୍ରଜ୍ଞା ର କିରଦାର ରେ ଅଭିନୟ କରୁଥିବାର ନଜରକୁ ଆସିଛନ୍ତି । ଏହି ଅଭିନେତ୍ରୀ ଅତ୍ୟନ୍ତ ଉନ୍ନତ ଧରଣର ଅଭିନୟ ସହିତ ନିଜର ସୁନ୍ଦରତା ପାଇଁ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ମାତ୍ର ଯଦି ଆପଣ ତାଙ୍କୁ ବିନା ମେକଅପ ରେ ଦେଖିବେ ତେବେ, ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ସ୍କ୍ରିନ ରେ ସୁନ୍ଦର ଦେଖାଯାଉଥିବା ଅଭିନେତ୍ରୀ ରିୟାଲ ରେ ଶ୍ୟାମଳ ରଙ୍ଗର ଅଟନ୍ତି । ତାଙ୍କ ଆଖି ତଳେ କଳା ଦାଗ ମଧ୍ୟ ଭରପୁର ମାତ୍ରାରେ ରହିଅଛି ।

ତେବେ ଦର୍ଶକବନ୍ଧୁ ଆପଣ ମାନେ ଜାଣିଲେ ଟିଭି ସିରିୟଲରେ ମେକଅପ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ରିୟାଲ ଲାଇଫ ରେ କିଭଳି ଦେଖା ଯାଇଥାନ୍ତି । ଯଦି ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *