ବ୍ୟକ୍ତି ଭିତରେ ଥିଲେ ଏହି ୫ଟି ଲକ୍ଷଣ, ଭଗବାନ ବିଷ୍ଣୁ ନିଜେ କରନ୍ତି ସେମାନଙ୍କ ରକ୍ଷା- Krishna Vani

ଯେଉଁ ଲୋକଙ୍କୁ ଭଗବାନ ବିଷ୍ନୁଙ୍କ କୃପା ପ୍ରାପ୍ତ ହୋଇଥାଏ ତାଙ୍କ ଭିତରେ ଏହି ଲକ୍ଷଣ ଥାଏ । ତାଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ବହୁତ କୃପା ରହିଥାଏ । ଏମିତି ଭାଗ୍ୟଶାଳୀ ବ୍ୟକ୍ତି ବିଶ୍ବରେ ଆଉ କେଉଁଠି ନଥିବ । ଆପଣଙ୍କୁ ଏହି ସଂସାରର ମହାନ ବ୍ୟକ୍ତି ନିଶ୍ଚିତ ଭାବରେ ବନାଇ ଦେବ । ଯଦି ଆପଣନାକ ପୁତ୍ର ଓ ପୁତ୍ରୀ ଭିଆରେ ଏହି ଲକ୍ଷଣ ରହିଛି ଆପଣ ପୁଣ୍ୟବାନ ଅଟନ୍ତି । ଭଗବାନ ବିଷ୍ଣୁ ଯିଏ ସ୍ଵୟଂ ପରମ ବ୍ରହ୍ମା ଅଟନ୍ତି, ସେ ଏହି ବ୍ରାହମଣ୍ଡକୁ ପ୍ରକଟ କରିଛନ୍ତି । ଏମିତି ଲକ୍ଷ ବ୍ରମ୍ହାଣ୍ଡ ଭଗବାନ ବିଷ୍ନୁଙ୍କ ଦ୍ଵାରା ନିର୍ମାଣ ହୋଇଥାଏ ଓ ନଷ୍ଟ ହୋଇଥାଏ ।


ଭଗବାନ ବିଷ୍ନୁଙ୍କ ଚାରୋଟି ହାତ ରହିଛି ଶଙ୍ଖ ଚକ୍ର ଗଦା ଓ ପଦ୍ମ ରହିଛି । ଭଗବାନ ବିଷ୍ନୁଙ୍କ ରଙ୍ଗ ପାଣିରେ ଭରା ବାଦଲ ଭଳି ଅଟେ । ବିଷ୍ଣୁ ଭଗବାନ କ୍ଷୀର ସାଗରରେ ସେସ ନାଗ ସୟନରେ ବିରାଜ ମାନ ଅଟନ୍ତି । ସମସ୍ତ ସଂସାରର ଲକ୍ଷ୍ମୀ ତାଙ୍କ ଚରଣରେ ବିରାଜମାନ ଅଟନ୍ତି । ତାଙ୍କୁ ତ୍ରିଗୁଣା ଅତୀତ ବୋଲି କୁହାଯାଇଥାଏ । ସେ କାହାର ମୋହ ଅଟେ ନା କ୍ରୋଧ ଅଛି ନା କୌଣସି କଥାର ଅହଂକାର ରହିଛି । ଏହି ସଂସାରରେ ମନୁଷ୍ୟ ଦ୍ଵାରା କରାଯାଇଥିବା ସବୁ ଖରାପ କର୍ମର ଫଳ ତାଙ୍କ ଦ୍ଵାରା ପ୍ରାପ୍ତ ହୋଇଥାଏ ।


ଭକ୍ତ କୌଣସି ଦେବତାଙ୍କ ଆରାଧନା କରୁ ସେ ଅନ୍ତରେ ଶ୍ରୀହରିଙ୍କ ଧାମକୁ ଯାଇଥାଏ ଓ ମୁକ୍ତି ପାଇଥାଏ ।  ଯେଉଁ ମନୁଷ୍ୟ ଉପରେ ଭଗବାନଙ୍କ ବିଶେଷ କୃପା ରହିଥିବ ନା ତାକୁ ମୃତ୍ୟୁର ଭୟ ରହିଛି ନା ଜୀବନର ଅତ୍ୟଥିକ ମୋହ । ଆଜି ଆମେ ଏହି ଲେଖାରେ ଆମେ କହିବୁ ଭଗବାନ ବିଷ୍ନୁଙ୍କ କୃପା ପାଇଥିବା ଲୋକଙ୍କ ବିଷୟରେ । ଆଲୋଚନା କରିବା ତାଙ୍କ ଶୁଭ ଲକ୍ଷଣ ବିଷୟରେ । ଭଗବାନ ବିଷ୍ନୁଙ୍କ କୃପା ପାଇଥିବା ବ୍ୟକ୍ତି ସ୍ୱଭାବରେ ଶାନ୍ତ ହୋଇଥିବ ଓ କମ କହିବା ବାଲା ଓ ଧୀର  ବୁଦ୍ଧିମାନ ସ୍ଵଭାବର ହୋଇଥାନ୍ତି ।


ପ୍ରାଚୀନ ଗ୍ରନ୍ଥ ହିସାବରେ ଏମିତି ବ୍ୟକ୍ତି ତେଜସ୍ବୀ ଓ ଇଶ୍ଵର ଉପରେ ଆସ୍ଥା ରଖିବା ବାଲା ହୋଇଥାନ୍ତି । ବହୁତ ଖରାପ ସମୟରେ ମଧ୍ୟ ସତ୍ୟ ପଥରୁ ବିମୁଖ ହୋଇନଥାଏ । ଆଉ ସବୁବେଳେ ସତ କର୍ମ କରିଥାନ୍ତି । ବିଷ୍ଣୁଙ୍କ କୃପା ପାଇଥିବା ବ୍ୟକ୍ତି ଜ୍ଞାନ ପ୍ରାପ୍ତି ଆଡକୁ ସବୁବେଳେ ଆକର୍ଷିତ ହୋଇଥାନ୍ତି । ଆଉ ସେ କାହାକୁବି ଭେଦ ଭାବ କରିନଥାନ୍ତି । କ୍ରୋଧ ଲୋଭ ଭଳି ଦୁର୍ଗୁଣ ଠୁ ବହୁତ ଦୂରରେ ରହିଥାଏ । ଭଗବାନ ବିଷ୍ଣୁଙ୍କ ପ୍ରିୟ ବ୍ୟକ୍ତି ସ୍ତ୍ରୀ ମାନଙ୍କୁ ସନମାନ ଦେଇଥାନ୍ତି ଓ ବଡ ମାନଙ୍କର ଆଦର କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *