ବଲିଉଡ ଓ ସାଉଥ୍ ଇଣ୍ଡଷ୍ଟ୍ରିର ଏହି Famous ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଅଛି ଶାଳି ଭିଣେଇ ସମ୍ପର୍କ

ବଲିଉଡ ଜଗତ ଏମିତି ଗୋଟେ ଜଗତ ଯେଉଁଠାରେ କାହାକୁ ଯିଏ ପସନ୍ଦ ଆସିଲା ସେ ତା ସହ ବିବାହ କଲେ । ଏଠି କିଏ କୌ ଜାତିର ଧର୍ମର କେହି ପଚାରନ୍ତି ନାହଁ ଯାହାକୁ ଯିଏ ପସନ୍ଦ ଆସିଲା ସେ ତାକୁ ବିବାହ କରନ୍ତି ତେବେ ଏହି ଭଳି କିଛି ସମ୍ପର୍କ ଯିଯା ଶାଳିର ଅଛି ଯାହା ପୁରା ଦେଶରେ ଫେମସ ଅଛି । ତେବେ ଆଜି ଆମେ ଆପଣଙ୍କୁ ସବୁଠାରୁ ମଜାଳିଆ ଜୀଯା ଶାଳୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ୍ କମ ଲୋକ ଜାଣିନଥିବେ ।

ଅକ୍ଷୟ ଓ ରିଙ୍କି ଖନ୍ନା :

ଅକ୍ଷୟ କୁମାର ବଲିଉଡ ଦୁନିଆ ଉପରେ ଆଜି ରାଜ କରୁଛନ୍ତି କିନ୍ତୁ ଗୋଟେ ସମୟ ଏମିତି ମଧ୍ୟ ଥିଲା ଯେତେବେଳେ ସେ କାମ ମାଗୁଥିଲେ କିନ୍ତୁ ତାଙ୍କୁ କେହି ପଚାରୁ ନଥିଲା । ବର୍ତମାନ ଅକ୍ଷୟ ନିଜ ପରିଶ୍ରମ। ଦ୍ବାରା ବହୁତ୍ ଭଲ ପାଇବା ଓ ସମ୍ମାନ ପାଇଛନ୍ତି । ଅକ୍ଷୟ ନିଜ ଶାଳୀ ରିଙ୍କି ଶହ ବହୁତ୍ ମଜା କରନ୍ତି ଓ ତାଙ୍କ ସମ୍ପର୍କ କେତେ ଭଲ ତାହା ତାଙ୍କ କଥା ବାର୍ତାରୁ ଜଣା ପଡ଼ିଥାଏ ।

କାଜଲ ଅଗ୍ରୱାଲ ଓ କରନ ବଲୁଚା :

କାଜଲ ଅଗ୍ରୱାଲ କେତେ ଚୁଲବୁଲି ଅଭିନେତ୍ରୀ ତାହା ଆପଣ ସିନେମା ମାନଙ୍କରେ ଦେଖିବାକୁ ପାଇଥିବେ ତେବେ ଏହି ଭଳି ସମ୍ପର୍କ ତାଙ୍କର ନିଜ ଜିଯାଙ୍କ ଶହ ମଧ୍ୟ ଅଛି । ସେ ନିଜ ଜିଯାଙ୍କୁ ବହୁତ୍ ପଶନ୍ଦ କରନ୍ତି ବାପା ଭଳି ମାନନ୍ତି ସେଥିପାଇଁ ନିଜ ଜିବନ ସବୁ ନିଷ୍ପତ୍ତି ବିଷୟରେ ସେ ନିଜ ଯିଯାଙ୍କୁ ନିଶ୍ଚିନ୍ତ କୁହନ୍ତି । ଦୁହିଁଙ୍କ ମଧ୍ୟ ପ୍ରେମ ଦେଖି କେହି କହିବନି ଯେ ସେ ଜିଜା ଶାଳୀ ଅଟନ୍ତି ।

ନଗମା ଓ ସୂର୍ଯ୍ୟ :

ଆପଣ ମାନେ ହିନ୍ଦୀ ଚାଳଚିତ୍ର ରେ ନଗମାଙ୍କୁ ଦେଖିବାକୁ ପାଇଥିବେ ସେ ବହୁତ୍ ଚାଳଚିତ୍ରରେ କାମ କରୁଛନ୍ତି ଓ ବହୁତ୍ ଫିଲ୍ମ୍ ସୁପର ଡୁପର ହିଟ ମଧ୍ଯ ହୋଇଛି । ତାଙ୍କ ସାନ ଭଉଣୀ ସାଉଥ୍ ସୁପର ଷ୍ଟାର ସୂର୍ଯ୍ୟ ସହ ବିବାହ କରିଛନ୍ତି । ନଗମା ଓ ସୂର୍ଯ୍ୟ ସମ୍ପର୍କ ବହୁତ୍ ବିଶେଷ ଅଟେ କାହିଁକିନା ଦୁହେଁ ଦୁହିଁଙ୍କୁ ସମ୍ମାନ ମଧ୍ୟ କରନ୍ତି ଆଉ ଦୁହେଁ ଦୁହିଁଙ୍କୁ ହଇରାଣ ମଧ୍ୟ ବହୁତ୍ କରନ୍ତି ।

ମହେଶ ବାବୁ ଓ ଶିଳ୍ପା ସିରୋଧ୍କର :

ମହେଶ ବାବୁଙ୍କୁ କିଏ ଅବା ଜାଣି ନାହୁଁ ମହେଶ ବାବୁ ସାଉଥ୍ ଦୁନିଆର ବହୁତ୍ ବଡ ନାମ୍ ଅଟନ୍ତି । ତେବେ ଆପଣ ମାନେ ଜାଣିଥିବେ ଯେ ମହେଶ ବାବୁ ନମ୍ରତା ସିରୋଧକର ଶହ ବିବାହ କରୁଛନ୍ତି ଓ ତାଙ୍କ ଭଉଣୀ ଶିଳ୍ପା ସିରୋଧକର ଅଟନ୍ତି ଯିଏ ସମ୍ପର୍କରେ ମହେଶ ବାବୁଙ୍କ ଶାଳୀ ଅଟନ୍ତି । ଦୁହିଁଙ୍କ ମଧ୍ୟରେ ବହୁତ୍ ଭଲ ସମ୍ପର୍କ ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *