4 Bollywood ଅଭିନେତ୍ରୀ, ଯେଉଁ ମାନଙ୍କ ପାଇଁ ସର୍ଜରୀ କରିବା ପଡିଲା ଭାରି…. ସୁନ୍ଦରୀ ହେବା ଚକରରେ ହୋଇଗଲେ ଏମିତି

ବଲିଉଡ ରେ ଥିବା ସବୁ ଅଭିନେତ୍ରୀ ମାନେ ପ୍ରାୟ ସବୁ ଦର୍ଶକ ମାନଙ୍କ ମନରେ ନିଜର ଚାପ ଛାଡି ଦେଇ ଯାଇଛନ୍ତି । ସେମାନେ ନିଜ କାମ ପାଇଁ ସବୁ ଆଡେ ଚର୍ଚ୍ଚାରେ ରୁହନ୍ତି । ଏହି ଅଭିନେତ୍ରୀ ମାନେ ଯେଉଁ ମାନେ ନିଜ କାମ ଦ୍ଵାରା ସବୁ ଲୋକଙ୍କ ମନରେ ଏକ ଅଲଗା ଜାଗା କରି ପାରିଛନ୍ତି ।

କିନ୍ତୁ ନିଜକୁ ସୁନ୍ଦରୀ କରିବା ପାଇଁ ଯାଇ ସେମାନେ ନିଜକୁ ଖୁବ ଅସୁନ୍ଦର କରି ଦେଇଛନ୍ତି ଆସନ୍ତୁ ଜଣାଇବା ଏହି ଭଳି ହିରୋଇନ ମାନଙ୍କୁ । ପ୍ରଥମେ ନାମ ଆସେ ଆଈଶା ଟାକିଆ ଙ୍କ ସେ “ଟାର୍ଜନ ଦି ୱୋଣ୍ଡର କାର” ରୁ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ସେ ସଲମାନ ଖାନ ଙ୍କ ସହ କାମ କରିଛନ୍ତି । କିନ୍ତୁ ସେ ତାଙ୍କର ପ୍ଲାଷ୍ଟିକ ସରଜେରୀ କରିକି ସବୁ କିଛି ଖରାପ କରି ଦେଇ ଥିଲେ । ବିବାହ ପରେ ସେ ସବୁ ଦିନ ପାଇଁ ବଲିଉଡ ଜଗତକୁ ଛାଡି ଦେଇଥିଲେ ।

ତେବେ ଦେଖିବା ପାଇଁ ଯିବା ତ ସେ ଏକ ଇଭେଣ୍ଟ ରେ ନିଜ ସ୍ଵାମୀ ଙ୍କ ସହ ଦେଖା ଦେଇଥିଲେ । ସେଥିରେ ସେ ପ୍ଲାଷ୍ଟିକ ସରଜେରୀ କରିଥିବାର ଦେଖିକି ଲୋକମାନେ ତାଙ୍କୁ ଖୁବ ପରିହାସ କରିଥିଲେ । ନିଜ ଚୁଲ ବୁଲ ଅନ୍ଦାଜ ରେ ଥିବା ଆଈଶା ଖୁବ ସୁନ୍ଦରୀ ଥିଲେ କିନ୍ତୁ ଏତେ ଖରାପ ଦେଖା ଯାଉଥିଲେ ସେ ନିଜର ପ୍ଲାଷ୍ଟିକ ସରଜେରୀ ପାଇଁ । ସୃତି ହାସନ ମଧ୍ୟ ଦେଖିବା ପାଇଁ ଖୁବ ସୁନ୍ଦରୀ କିନ୍ତୁ ସେ ମଧ୍ୟ ପ୍ଲାଟିକ ସର୍ଜେରି କରାଇ ଥିଲେ ।

ସେ କହିଛନ୍ତି କି ସେ ତାଙ୍କ ନାକର ସରଜେରୀ ପାଇଁ ଖୁବ ଭଲ ଆଚଚନତି କିନ୍ତୁ ଲୋକମାନେ ତାଙ୍କର ଥଟା କରିଥିଲେ ଏହି ପାଇଁ । ଅନୁସକା ଶର୍ମା “ରବ ନେ ବନାଦି” ଯୋଡି ରୁ ନିଜର କ୍ଯାରିୟାର ଆରମ୍ଭ କରିଥିଲେ । ସେ କିଛି ଚଳଚିତ୍ର ପରେ ନିଜ ଓଠ ର ପ୍ଲାଷ୍ଟିକ ସରଜେରୀ ପାଇଁ । ସେ ଏହାକୁ କରାଇବା ପରେ ତାଙ୍କୁ ଖୁବ ଥଟା କରା ଯାଇଥିଲା । ସେ କହିଥିଲେ ସେ “ବମ୍ବେ ଭେଲବେଟ” ପାଇଁ ଏମିତି କରିଥିଲେ ଏହା ପରେ ତାଙ୍କ ଓଠ କ୍ଷ୍ହୁବ ବଡ ମାଧେ ହୋଇ ଯାଇଥିଲା ।

କିଛି ଲୋକ ତାଙ୍କୁ ଡୋନାଲ ଡକ ଭଳି ଦେଖା ଯାଉଛନ୍ତି ବୋଲି ମଧ୍ୟ କହିଥିଲେ । ସାରା ଖାନ ସେ ପ୍ରଥମେ ସିରିୟାଲ ରେ ଆସୁଥିଲେ ସେ ନିଜ “ବିଦାଇ” ସିରିୟାଲ ଦ୍ଵାରା ଖୁବ ଭଲ ଦେଖା ଯାଉଥିଲେ । କିନ୍ତୁ ସେ ଏହା ପରେ ନିଜର ଓଠ କୁ ସରଜେରୀ କରାଇବା ପରେ ସେ ଏତେ ଖରାପ ଦେଖା ଯାଉଥିଲେ କି ଲୋକମାନେ ତାଙ୍କୁ ଖୁବ ଖରାପ ଦେଖା ଗଲେ । ଏହା ପରେ ନାମ ଆସେ ବାଣୀ କପୁର ଙ୍କର ।

ଫିଲ୍ମ “ସୁଦ୍ଧ ଦେଶୀ ରୋମାନସ” ରୁ ନିଜର ସୁନ୍ଦରତା ପାଇଁ ସେ ଖୁବ ପ୍ରସିଦ୍ଧ ଥିଲେ କିନ୍ତୁ ସେ “ବେଫିକରି ” ରେ ନିଯର ଓଠ ଓ ନାକର ସରଜେରୀ କରାଇ ଖୁବ ଥଟା ର ପାତ୍ର ହୋଇଥିଲେ । ଏହା ପରେ କୋଇନା ମିତ୍ରା ଙ୍କର ସେ ନିଜ ଖୁବ ସୁନ୍ଦର ଚେହେରା ପାଇଁ ସବୁଙ୍କୁ ତାଙ୍କର ଦିବାନା କରିଥିଲେ ସେ ନିଜର ନାକର ଓ ଓଠ ର ସରଜେରୀ କରେଇ ସାରିବା ପରେ ତାଙ୍କର କ୍ଯାରିୟର ଭି ସଋ ଯାଇଥିଲା ସେ ମଧ୍ୟ ନିଜର ଭୁଲ କୁ ମାନନ୍ତି ।

Leave a Reply

Your email address will not be published. Required fields are marked *