ବିଶ୍ଵର ସବୁଠାରୁ ମହଙ୍ଗା ଆଇସକ୍ରିମ, ଯାହାର ଦାମ ଅଟେ 60 ହଜାର… ଏହା ପଛର କାରଣ ଜାଣି ଉଡିଯିବ ହୋସ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଇସକ୍ରିମ ଖାଇବାକୁ ଭଲ ପାଉଥିବେ । ସାରା ଦୁନିଆରେ ବିଭିନ୍ନ ପ୍ରକାରର ଆଇସକ୍ରିମ ସବୁ ଜାଗାରେ ମିଳିଥାଏ । ଆପଣ ମାନେ ମଧ୍ୟ କେବେ ନା କେବେ କେଉଁ ଜାଗାରେ ଆଇସକ୍ରିମ ଖାଇଥିବେ । ଗୋଟେ ଆଇସକ୍ରିମର ମୂଲ୍ୟ ୫୦ ଟଙ୍କା ବା ୧୦୦ ଟଙ୍କା ହୋଇଥାଏ ।

ଅତି ବେଶୀ ହେଲେ ଯଦି ଆଇସକ୍ରିମ ଦାମୀ ହୋଇଥାଏ ତେବେ ତାହାର ମୂଲ୍ୟ ୧୦୦୦ ଟଙ୍କା ହୋଇଥିବ । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ନୂଆ ଖବର ନେଇ ଆସିଛୁ ଯେଉଁଥିରେ ଗୋଟେ ଆଇସକ୍ରିମର ମୂଲ୍ୟ ରହିଛି ୬୦,୦୦୦ ଟଙ୍କା ଜହକାଉ ଶୁଣିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି ।

ଆପଣ ମାନଙ୍କ ମନରେ ଏହି ଆଇସକ୍ରିମର ମୂଲ୍ୟ ଶୁଣିବା ପରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ ସତରେ କଣ ଏତେ ଦାମୀ ଆଇସକ୍ରିମ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଆଇସକ୍ରିମର ମୂଲ୍ୟ ଏତେ ହେବା ପଛରେ କଣ ସତ୍ୟତା ରହିଛି ଓ ଏହାର ବିଶେଷତ୍ଵ କଣ ରହିଛି । ଆଜି ଆମେ ଆପଣ ମାନଙ୍କୁ ଦୁନିଆର ସବୁଠାରୁ ଦାମୀ ବା ମହଙ୍ଗା ଆଇସକ୍ରିମ ବିଷୟରେ କହିବାକୁ ଯାଉଛୁ । ଜାତୀୟ ଗଣନା ସୂଚନା ଅନୁସାରେ ଦୁବାଇର ସ୍କୋପି କ୍ୟାଫେରେ ବ୍ଲକ ଡାଇମଣ୍ଡ ନାଁ ରେ ଏକ ଆଇସକ୍ରିମ ମିଳୁଛୁ ।

ଯାହାର ଦାମ ଶୁଣିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି । ଏହି ବ୍ଲାକ ଡାଇମଣ୍ଡ ଆଇସକ୍ରିମର ମୂଲ୍ୟ ହେଉଛି ୮୪୦ ଡଲାର ଯାହାର ଭାରତୀୟ ମୂଲ୍ୟ ହେଉଛି ୭୨,୯୦୦ ଟଙ୍କା ଅଟେ । ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ ବୋଲି କୁହାଯାଏ । ବର୍ତ୍ତମାନ ଜାଣିବା ଏହି ଆଇସକ୍ରିମରେ କଣ ଏମିତି ରହିଛି ଯେ ଏହାର ମୂଲ୍ୟ ଏତେ ମହଙ୍ଗା । ଏହି ବ୍ଲକ ଡାଇମଣ୍ଡ ଆଇସକ୍ରିମ ରେ ଇଟାଲିୟାନ ଡ୍ରାଫର୍ସ, ଏମ୍ପ୍ରୋସିୟାଲ ଲିରାନିୟନ କେଶର ଓ ଖାଇବା ଯୋଗ୍ୟ ୨୩ କ୍ୟାରେଟ ସୁନାର କୋଡ଼ ଦିଆ ଯାଇଥାଏ ।

ଏହି ବ୍ଲାକ ଡାଇମଣ୍ଡ ଆଇସକ୍ରିମର ସ୍ଵାଦ ମଧ୍ୟ ଖୁବ ଟେଷ୍ଟି ଓ ନିଆରା ଅଟେ । ଦୁବାଇ ର ଲୋକ ମାନେ ମଧ୍ୟ ଏହି ବ୍ଲାକ ଡାଇମ୍ନ୍ଦ ଆଇସକ୍ରିମ ଖାଇବାକୁ ବେଶ ପସନ୍ଦ କରନ୍ତି । ବିଶ୍ଵର ସବୁଠାରୁ ଦାମୀ ଆଇସକ୍ରିମ ଭାବେ ଏହି ବ୍ଲକ ଡାଇମଣ୍ଡ ଆଇସକ୍ରିମ କୁ ଗଣନା କରାଯାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *