Raj Kundra ଙ୍କ ବିରୁଦ୍ଧରେ ମହିଳା ଆଣିଲେ ଏଭଳି ଅଭିଯୋଗ, କହିଲେ ନ୍ୟୁ-ଡ଼ ଫୋ-ଟୋ ଉଠାଇବାକୁ କରୁଥିଲେ ବା-ଧ୍ୟ, ଆଉ ତା ପରେ- ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ଘଟିବାରେ ଲାଗିଛି । ବିଶେଷ କରି ନାରୀ ମାନଙ୍କ ପ୍ରତି ଏତେ ମାତ୍ରାରେ ଅ-ତ୍ୟା-ଚା-ର ଓ ଶା-ରୀ-ରି-କ ନି-ର୍ଯ୍ୟା-ତ-ନା ବଢିବାରେ ଲାଗିଛି ଯାହାକୁ ଶୁଣିଲେ ବିଶ୍ଵାସ କରି ହେବ ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘ-ଟ-ଣା ବାବଦରେ କହିବାକୁ ଯାଉଛୁ ।

ଜଣେ ମହିଳା ଏମିତି କିଛି ସ-ଙ୍ଗି-ନ ଅ-ଭି-ଯୋ-ଗ ଆଣିଛନ୍ତି ଯାହାକୁ ବିଶ୍ଵାସ କରି ହେବ ନାହି । ମହିଳାଙ୍କ କହିବା ଅନୁସାରେ ତାଙ୍କୁ ବଲିଉଡର ଅଭିନେତ୍ରୀ ଶିଲ୍ପା ସେଠୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଯିଏ ଜଣେ ଫୋଟୋଗ୍ରାଫର ତାଙ୍କୁ ନ୍ୟୁ-ଡ ଫୋ-ଟୋ ଉ-ଠା-ଇ-ବା ପାଇଁ ବା-ଧ୍ୟ କରିଥିଲେ । ତାଙ୍କ କହିବା ଅନୁସାରେ ରାଜ କୁନ୍ଦ୍ରା ତାଙ୍କୁ ଫୋଟୋ ଉଠାଇବା ବାହାନାରେ ଖ-ରା-ପ ଶବ୍ଦର ପ୍ରୟୋଗ କରୁଥିଲେ । ଏହା ସହ ଫୋଟୋ ଉଠାଇବା ପାଇଁ ରାଜ କୁନ୍ଦ୍ରା ମହିଳାଙ୍କୁ ପ୍ର-ଲୋ-ଭି-ତ ମଧ୍ୟ କରିଥିଲେ ମଧ୍ୟ ମହିଳା ଜଣକ ଅ-ଭି-ଯୋ-ଗ କରିଛନ୍ତି ।

କମ ଦିନରେ ଅଧିକ ପଇସା କମାଇବାର ଲୋଭ ଦେଖାଇ ମଧ୍ୟ ରାଜ କୁନ୍ଦ୍ରା ମହିଳାଙ୍କୁ ଫୋଟୋ ଉଠାଇବା ପାଇଁ ବା-ଧ୍ୟ କରୁଥିଲେ । ନ୍ୟୁ-ଡ ଫୋ-ଟୋ ଉ-ଠା-ଇ-ବା ପରେ ସବୁ ଜାଗାରେ ପ୍ରଶଂସା ପାଇବେ ବୋଲି ଏଭଳି କିଛି ଖ-ରା-ପ ଶବ୍ଦର ପ୍ରୟୋଗ ମହିଳାଙ୍କ ସହ ରାଜ କୁନ୍ଦ୍ରା କରିଥିବାର ମହିଳା ଜଣକ ଅ-ଭି-ଯୋ-ଗ କରିଛନ୍ତି । ଏହା ସହ ମହିଳାଙ୍କର ଫିଗର କେମିତି ଏହାକୁ ନେଇ ମଧ୍ୟ ରାଜ କୁନ୍ଦ୍ରା କମେଣ୍ଟ କରିଥିବାର ଅ-ଭି-ଯୋ-ଗ ମହିଳା ଆଣିଛନ୍ତି ।

ଏହା ଛଡା ଆହୁରି ଅନେକ ଖରାପ କଥା ମଧ୍ୟ ରାଜା କୁନ୍ଦ୍ରା ମହିଳାଙ୍କ ସହ କରିଥିଲେ ଯାହା ସେ ମିଡିଆ ଆଗରେ ପ୍ରକାଶ କରି ପାରିବେ ନାହି ବୋଲି ନିଜ ରାଏ ରେ କହିଛନ୍ତି । ଏହି ଘଟଣା କୁ ନେଇ ମହିଳାଙ୍କର ପ୍ରକୃତ ପରିଚୟ ହେଉଛି ସେ ଜଣେ ଅଭିନେତ୍ରୀ ଅଟନ୍ତି । ତାଙ୍କର ପ୍ରକୃତ ନାଁ ହେଉଛି ସାଗରିକା ଶୋନା ।

୨୦୨୧ ଫେବୃଆରିରେ ଫୋଟୋଗ୍ରାଫର ରାକେଟ ନେଇ ରୁଜୁ ହୋଇଥିବା ମା-ମ-ଲା-ର ମୁଖ୍ୟ ଅ-ଭି-ଯୁ-କ୍ତ ହେଉଛନ୍ତି ରାଜା କୁନ୍ଦ୍ରା । ସେଥି ପାଇଁ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଆରେଷ୍ଟ ମଧ୍ୟ କରିଛି । ଶେଷରେ ଏତିକି କୁହା ଯାଇପାରେ ଯେ ରାଜ କୁନ୍ଦ୍ରାଙ୍କ ଭଳି ଜଣେ ବ୍ୟବସାୟୀ ଏପରି ଲ-ଜ୍ୟା-ଜ-ନ-କ କାମ କରିଛନ୍ତି ଯାହା ଅତି ନି-ନ୍ଦ-ନୀ-ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *