Bollywoodର ସବୁଠୁ ଗୋରି ଅଟନ୍ତି ଏହି 5ଟି ଅଭିନେତ୍ରୀ, ନମ୍ବର 3ର ରଙ୍ଗ ଏକଦମ କ୍ଷୀର ଭଳି ଧଳା

ଭାରତୀୟ ସିନେମା ଜଗତରେ ଆପଣ ବହୁତ ସୁନ୍ଦର ସୁନ୍ଦର ଅଭିନେତ୍ରୀ ମାନଙ୍କୁ କାମ କରିବାର ଦେଖିଥିବେ ଆଉ ବହୁତ ଅଭିନେତ୍ରୀ ମାନଙ୍କୁ ମେକପ ଦ୍ଵାରା ଗୋରା ହବାର ମଧ୍ୟ ଦେଖିଥିବେ କିନ୍ତୁ ଏବେ ବି ଭାରତୀୟ ସିନେମା ଜଗତରେ ଏମିତି କିଛି କଳାକାର ଅଛନ୍ତି ଯିଏ ସତରେ ବହୁତ ଗୋରା ଅଟନ୍ତି ଆଉ ତାହା ଆପଣ ଆଜି ଜାଣିବାକୁ ପାଇବେ ଯେ ସେ କିଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ୟୃ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନେଚୂରାଲି ଗୋରା ଅଛନ୍ତି ।

କରିନା କପୁର ଖାନ :

କରିନା କପୁରଙ୍କୁ କିଏ ଅବା ଜାଣି ନାହିଁ ସିନେମା ଜଗତ ବହୁତ ବଡ ନାମ ବେବୋ ଅଟନ୍ତି, ତାଙ୍କ ଅଭିନୟ ଆଉ ସୁନ୍ଦରତା ର ଦିବାନା ଲୋକ ଆଜୀବି ଅଛନ୍ତି । କରିନା କପୁରଙ୍କୁ ସବୁଠାରୁ ଗୋରା ଅଭିନେତ୍ରୀ ମାନଙ୍କ ଲିଷ୍ଟରେ ପ୍ରଥମ ନଂ ରେ ରଖାଯାଇଛି ।

ଅନୁଷ୍କା ଶର୍ମା :

ଅନୁଷ୍କା ଶର୍ମା ଆଜି ବଲୀଉଡ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଆଉ ସେ ଫିଲ୍ମରେ ଦେଖିବାକୁ ଯେତେ ଗୋରା ଅଟନ୍ତି ଅସଲ ଜୀବନରେ ସେତେ ହିଁ ଗୋରା ଅଛନ୍ତି ତାଙ୍କୁ ଅଧିକ ମେକପ ଲଗାଇବା ଭଲ ଲାଗେ ନାହିଁ ।

ତମ୍ମନା ଭାଟିଆ :

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରସିଦ୍ଧ ଅଭିନେତ୍ରୀ ତମ୍ମନାଙ୍କ ସୁନ୍ଦରତା ଆପଣ ମାନେ ଦେଖିବାକୁ ପାଇଥିବେ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ତମ୍ମନା ମଧ୍ୟ ଦେଖିବାକୁ ଯେତେ ସୁନ୍ଦରୀ ଅଟନ୍ତି ସେ ସେତିକି ଗୋରା ମଧ୍ୟ । ତମନ୍ନା ପୁରା କ୍ଷୀର ଭଳି ଧଳା । ଏବଂ ମେକପ ନେବା ପରେ ସେ ଆହୁରି ସୁନ୍ଦର ଦେଖା ଯାନ୍ତି ।

ଜ୍ୟାକଲିନ ଫର୍ନାଣ୍ଡେସ:

ଜେନିଫର ବାହାର ଦେଶର ବାସିନ୍ଦା ଅଟନ୍ତି ସେ ଶ୍ରୀଲଙ୍କନ ଅଟନ୍ତି କିନ୍ତୁ ବଲୀଉଡ ରେ ସେ ନିଜ କାମ ଦ୍ଵାରା ସମସ୍ତଙ୍କ ମନ ବେସ ଭଲ ଭାବରେ କିଣି ପାରିଛନ୍ତି । ତାଙ୍କ ସୁନ୍ଦରତା ଆଉ କଳା ଲୋକଙ୍କ ମନରେ ଗୋଟେ ଅଲଗା ଭାବନା ପ୍ରକଟ କରିଛି । ଜ୍ୟାକଲିନ ମଧ୍ୟ ଗୋରା ଅଟନ୍ତି ଆଉ ତାଙ୍କ ଗୋରାପଣ ସର୍ଜରୀ ଦ୍ଵାରା ଆସିନୀ ତାଙ୍କର ଗୋରାପଣ ନେଚୁରାଲ ରହିଛି ।

କରିସ୍ମା କପୁର :

୯୦ ଦଶକ ପ୍ରସିଦ୍ଧ ଅଭିନେତ୍ରୀ କରିଶମା କପୁର ଆଜୀବି ଲୋକଙ୍କ ମନ ଉପରେ ସେ ରାଜ କରୁଛନ୍ତି । ୪୪ ବର୍ଷ ବୟସରେ ମଧ୍ୟ କରିଶମା ଦେଖିବାକୁ ବହୁତ ସୁନ୍ଦରୀ ଲାଗୁଛନ୍ତି ତାଙ୍କ ସୁନ୍ଦରତା ଦେଖି ଲୋକେ ବହୁତ ଆକାରଶୀତର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *