ବ୍ରହ୍ମ କମଳ : ଏହି ଦୂର୍ଲ୍ଲଭ ଫୁଲରୁ ଝରେ ଅମୃତ – ଦେଖିବା ମାତ୍ରେ ସବୁ ମନୋକାମନା ହୁଏ ପୂର୍ଣ୍ଣ

ଏହି ଦୁନିଆରେ ବହୁତ ଏମିତି ଜିନିଷ ଭଗବାନ ବନେଇଛନ୍ତି ଯାହା ବହୁତ ଉପକାରୀ ଅଟେ । ଆଜି ଆମେ ସେମିତି ଏକ ଫୁଲ ବିଷୟରେ କହିବୁ ଯାହା ଆମ ପାଇଁ ଅମୃତ ସମାନ । ଯାହାକୁ ଦେଖୁ ଦେଖୁ ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ ହୋଇଯିବ । ଭଗବାନଙ୍କ ସୃଷ୍ଟିରେ ସବୁ ଜିନିଷ ସୁନ୍ଦରତା ସହ ଅନେକ ଗୁଣର ମଧ୍ୟ ହୋଇଥାଏ । ସେ ନଦୀ ହେଉ କିମ୍ବା ପୋଖରି, ଫୁଲ ହେଉ କିମ୍ବା ଗଛ ଲତା, ହ୍ରଦ ହେଉ କିମ୍ବା ସମୁଦ୍ର ।

ସେହିଭଳି ଏମିତି ଏକ ଦୁର୍ଲ୍ଲଭ ଫୁଲ ଅଛି ଯାହା ନିଜର ଚମତ୍କାରୀ ଗୁଣ ପାଇଁ ଲୋକପ୍ରିୟ ହୋଇଛି । ତାହା ହେଲା ବ୍ରହ୍ମ କମଳ ଫୁଲ ଏହା ବିଷୟରେ ନିଶ୍ଚିତ ପଢିବା ଉଚିତ୍ ।

ବ୍ରହ୍ମ କମଳ ଫୁଲ ଧଳା ରଙ୍ଗର ଯାହାକୁ ନିଜେ ସୃଷ୍ଟିର ରଚୟିତା ସ୍ୱୟଂ ବ୍ରହ୍ମାଙ୍କ ରୁପ ବୋଲି ମାନିଥାନ୍ତି ।  ଏହି ଫୁଲର ଏକ ପୌରାଣିକ ମହତ୍ତ୍ୱ ଅଛି, ଏହି ଫୁଲ ବିଷୟରେ ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ଏହି ଫୁଲ ରଖିଥାଏ ତାହାର ସବୁ ଇଚ୍ଛା ଓ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏହା ଧଳା ରଙ୍ଗର ହୋଇଥାଏ ଓ ଦେଖିବାକୁ ବହୁତ ସୁନ୍ଦର ଅଟେ । ଏହି ବ୍ରହ୍ମ କମଳ ଉପରେ ଏକ ପୌରାଣିକ ମାନ୍ୟତା ଅଛି କି ଏହି ଫୁଲକୁ ଯିଏ ଥରେ ଦେଖିନିଏ ତେବେ ତାହାର ସବୁ ଇଚ୍ଛା ପୂର୍ଣ୍ଣ ହୋଇଯାଏ ।

ଏହା ଫୁଟିଥିବା ସମୟରେ ଦେଖିବା ସହଜ ହୋଇନଥାଏ । କାରଣ ଏହା ବିଳମ୍ବିତ ରାତ୍ରିରେ ଫୁଟେ ଓ କିଛି ଘଣ୍ଟାପରେ ମଉଳିଯାଏ । ବ୍ରହ୍ମ କମଳର ଏହି ଫୁଲ ବର୍ଷ ବର୍ଷ ଯାଏଁ ଏମିତି ଫୁଟିଥାଏ । ଏହାର ଦର୍ଶନ କରିବା ବହୁତ ହିଁ ଦୁର୍ଲ୍ଲଭ ଅଟେ ।

ପୌରାଣିକ ମାନ୍ୟତା ଅନୁସାରେ ଯେଉଁ କମଳ ଉପରେ ସୃଷ୍ଟିର ରଚୟିତା ବ୍ରହ୍ମା ବିରାଜମାନ ଅଛନ୍ତି ତାହା ହିଁ ବ୍ରହ୍ମ କମଳ ଅଟେ । ତେବେ ପୁରାଣ ଅନୁସାରେ ଏହାର ଆହୁରି ଅନେକ କାହାଣୀ ମଧ୍ୟ ଅଛି । ତେବେ ଏହି ଫୁଲର ଦର୍ଶନ ମିଳିଗଲେ ଜୀବନରେ ଔ କିଛି ଦୁଃଖ କଷ୍ଟ ରହିବା ନାହିଁ ବୋଲି ଶାସ୍ତ୍ରରେ କୁହାଯାଇଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *