ସ୍ଵାମୀ ହୃଦୟରେ ରାଜ କରନ୍ତି ଏହି ୬ଟି ନାମର ଝିଅମାନେ, ଦେଖନ୍ତୁ ଆପଣଙ୍କ ନାମ ନାହିଁ ତ ! Jyotisha Shastra

ଯେତେବେଳେ କୌଣସି ଝିଅର ବିବାହ ହୋଇଥାଏ ତେବେ ସେହି ଝିଅର ମନରେ ଏହା ଭୟ ଥାଏ କି ତାହାର ପାର୍ଟନର ତାକୁ ପ୍ରେମ କରିବା ନା ନାହିଁ । କଣ ସେ ତାଙ୍କ ହୃଦୟରେ ଜାଗା କରି ପାରିବେ ନା ନାହିଁ ।

ଯଦି ଆପଣ ବି ଏହିଭଳି କିଛି କଥାକୁ ନେଇ ଚିନ୍ତିତ ରହୁଛନ୍ତି ତେବେ ଆମେ ଆପଣଙ୍କୁ କହିଦେଉଛୁ କି ଯେଉଁଭଳି ରାଶି ବିବାହିତ ଜୀବନର ବହୁତ ରହସ୍ୟ ଉଜାଗର କରିଥାଏ ଠିକ ସେହିଭଳି ଆପଣଙ୍କ ନାଁର ପ୍ରଥମ ଅକ୍ଷର ଦ୍ଵାରା ବି ଏହା ଜାଣି ପାରିବେ କି ବିବାହିତ ଜୀବନ ଆପଣଙ୍କର କେମିତି ରହିବ । ସ୍ଵାମୀ ଆପଣଙ୍କୁ ଭଲ ପାଇବା ଦେବେ ନା ନା ହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ୬ ଟି ନାମର ଝିଅମାନଙ୍କ ନାଁ କହିବୁ ଯେଉଁମାନେ ନିଜ ସ୍ଵାମୀର ସବୁବେଳେ ପ୍ରିୟ ହୋଇଥାନ୍ତି ।

B ନାମର ଝିଅମାନେ

B ନାମର ଝିଅମାନଙ୍କ ଶିକ୍ଷାଗତ ଯୋଗ୍ୟତା କମ ଥାଏ । କିନ୍ତୁ ଅଫିସ ଓ ଘର କାମ ସମ୍ଭାଳିବାରେ ଏମାନେ ମାହିର ହୋଇଥାନ୍ତି । ଏହିଭଳି ମହିଳାମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଆନ୍ତି । ଅନ୍ୟ ପଟେ ସ୍ଵାମୀ ବି ଏମାନଙ୍କୁ ବହୁତ ପ୍ରେମ କରନ୍ତି ।

D ନାମର ଝିଅମାନେ

ଏହି ନାଁର ଝିଅ ନିଜ ପରିବାର ଓ ନିଜ ସ୍ଵାମୀର ଭଲ ପାଇବା ପାଆନ୍ତି । କିନ୍ତୁ ଏମାନେ ଖୋଲା ଚିନ୍ତାଧାରର ହୋଇଥାନ୍ତି ତଥାପି ଏମାନଙ୍କୁ ସମସ୍ତଙ୍କର ଭଲ ପାଇବା ମିଳିଥାଏ । କାରଣ ଏମାନେ କେବେ ବି ନିଜ ସ୍ଵାମୀଙ୍କ ବିଶ୍ଵାସକୁ ଭାଙ୍ଗିବାକୁ ଦିଅନ୍ତି ନାହିଁ ।

L ନାମର ଝିଅମାନେ

ଯେଉଁ ଝିଅମାନଙ୍କର ନାଁ L ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ହସମୁଖି ଓ ଦୟାବାନ ହୋଇଥାନ୍ତି । ଏମାନେ ନିଜର ପାର୍ଟନର ବିଶ୍ଵାସକୁ କମ କରନ୍ତି ନାହିଁ । ସ୍ଵାମୀଙ୍କୁ ସବୁଠୁ ଅଧିକ ଭଲ ପାଇବା ବି ଦିଅନ୍ତି । ଏହି କାରଣ ଅଟେ କି ଏମାନଙ୍କର ପାର୍ଟନର ବି ଏମାନଙ୍କୁ ହରାଇବାକୁ ଚାହାନ୍ତି ନାହିଁ ।

N ନାମର ଝିଅମାନେ

ଏହି ଅକ୍ଷରର ଝିଅମାନେ ବହୁତ ଖୁସିରେ ରୁହନ୍ତି । ଏମାନେ ନିଜର କୌଣସି ବି କଥାରେ ଗର୍ବ କରନ୍ତି ନାହିଁ । ବୁଦ୍ଧି ମାମଲାରେ ଏମାନେ ପୂରାପୂରି ଜିରୋ ହୋଇଥାନ୍ତି । କିନ୍ତୁ ଏମାନେ ନିଜ ସ୍ଵାମୀଙ୍କୁ ସମସ୍ତ ଖୁସି ଦେବାକୁ ଚାହାନ୍ତି । ଏହା ସହିତ ଏମାନେ ସ୍ଵାମୀଙ୍କ ହୃଦୟରେ ରାଜ ବି କରନ୍ତି ।

R ନାମର ଝିଅମାନେ

R ନାମର ଝିଅମାନେ ନିଜ ଜୀବନରେ ବହୁତ କିଛି ହାସଲ କରିବାକୁ ଚାହାନ୍ତି । କିନ୍ତୁ ପରିସ୍ଥିତି କାରଣରୁ ଏମାନଙ୍କର କିଛି ଇଚ୍ଛା ହିଁ ପୁରା ହୋଇପାରେ । କିନ୍ତୁ ସ୍ଵାମୀଙ୍କୁ ବହୁତ ଭଲ ପାଆନ୍ତି ଓ ରାଜ ବି କରନ୍ତି ।

S ନାମର ଝିଅମାନେ

ଏହି ଝିଅମାନେ ସ୍ଵଭାବରେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମାନଙ୍କୁ ନିଜ ସ୍ଵାମୀକୁ ଖୁସି କରିବାର ଉପାୟ ଜଣା ଅଛି । କେବଳ ସ୍ଵାମୀ ନୁହନ୍ତି ନିଜର ଭଲ ଗୁଣ ଦ୍ଵାରା ଶଶୁର ଘର ଲୋକମାନଙ୍କର ହୃଦୟକୁ ବି ଜିତି ନିଅନ୍ତି । ଏମାନଙ୍କର ଖାସ କଥା ହେଉଛି କି ଅନ୍ୟକୁ ଜଲ୍ଦି ଆକର୍ଷିତ କରି ନିଅନ୍ତି ।

Leave a Reply

Your email address will not be published. Required fields are marked *