ସିରିଅଲ୍ ‘Maharana Pratap’ରେ ମହାରାଣୀର ଅଭିନୟ କରିଥିବା ଛୋଟ ଝିଅ ଆଜି ହୋଇଯାଇଛନ୍ତି ଏତେ Hot ଓ Bold

ବଲିଉଡ ହେଉ ବା ସିରିଅଲ୍ ଜଗତ ସବୁ ଜାଗାରେ ଛୁଆଙ୍କୁ ଦର୍ଶକ ମାନଙ୍କ ଦ୍ଵାରା ବହୁତ୍ ପସନ୍ଦ କରା ଯାଇଥାଏ । ଛୁଆଙ୍କ ଅଭିନୟ ବହୁତ୍ ପସନ୍ଦ କରା ଯାଉଥିଲା ଆଉ ଏବେ ବି ଛୁଆଙ୍କ ଅଭିନୟ ବଡ ମାନଙ୍କ ଠାରୁ ଅଧିକ ଦର୍ଶକ ମାନଙ୍କୁ ପସନ୍ଦ ହୋଇଥାଏ । ସିରିଅଲ୍ ରେ ଛୁଆ କଳାକାର ଆପଣଙ୍କୁ ନିଶ୍ଚିନ୍ତ ଦେଖା ଯିବେ କାହିଁକି ନା ଛୁଆଙ୍କ ବିନା କାହାଣୀ ଭଲ ଲାଗେ ନାହିଁ ।

ତେବେ ଆଜି ଆମେ ଆପଣଙ୍କୁ ଯାହା ବିଷୟରେ କହିବାକୁ ଯାଉଛୁ ତାଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ତାଙ୍କ ନା ହେଲା ରୋଷନି ୱାଲିଆ ଯିଏ ମହାରାନା ପ୍ରତାପ ସିରିଅଲ୍ ରେ ମହାରାଣୀ ରୂପରେ ଅଭିନୟ କରିଥିଲେ କିନ୍ତୁ ସେହି ସମୟରେ ତାଙ୍କ ବୟସ ବହୁତ୍ କମ ଥିଲା ।

ବର୍ତମାନ ସମୟରେ ସେ ବହୁତ୍ ବଡ ହେଇ ଯାଇଛନ୍ତି ଆଉ ଇନଷ୍ଟାଗ୍ରାମ ରେ ତାଙ୍କ ଫଟୋ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ । ରୋଶନି ବହୁତ୍ ଛୋଟ ଶହର ଇଲାହାବାଦ ରୁ ଆସିଛନ୍ତି ଆଉ ନିଜ ପରିବାର ସହ ମୁମ୍ବାଇ ରେ ରହୁଛନ୍ତି ।

ତେବେ ତାଙ୍କୁ ବହୁତ୍ ସିରିଅଲ୍ ରେ କାମ କରିବା ପାଇଁ ଚାନ୍ସ୍ ମିଳିଥିଲା ଆଉ ଏହା ପରେ ସେ ବହୁତ୍ ପ୍ରସିଧ ମଧ୍ୟ ହୋଇଥିଲେ ଏହା ଛଡ଼ା ସେ କେତେକ ବିଜ୍ଞାପନ ରେ ମଧ୍ୟ କାମ କରିଥିଲେ ଆଉ ତାଙ୍କ ଅଭିନୟ କେତେକ ଡାଇରେକ୍ଟର ମାନଙ୍କୁ ମଧ୍ୟ ବହୁତ୍ ପସନ୍ଦ ଆସିଥିଲା ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା କଥା କହିବୁ ଯାହା ଆପଣ ମାନେ ଜାଣି ନଥିବେ ଏତେ କମ ବୟସରେ ମଧ୍ୟ ରୋସନି ନିଜ କାମ ଆଉ ପାଠକୁ ସଠିକ୍ ସମୟ ଦେଉଥିଲେ ଏହା ଛଡ଼ା ସେ ଅଭିନୟ ସହ ପାଠରେ ମଧ୍ୟ ବହୁତ୍ ଭଲ ରହିଛନ୍ତି ବର୍ତମାନ ତାଙ୍କ ସ୍କୁଲ ପାଠ ସମାପ୍ତ ହୋଇ ଯାଇଛି ଆଉ ସେ ବଡ ମଧ୍ୟ ହୋଇ ଯାଇଛନ୍ତି । ଆପଣ ମାନେ ତାଙ୍କ ହଟ ଫଟୋ ଇନଷ୍ଟା ରେ ମଧ୍ୟ ଦେଖିବାକୁ ପାଇଥିବେ ।

ତେବେ ସିରିଅଲ୍ ମାହାରାନା ପ୍ରତାପ ପରେ ରୋଷନୀ ଙ୍କୁ ବହୁତ୍ କମ ଦେଖା ଯାଇଥିଲା ଏହାର କାରଣ ଥିଲା ଯେ ତାଙ୍କୁ ନିଜ ପାଠରେ ଅଧିକ ଧ୍ୟାନ ଦବା ଆବଶ୍ୟକ ଥିଲା ସେଥିପାଇଁ ସେ ପାଠ ସମୟରେ ଆଉ କିଛି ଉପରେ ଧ୍ୟାନ ଦେଲେ ନାହିଁ କିନ୍ତୁ ପାଠ ସରିବା ପରେ ସେ ଅଭିନୟ ପାଇଁ ପୂର୍ଣ୍ଣ ଭାବରେ ରେଡି ଅଛନ୍ତି ଆଉ ତାଙ୍କ ଫଟୋ ଦେଖି ଆପଣ ମଧ୍ୟ କହିବେ ଜେ ସେ ଅଭିନେତ୍ରୀ ଭାବରେ କାମ କରିବା ପାଇଁ ରେଡି ଅଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *