ରାଶି ଓ ଗ୍ରହ ନଖେଟର ଚଳନ ସବୁବେଳେ ପରିବର୍ତିତ ହୋଇଥାଏ ସେଥିପାଇଁ ମଣିଷ ଜୀବନରେ ଆସୁଥିବା ସୁଖ ଦୁଃଖ ସବୁ ପରିବର୍ତନ ହୋଇଥାଏ । ମଣିଷ ନିଜ ରାଶି ଓ ଗ୍ରହ ନଖେଟର ଦ୍ଵାରା ସବୁ କିଛି ଫଳ ପାଇଥାଏ ତେବେ ବୃହସ୍ପତି ଚଳନ ହବାକୁ ଯାଉଛି ଓ ବୃହସ୍ପତି ଉତ୍ତରସାଡ ନଖେତ୍ର ଦୁଇ ପଦ ମକରକୁ ସଂଚାର କରିବେ ।
ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ ଏହି ଚଳନ ୨୦ ନଭେମ୍ବର ୧:୩୪ରେ ହବାକୁ ଯାଉଛି । ତେବେ ଶାସ୍ତ୍ର ଅନୁଯାଇ ଏହା ଜଣା ପଡିଛି ଯେ ବୃହସ୍ପତି ଏହି ଚଳନ କିଛି ରାଶି ପାଇଁ ଶୁଭ ଓ କିଛି ରାଶିଙ୍କୁ ସାବଧାନ କରିବା ଉଚିତ । ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ଭଲ ଓ କେଉଁ ରାଶିଙ୍କ ପାଇଁ ଅଶୁଭ ହବାକୁ ଯାଉଛି ।

ଶୁଭ ଫଳ ଦାଇ :
ଏହି ରାଶି ମାନଙ୍କ ଜୀବନରେ ସୁଖ ଜୁଆର ଆସିବ, ଏହି ରାଶି ଲୋକଙ୍କ ପାରିବାରିକ ସମସ୍ଯା ଦୂର ହବ, ସମସ୍ତଙ୍କ ମନ ଏକାଠି ହବ ଓ କିଛି ଶୁଭ କାର୍ଯ୍ୟ ମଧ୍ୟ ଘରେ ହବ । ଏହି ରାଶିଙ୍କ ଜୀବନରେ ସବୁ କିଛି ଭଲ ହବ ଯାହା ବିବାହ ହୋଇ ନାହିଁ ତାଙ୍କ ପାଇଁ ପ୍ରସ୍ତାବ ଆସିବ । ଏହି ରାଶି ଲୋକଙ୍କ ଶରୀର ସ୍ଵସ୍ଥ ରହିବ ଯଦି ବହୁତ ସମୟ ଧରି କୌଣସି କଷ୍ଟ ଦ୍ଵାରା ପୀଡିତ ଅଛନ୍ତି ତେବେ ତାହା ଭଲ ହବ ଓ ଆପଣଙ୍କ ଜୀବନରେ ସୁଖ ଆସିବ । ଏହି ରାଶିଙ୍କ ଆର୍ଥିକ ସମସ୍ଯା ଦୂର ହବା ସହ ଧନ ବର୍ଷା ହବ ଓ ଚାକିରି ନଥିବା ଲୋକଙ୍କୁ ଚାକିରି ମିଳିବ ।
ମା ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ତୁରନ୍ତ ପୂର୍ଣ୍ଣ ହବ ଆପଣଙ୍କ ବହୁତ ଶୁଭ ସମୟ ଆସି ଯାଇଛି ଯଦି କିଛି ନୂଆ କରିବା ପାଇଁ ଇଛା ତେବେ ବର୍ତମାନ କରନ୍ତୁ ଦେଖିବେ ବହୁତ ଭଲ ଫଳ ପ୍ରାପ୍ତି ହବ । ତେବେ ଯେଉଁ ରାଶିଙ୍କ ପାଇଁ ଏହି ବୃହସ୍ପତି ଚଳନ ଶୁଭ ଅଟେ ତାଙ୍କ ନାମ ଏହା ଅଟେ ବୃଷ, କର୍କଟ, କନ୍ୟା, ଧନୁ ଓ ମୀନ ରାଶି ।

ଅଶୁଭ ଫଳ ଦାଇ :
ଆମେ ଆପଣଙ୍କୁ ଯେଉଁ ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ସେହି ରାଶିଙ୍କ ସମୟ ବହୁତ ଖରାପ ଆସିବାକୁ ଯାଉଛି, ଏହି ରାଶିଙ୍କ ଭଲ କାମ ମଧ୍ୟ ଖରାପ ହବ, ସମ୍ପର୍କ ଭାଙ୍ଗିବୀ ପାରେ ସତର୍କ ରୁହନ୍ତୁ । ନିଜ ଜୀବନରେ କାହାକୁ ବର୍ତମାନ କି କେବେ କଷ୍ଟ ଦିଅନ୍ତୁ ନାହିଁ ନଚେତ ବହୁତ କିଛି ଖରାପ ହୋଇଯିବ । ଆପଣଙ୍କୁ ନିଜ ବୃହସ୍ପତିଙ୍କୁ ଶାନ୍ତ କରିବା ପାଇଁ ଅଧିକରୁ ଅଧିକ ହଳଦିଆ ବସ୍ତ୍ର ପିନ୍ଧନ୍ତୁ ଓ ହଳଦିଆ ଜିନିଷ ଦାନ କରନ୍ତୁ ଦେଖିବେ କିଛି ଅଣିଷ୍ଠ କଟିଯିବ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।