ବଲୀଉଡ ରୁ ଆସିଲା ଆଉ ଏକ ଦୁଃଖ ର ଖବର, ଗାଡି ଦୁର୍ଘଟଣା ରେ ଚାଲିଗଲା ଏହି ବଲିଉଡ ଅଭିନେତା ଙ୍କ ଜୀବନ – ସାରା ବଲିଉଡ ରେ ଶୋକର ଛାୟା.

ବର୍ତମାନ ସମୟରେ ବଲିଉଡ ଉପରେ ଯେମିତି ଦୁଃଖ ସମୟରେ ଗତି କରୁଛି । ବର୍ଷ ୨୦୧୮ ରେ ଅନେକ ବଲିଉଡ ଅଭିନେତା ଅଭିନେତ୍ରୀ ମାନେ ଆମକୁ ଛାଡି ଚାଲି ଯାଇଛନ୍ତି  । ତେବେ ପୁଣି ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ତେବେ ଏହି କଳାକାର ଜଣକ ହେଲେ ଦନିସ ଯେହେନ । ସେ ରାତିରେ ପରଟି ରୁ ଫେରୁଥିବା ସମୟରେ ତାଙ୍କର କର ଆକ୍ସିଡେଣ୍ଟ ହେଇଥିଲା ଓ ସେଠାରେ ହିଁ ତାଙ୍କର ମୃତ୍ୟୁ ହେଇ ଯାଇଛି ।

ସେ Ace Of Space ରେ ମଧ୍ୟ ଥିଲେ ଏବଂ ତାଙ୍କର ନିଜର ଏକ ଇଉଟିଉବ ଚାନେଲ ମଧ୍ୟ ଥିଲା । ମୁମ୍ବାଇ ରେ ରହୁଥିବା ଦାନିଶ ମାତ୍ର ୨୧ ବର୍ଷ ବୟସ ର ଥିଲେ । ସେ ଜଣେ ୟୁଟ୍ୟୁବର ଓ ବ୍ଲଗର ଥିଲେ ।  ତାଙ୍କ ମୃତ୍ୟ ଏକ କାର ଦୁର୍ଘଟଣା ପାଇଁ ହୋଇଥିଲା । ତେବେ ଯୁବ ବର୍ଗ ତାଙ୍କ ବିଶେଷ ଚୁଟି କାଟିବା ଶୈଳୀକୁ ଖୁବ ପସନ୍ଦ କରୁଥିଲେ ।

ତେବେ ଏଠାରେ କହିରଖିବୁ ସେ ଜଣେ ଗରିବ ପରିବାର ର ହେଇ ନିଜ ପରିଶ୍ରମ ବଳ ରେ ଆଜି ନିଜର ବହୁତ ନାମ କମେଇଥିଲେ । ତେବେ ତାଙ୍କର ଏହି ଅକାଳ ବିୟୋଗ ରେ ବଲିଉଡ ତାରକା ବିକାଶ ଗୁପ୍ତ ତନୁ କାନ୍ଦି କାନ୍ଦି ବିଦାୟ ଦେଇଥିଲେ – ଓ ସେ ତାଙ୍କ ଭାବନା କୁ ସୋସିଆଲ ମିଡ଼ିଆ ରେ ଉପସ୍ଥାପନା କରିଥିଲେ ମଧ୍ୟ ସେ ଲେଖିଥିଲେ – “ଦାନିଶ ତୁ ସବୁବେଳେ ମନେ ରହିବୁ,ମୁଁ ଅନ୍ୟ ଲୋକଙ୍କୁ ଏବେ କିପରି କହିବି ଯେ ତୁ ଆଉ ଏହି ଦୁନିଆ ରେ ନାହୁଁ ବୋଲି ,ତୁମେ Ace Of space ର ରଙ୍ଗୀନ ଯାଦୁଗର ଥିଲ । ଯେବେ ମୁଁ ତମକୁ ଦେଖିଥିଲି ତମେ ବହୁତ ଛୋଟ ଥିଲ ଓ ନିଜ କଠୋର ପରିଶ୍ରମ ରେ ତମେ ଏତେ ବାଟ ଆସି ପାରିଥିଲା । ତମେ ବହୁତ ଦୁରକୁ ଗଲା ଭାରି କିନ୍ତୁ ସବୁବେଳେ ମୋ ହୃଦୟ ପାଖେ ରହିବ ”

ତାଙ୍କର ଏହି ଅକାଳ ନଵୟୋଗ ନିଶ୍ଚିତ ଭାବେ ତାଙ୍କ ପ୍ରଶଂସକ ଙ୍କ ମନରେ ଦୁଃଖ ନେଇ ଆସିଛି । ତେବେ ଆମେ ପ୍ରାଥନା କରୁଚୁ କି ଭଗବାନ ତାଙ୍କର ଆମର ଆତ୍ମା କୁ ଶାନ୍ତି ଦିୟନ୍ତୁ

Leave a Reply

Your email address will not be published. Required fields are marked *