Bollywoodର ଏହି ଖଳନାୟକ ମାନଙ୍କ ସ୍ତ୍ରୀ ମାନେ ଦେଖିବାକୁ ବହୁତ Hot ଓ Bold

ଅଭିନୟ ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠାରେ ଯିଏ ଯେତେ ଭଲ କାମ କଲେ ମଧ୍ଯ ଲୋକ ଅଭିନେତା ଓ ଅଭିନେତ୍ରିଙ୍କୁ ମନେ ରଖନ୍ତି କିନ୍ତୁ ଅସଲ କାମ ଖଳନାୟକ ମାନଙ୍କର ହୋଇଥାଏ କାହିଁକିନା ସେ ଖରାପ କାମ ନକଲେ ହିରୋ କୁ କିଏ ପଚାରିବ । ତେବେ କଣ ଆପଣ ଜାଣିଛନ୍ତି ଆଗ ସମୟରେ ଲୋକ ଖଳନାୟକ ମାନଙ୍କୁ ସତରେ ଦେଖିଲେ ଡରିଯାଉଥିଲେ ତାଙ୍କୁ ଲାଗୁଥିଲା ସେମାନେ ସତରେ ସେମିତି ଯେମିତି ଫିଲ୍ମ ରେ ତାଙ୍କ କାମ ଦେଖା ଯାଏ ।

କିନ୍ତୁ ଆଜିକା ସମୟରେ ବହୁତ କିଛି ବଦଳିଯାଇଛି ଓ ଲୋକେ ଏହା ମଧ୍ଯ ମାନୁଛନ୍ତି ଯେ ଫିଲ୍ମ ଏକ କାଳ୍ପନିକ ଦୁନିଆ ଅଟେ । ତେବେ ଆସନ୍ତୁ କିଛି ଖଳନାୟକ ମାନଙ୍କ ସ୍ତ୍ରୀ ମାନଙ୍କୁ ଦେଖିବା ଯିଏ କନସି ହିରୋଇନ୍ ମାନଙ୍କ ଠାରୁ କମ ନୁହନ୍ତି ।

୧- ପ୍ରେମ ଚୋପଡ଼ା :

ପ୍ରେମ ଚୋପଡ଼ା ହିନ୍ଦୀ ସିନେମା ଜଗତ ବହୁତ ବଡ ନା ଅଟେ, ଆଜିବି ଲୋକେ ତାଙ୍କ କାମ ଓ ଖଳନାୟକ ରୂପକୁ ଭୂଲି ନାହାନ୍ତି । ସେ ନିଜ ସମୟରେ ଯେତେ କାମ କରିଛନ୍ତି ସେତିକି ବଧେ କୌନ୍ସୀ ହିରୋ ମଧ୍ଯ କରି ନଥିବେ । ତାଙ୍କ ସ୍ତ୍ରୀଙ୍କ ନାମ ଉମା ଚୋପଡ଼ା ଅଟେ ଆଉ ସେ ଜଣେ ହାଉସ ୱାଇଫ ଅଟନ୍ତି । ପ୍ରେମ୍ ଚୋପଡ଼ାଙ୍କ ୩ଟି ଝିଅ ଅଛନ୍ତି ଓ ତାଙ୍କ ଘର ପରିବାର ବହୁତ ଖୁସିରେ ଚାଲିଛି ।

୨- ଶକ୍ତି କପୁର :

ଆପଣ ମାନେ ଶକ୍ତି କପୁରଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି ସେ ହିନ୍ଦୀ ସିନେମାରେ ନିଜ ଖଳନାୟକ କାମ ପାଇଁ ବହୁତ ପ୍ରସିଧ ହୋଇଥିଲେ । ଆଜିବି ଦର୍ଶକ ମାନେ ତାଙ୍କ ଅଭିନୟ ଓ ତାଙ୍କ କମେଡି ପାଇଁ ତାଙ୍କୁ ବହୁତ ଭଲ ପାନ୍ତି । ସେ ସିବାଙ୍ଗି କୋଲ୍ହାପୁରି ଯିଏ ପଦ୍ମିନୀ କୋଲ୍ହାପୁରିଙ୍କ ଭଉଣୀ ଅଟନ୍ତି ତାଙ୍କ ସହ ବିବାହ କରିଥିଲେ । ଶକ୍ତି କପୁରଙ୍କ ଦୁଇଟି ଛୁଆ ଅଛନ୍ତି ଯେଉଁଥିରୁ ଶ୍ରଦ୍ଧା କପୂରଙ୍କୁ ଆପଣ ମାନେ ଜାଣିଛନ୍ତି ଓ ତାଙ୍କ ପୁଅ ନାମ ସିଦ୍ଧାର୍ଥ କପୁର ଅଟେ ଓ ତାଙ୍କ ପରିବାର ମଧ୍ଯ ଖୁସିରେ ଅଛନ୍ତି ।

୩- ଗୁଲସନ୍ ଗ୍ରୋବର୍ :

ଆପଣ ମାନେ ବହୁତ ଫିଲ୍ମରେ ଗୁଳସନ୍ ଗ୍ରୋବର କୁ କାମ କରିଥିବାର ଦେଖିଥିବେ ଓ ଆପଣ ତାଙ୍କ ଅଭିନୟ ପସନ୍ଦ ମଧ୍ଯ କରିଥିବେ କିନ୍ତୁ କଣ୍ ଆପଣ ଏହା ଜାଣିଛନ୍ତି ଜେ ତାଙ୍କ ବିବାହ ଅଧିକ ଦିନ ଚାଲିଲା ନାହିଁ ଓ ବିବାହ ୩ ବର୍ଷ ପରେ ବିବାହ ଭାଙ୍ଗି ଯାଇଥିଲା କିନ୍ତୁ ତାଙ୍କର ଗୋଟେ ପୁଅ ଅଛନ୍ତି ଯାହା ନାମ ସଞ୍ଜୟ ଗ୍ରୋବର ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *