ଶୋଇବା ବେଳେ ନିଜ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି ୬ ଟି ଜିନିଷ- Vastu Tips

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମଣିଷର ସକାଳୁ ଉଠିବାର ସମୟ ହେଉଛି ବ୍ରହ୍ମ ମୁହୂର୍ତ । ଯେଉଁ ମନୁଷ୍ୟ ବ୍ରହ୍ମ ମୁହୂର୍ତରେ ଉଠିଥାଏ ସେ ତାଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଅଇସୁର୍ଜ୍ୟ ଲାଭ କରିଥାଏ । ବ୍ରହ୍ମ ମୁହୂର୍ତରେ ଉଠିଥିବା ଲୋକଙ୍କୁ କୌଣସି ଦୁଃଖ କଷ୍ଟର ସାମ୍ନା କରିବାକୁ ପଡିନଥାଏ । ଏହିଭଳି ଲୋକଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ଉପରେ କୃପା ଦ୍ରୁଷ୍ଟି ରହିଥାଏ । ମା ଲକ୍ଷ୍ମୀ ଏହିଭଳି ଲୋକଙ୍କ ପାଖରେ ସବୁବେଳେ ରହିବାକୁ ପସନ୍ଦ କରିଥାନ୍ତି । ସକାଳୁ ନେଇ ରାତି ପର୍ଯ୍ୟନ୍ତ କରାଯାଇଥିବା ସବୁ ପ୍ରକାର କାର୍ଯ୍ୟ ପାଇଁ ବହୁତ ମହତ ପ୍ରକାର ଜ୍ଞାନ ଦିଆଯାଇଛି । ଯାହା ଆଜି କଳିର ବିଜ୍ଞାନିକ ଦ୍ରୁଷ୍ଟି କୋଣରୁ ମଧ୍ୟ ଲାଭ ଦାୟକ ହୋଇଥାଏ ।

ଯାହା ଆମର ଋଷିମୁନି ମାନେ ହଜାର ବର୍ଷ ପୂର୍ବେ କହିଥିଲେ ତାହା ବିଜ୍ଞାନ ଆଜି ଆମକୁ ବତାଉଛି । କିନ୍ତୁ କିଛି ମନୁଷ୍ୟ ଏହି ପ୍ରାଚୀନ କଥା ମାନକୁ ଧ୍ୟାନ ଦେଇନଥାନ୍ତି । ଶସ୍ତ୍ର ଅନୁସାରେ ସବୁଦିନ ରାତିରେ ଶୋଇବା ସମୟରେ ଆମ ଦ୍ଵାର କିଛି ଏମିତି ଭୁଲ ହୋଇଥାଏ । ଯାହା ଦ୍ଵାରା ଆମ ଜୀବନରେ ବିପଦ ଆସିବା ଆରମ୍ଭ ହୋଇଥାଏ ଏବଂ ଏହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ।  ମଣିଷ ଶୋଇବା ସମୟରେ କିଛି ଜିନିଷ ରଖିବା ଉଚିତ ନୁହେଁ । କାହିଁକି ନା ଏହି ଜିନିଷରୁ ବାହାରୁଥିବା ନକରାତ୍ମକ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ।


ବସ୍ତୁ ଶାସ୍ତ୍ରରେ ଏହା କୁହାଯାଇଛିକି ଏହି ଜିନିଷ ଯଦି କିଏ ନିଜ ପାଖରେ ରଖୀ ସୋଇଥାଏ ତାଙ୍କ ଜୀବନରେ ଆର୍ଥିକ ସଙ୍କଟ ମଧ୍ୟ ଆସିଥାଏ । ତାହାର ପରିବାରରେ କ୍ଲେଶ ବଢିବାକୁ ଲାଗିଥାଏ ଏବଂ ଘରେ  ବିମାରୀର ବାତାବରଣ ଦେଖାଦିଏ । ଏହି କାରଣରୁ ଘରର ଖର୍ଚ ମଧ୍ୟ ବଢିଯାଏ । ଖାସ କରି ମହିଳାମାନଙ୍କୁ ଶୋଇବା ସମୟରେ ନିଜ ପାଖରେ ଏହି ଜିନିଷ ନରଖିବା ଉଚିତ ।ତେବେ ଆଜିର ବିଡିଓରେ ଆମେ ଆପଣଙ୍କୁ ଜଣାଇବୁକୀ  ଏପରି କିଛି ଜିନିଷକୁ ନିଜ ପାଖରେ ରଖିବା ଉଚିତ ନୁହେଁ ।  ବାସ୍ତୁଶାସ୍ତ୍ର ଅନୁସାରେ ମଣିଷକୁ ଶୋଇବା ସମୟରେ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ରଖିବା ଉଚିତ ନୁହେଁ ।


ଅର୍ଥାତ ଆପଣଙ୍କ ପଦ ଉତ୍ତର ପଶ୍ଚିମ ଦିଗକୁ ରଖିବା ଉଚିତ । ଆଉ ଆପଣଙ୍କ ମୁଣ୍ଡ ଦକ୍ଷିଣ ଓ ପୂର୍ବ ଦିଗକୁ ରହିବା ଉଚିତ । ଏମିତି କରିବା  ଦ୍ଵାରା ମଣିଷର ଶରୀରରେ ସକାରାତ୍ମକ ଊର୍ଜା ପ୍ରବେଶ କରିଥାଏ । ଏବଂ ଜୀବନରେ ସେ ସବୁବେଳେ ଉନ୍ନତି କରିଥାଏ । କିଛି ଲୋକ ଏହି ଭୁଲ କରିଥାନ୍ତିକି ଶୋଇବା ସମୟରେ ତାଙ୍କ ମୁଣ୍ଡ ସମୟରେ ପାଣି ରଖିବାକୁ ପସନ୍ଦ କରିଥାନ୍ତି ।

ବାସ୍ତୁ ଶାସ୍ତ୍ରରେ ଏହାକୁ ଅଶୁଭ ମାନିଥାନ୍ତି, ଶୋଇବା ସମୟରେ ମୁଣ୍ଡ ପାଖରେ ପାଣି ରଖିବା ଦ୍ଵାରା ବ୍ଯକ୍ତିର ଚନ୍ଦ୍ରମା ପ୍ରଭାବିତ ହୋଇଥାଏ । ଏହାଦ୍ବାରା ତାର  ପ୍ରଭାବ ମାନସିକ ସ୍ଥିତି ଉପରେ ପଡିଥାଏ । ଶୋଇବା ସମୟରେ ଧ୍ୟାନ ଦେବେକି ଖଟ ତଳେ ଜୋତା ଚପଲ ରଖନ୍ତୁ ନହିଁ । ଏହା ଦୁର୍ଭାଗ୍ୟକୁ ଆମତ୍ରଣ କରିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *