ସଡକ ଦୁର୍ଘଟଣାରେ ବଲିଉଡ୍ ଅଭିନେତ୍ରୀଙ୍କ ଜୀବନ ଚାଲି ଗଲା – ନିର୍ବାଚନର ପ୍ରଚାର କରିବା ପାଇଁ ଯାଉଥିବା ସମୟରେ…

ଜୀବନ ଓ ମୃତ୍ୟୁ ଭଗବାନଙ୍କ ହାତର ଖେଳ । କେତେବେଳେ କେଉଁ ମୂହର୍ତ୍ତରେ ଏହା ଆସିଥାଏ କେହି ଜାଣିପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଦୁଃଖଦ ଘଟଣା ବିଷୟରେ କହିବାକୁ ଯାଉଛୁ । ଆମେ ଆପଣଙ୍କୁ ଏକ ଏଭଳି ଅଭିନେତ୍ରୀଙ୍କ ବିଷୟରେ କହିଆବାକୁ ଯାଉଛୁ ଯିଏ କି ନିଜ ଜିବନ ରେ ବହୁତ ଏମିତି ଫିଲ୍ମ କରିଛନ୍ତି ଓ ବହୁତ ବଡ ବଡ ଅଭିନେତା ଙ୍କ ସହିତ କାର୍ଯ୍ୟ କରିବାର ସୁୟୋଗ ମଧ୍ୟ ପାଇଥିଲେ । ହେଲେ  ଆଜିର ସେ ଆମ ଗହଣ ରୁ ଚାଲି ଜାଇଛନ୍ତି ।

ସେ ହିନ୍ଦୀ , ମାଲାୟାଲାମ ଓ ସାଉଥ ଫିଲ୍ମ ରେ ବହୁତ ଭଲ ଅଭିନେତ୍ରୀ ଥିଲେ ଓ ତାଙ୍କୁ ବହୁତ ଅଫର ମାନ ମିଳୁ ଥିଲା । ତେବେ ଆମେ ଆଜି ଆପଣ ମୀାନଙ୍କୁ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ସେ ହେଉଛନ୍ତି ସୌନ୍ଦର୍ଜ୍ୟ ରଘୁ । ସେ 18 ଜୁଲାଇ ରେ 1972 ମସିହୀା ରେ ଜନ୍ମ ଗ୍ରହଣ କରି ଥିଲେ । ତାଙ୍କ ର ଅଭିନୟ କୁ ଲୋକ ମାନେ ବହୁତ ପସନ୍ଦ କରୁ ଥିଲେ ତେବେ ଅମିତାଭ ଙ୍କ ସହିତ ସୁର୍ଯ୍ୟ ବଂଶମ୍ ରେ ଅଭିନୟ କରି ସେ ଆଜି ବି ଆଣ ଗହଣ ରେ ବଞ୍ଚି ରହି ଛନ୍ତି ବୋଲି ଜଣା ପଡେ ।

ତେବେ ପରେ ପରେ ସେ ରାଜନୀତି କ୍ଷେତ୍ର ରେ ପାଦ ଦେଇ ଥିବା ବଳେ ସେଥିରେ ବି ସେ ବହୁତ ପାରିଦର୍ଶିତା ଦେଖାଇ ଥିଲେ ଓ ସେତେ ବେଳେ ସେ ବିଜେପି ର ଜଣେ ମୂଖ୍ୟ ନେତା ଭାବେ ବି ପରିଚିତ ଥିଲେ । 2004 ମସିହା ଏପ୍ରିଲ 17 ତାରିଖ ରେ ତେଲୁଗୁ ଦେଶଂ ପାର୍ଟି ଓ ବିଜେପି ର ପ୍ରଚାର ଆରମ୍ଭ କରିବା ପାଇଁ  ସେ ଦିନ ପ୍ରାୟ 11 ଘଟିକା ସମୟ ରେ ହେଲି କପ୍ଟର ସହାୟତା ରେ ଯାଉଥିଲେ ଓ 100 ଫୁଟ ଉଚ୍ଚତା ରୁ ଖସି ପଡି ଥିଲେ ।  ଏବଂ ପରେ ପରେ ତାଙ୍କୁ ପତା ବି ମିଳି ନଥିଲା କାରଣ ସେହି ହେଲି କପ୍ଚର ତଳେ ପଡିବା ପରେ ପରେ ସଂମ୍ପର୍ଣ୍ଣ ଭାବେ ଜଳି ଜାଇ ଥିଲା ।

ଏମିତି ଭାବେ ବଲୀଉଡ ଓ ଟଲୀଉଡ ଏକ ସୁନ୍ଦର ଓ ଦକ୍ଷ କଳାକାରକୁ ସବୁଦିନ ପାଇଁ ହରାଇ ଦେଇଥିଲା । ତେବେ ଏହା ମର୍ଡର ଥିଲା କି ଦୁର୍ଘଟଣା ତାହା ଜଣ ପଡି ନଥିଲା ।

Leave a Reply

Your email address will not be published. Required fields are marked *