ଓଡିଶା ହାଇକୋର୍ଟର ବଡ ନିଷ୍ପତ୍ତି- ଏବେ Live In ରେ ରହିପାରିବେ ସମଲିଙ୍ଗି ଯୋଡି

ଓଡିଶା ହାଇକୋର୍ଟ ନିଜର ଏକ ଆଦେଶରେ ସମଲିଙ୍ଗି ଯୋଡିକୁ ସାଥୀହୋଇ ରହିବା ପାଇଁ ଅନୁମତି ଦେଲେ । କୋର୍ଟ ଏହି ୟାଚିକା ଉପରେ ଶୁଣାନି କରି କହିଛନ୍ତିକି ଅଲଗା ଅଲଗା ଲିଙ୍ଗର ଥିବା ପରେ ମଧ୍ୟ, ସବୁ ମଣିଷଙ୍କୁ ନିଜ ହିସାବରେ ବଞ୍ଚିବାର ଅଧିକାର ରହିଛି । ଜସ୍ଟିସ ଏସକେ ମିଶ୍ର ଓ ଜସ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡ ପିଠ ଏହି ସପ୍ତାହର ଆରମ୍ଭରେ ୨୪ ବର୍ଷର ଟ୍ରାନ୍ସମେନ ( ଯିଏ ଜନ୍ମ ସମୟରେ ମହିଳା ଥିଲା ) ଙ୍କ ବନ୍ଦୀ ପ୍ରତିକ୍ଷରଣ ୟାଚିକା ଉପରେ ଶୁଣାଣୀରେ କହିଛନ୍ତି କି,’ ରାଜ୍ୟକୁ ସବୁ ପ୍ରକାର ସଂରକ୍ଷଣ ଦେବା ଆବଶ୍ୟକ ଯେଉଁଥିରେ ଜୀବନର ଅଧିକାର, କାନୁନ ଆଗରେ ସମାନତର ଅଧିକାର ଓ କାନୁନର ସମାନ ସଂରକ୍ଷଣ ସାମିଲ ହେବ ଉଚିତ’ ।

Image Courtesy: Google

ନିଜର ଚିତ୍ର ଗୋଟେ ପୁରୁଷ ରୂପରେ କରିଥିବା ଜଣେ ୟାଚିକା କର୍ତା କହିଛନ୍ତିକି ତାର ସାଥିର ମା ଓ ତାଙ୍କ ସମ୍ପର୍କୀୟ ତାକୁ ଜବରଦସ୍ତ ଜୟପୁର ନେଇଗଲେ ଓ ତାର ବିବାହ ଆଉ ଗୋଟେ ବ୍ୟକ୍ତି ସହିତ ଠିକ  କରିଦେଲେ । ଯାହା ଦ୍ଵାରା ତାକୁ ଅଦାଲତର ଦ୍ଵାରସ୍ଥ ହେବାକୁ ପଡିଥିଲା ।

Image Courtesy: Google

ବେଞ୍ଚ ଅଧ୍ୟକ୍ଷତା କରୁଥିବା ନ୍ୟାୟାମୂର୍ତି ଏକେ ମିଶ୍ର ନିଷ୍ପତି ଦେଲେକି ଯୋଡି ମାନଙ୍କୁ ତାଙ୍କ ୟୋନ ପ୍ରାଥମିକତା ଉପରେ ନିସ୍ପତି ନେବାର ଅଧିକାର ଅଛି ଓ ଜୟପୁର ପୋଲିଶ ଅଧିକ୍ଷକକୁ ଏହା ସୁନିଶ୍ଚିତ କରିବାର ଆଦେଶ ଦେଇଛନ୍ତି କି ୟାଚିକା କର୍ତାର ସାଥି ଭୁବନେଶ୍ବରେ ତାଙ୍କ ସହିତ ରହି ପାରିବ । ସେ କହିଲେକି ମହିଳାର ମା  ଓ ଭଉଣୀକୁ ୟାଚିକାକର୍ତାର ଘରେ ମହିଳାଙ୍କ ସହିତ ଦେଖା କରିବାର ଅନୁମତି ଦିଆଯିବ ।

Image Courtesy: Google

ଜସ୍ଟିସ ସାବିତ୍ରୀ ରଥ କହିଲେକି  ଦୁଇଜଣଙ୍କୁ ପସନ୍ଦ କରିବାର ସ୍ଵତନ୍ତ୍ରତା ମିଳିଛି, ଯିଏ ସାଥୀହୋଇ ରହିବାକୁ ନିସ୍ପତି ନେଇଛନ୍ତି  । ବେଞ୍ଚ ଏହା ମଧ୍ୟ କହିଛନ୍ତି ନ୍ୟାଇକା ହସ୍ତକ୍ଷେପ ଉପରେ ମହିଳା ୟାଚିକାକର୍ତା ସହିତ ରହିପାରିବ କିନ୍ତୁ ଯଦି ସେ ନରହି ତା ମା ପାଖକୁ ଯିବାକୁ ଚାହିଁବ ଯାଇ ପାରିବ ସେଥିରେ ତାକୁ କେହି ରୋକିପାରିବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *