6 ଫୁଟର ବନ୍ଦ କୋଠରିରେ ପୁଅ ଭୋଗୁଛି ନ-ର୍କ ଯ-ନ୍ତ୍ର-ଣା, କାନ୍ଦି କାନ୍ଦି ମା ଜଣଙ୍କ କହିଲେ ଏମିତି, ଦେଖି ଆପଣଙ୍କ ହୃଦୟ ବି କାନ୍ଦିବ- ଦେଖନ୍ତୁ Video

ଆମ ସମାଜରେ ଏମିତି କିଛି ହୃଦୟ ବିଦାରକ ଘ-ଟ-ଣା ପ୍ରତି ଦିନ ଘଟୁଛି ଯାହାକୁ ଦେଖିଲେ ବିଶ୍ଵାସ କରି ହେବ ନାହି । ଏହି ଭି-ଡି-ଓରେ ଯେଉଁ ଦୃଶ୍ୟ ଦେଖା ଯାଇଛି ତାହା ହେଉଛି ଜଣେ ଯୁବକ ଯାହାଙ୍କର ନାଁ ହେଉଛି ନିରାକାର ଯିଏ କି ଗତ ୧୦ ବର୍ଷ ହେବ ନିଜର ମା-ନ-ସି-କ ଭା-ର-ସା-ମ୍ୟ ହରାଇ ପା-ଗ-ଳ ହୋଇ ଯାଇଛନ୍ତି ।

ଗୋଟେ ବ-ନ୍ଦ କୋଠରି ଭିତରେ ନିରାକାରଙ୍କୁ ବ-ନ୍ଦ କରି ରଖା ଯାଉଛି । ତାଙ୍କ ମାଙ୍କ କହିବା ଅନୁସାରେ ତାଙ୍କର ରୋଜଗାର କରୁଥିବା ପୁଅ ବର୍ତ୍ତମାନ ନିଜର ମା-ନ-ସି-କ ଭା-ର-ସା-ମ୍ୟ ହରାଇଛି । ସେଥିପାଇଁ ତାର ସ୍ତ୍ରୀ ଓ ଦୁଇ ଝିଅ ସହ ତାଙ୍କ ସାନ ଭାଇ ମଧ୍ୟ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି । ନିରାକାର ପା-ଗ-ଳ ହେବ ପରେ ଗାଁ ଲୋକ ମାନଙ୍କୁ ମା-ର-ଧ-ର କରିବା ସହ ଘର ଲୋକ ମାନଙ୍କୁ ମଧ୍ୟ ମା-ଡ ମା-ରନ୍ତି ।

ସେଥିପାଇଁ ତାଙ୍କ ପରିବାର ଲୋକେ ତାଙ୍କୁ କଟକ, ଭୁବନେଶ୍ଵର ହସପିଟାଲରେ ଦେଖାଇବା ସହ ରାଞ୍ଚି ମଧ୍ୟ ଚିକିତ୍ସା ପାଇଁ ନେଇଥିଲେ । ରାଞ୍ଚିରେ କିଛି ଦିନ ଚିକିତ୍ସା ହେବା ପରେ ନିରାକାର କିଛି ମାତ୍ରାରେ ଠିକ ହୋଇ ଯାଇଥିବାରୁ ସେଠିକାର ଡାକ୍ତର ମାନେ ତାଙ୍କୁ ଛାଡି ଦେଇଥିଲେ । ଏହା ପରେ ନିରାକାର ଗାଁ କୁ ଫେରିବା ପରେ କିଛି ଦିନ ଭଲ ଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କର ମା-ନ-ସି-କ ଅବସ୍ଥା ପୁଣି ଥରେ ବି-ଗି-ଡି ଯାଇଥିଲା । ଯାହା ଦ୍ଵାରା ସେ ଲୋକ ମାନଙ୍କର କ୍ଷ-ତି କରିବା ଆରମ୍ଭ କରିଦେଲେ ।

ନିରାକାରଙ୍କର ଏଭଳି ଆଚରଣ ଦେଖିବା ପରେ ତାଙ୍କ ପରିବାର ଲୋକେ ଘର ବାହାରେ ଏକ ୬ଫୁଟର କୋଠରି କରି ତାଙ୍କୁ ଗତ ୧୦ ବର୍ଷ ହେବ ବ-ନ୍ଦୀ କରି ରଖିଛନ୍ତି । ସେହି ବ-ନ୍ଦ କୋଠରିରେ ତାଙ୍କୁ ଖାଇବାକୁ ଦିଆ ଯାଉଛି । ତାଙ୍କ ସ୍ତ୍ରୀ ନିଜ ସ୍ବାମୀର ଜୀବନ ରକ୍ଷା ପାଇଁ ନିଜର ସୁନା ଗହଣା ବିକ୍ରି କରି ଚିକିତ୍ସା କରିଥିଲେ ମଧ୍ୟ ନିରାକାର ଭଲ ହୋଇ ନ ଥିଲେ । ନିରାକାର ଏପରି ଆଚରଣ କରୁଥିଲେ ଯେ କେବେ କୁଆଡେ ପଳାଇ ଯାଆନ୍ତି ତ ଭାତ ହାଣ୍ଡି ଫୋପାଡି ଦିଅନ୍ତି ।

ତାଙ୍କ ମା କହିଛନ୍ତି ଯେ ବେଳେବେଳେ ତାଙ୍କ ପୁଅ ତାଙ୍କୁ ମା ଡାକ କରି ଡାକିଥାଏ ଯାହାକୁ ଶୁଣିବା ପରେ ନିରାକାରଙ୍କ ବୁଢୀ ମା ପୁଅକୁ ଦେଖିବା ପାଇଁ ସେହି କୋଠରି ବାହାରେ ସେମିତି ଛିଡା ହୋଇ ରହିଥାନ୍ତି । ବର୍ଷ ବର୍ଷ ଧରି ଏପରି ଚାଲିବା ପରେ ବାଧ୍ୟ ହୋଇ ତାଙ୍କ ଘର ଲୋକେ ଏଭଳି ଏକ କୋଠରି କରି ତାଙ୍କୁ ରଖିଛନ୍ତି ଯାହା ଅତି ଦୁଖଦାୟକ କଥା ଅଟେ । ନିରାକାରଙ୍କର ଚିକିତ୍ସା ଓ ତାଙ୍କ ପରିବାରର ଭରଣ ପୋଷଣ ପାଇଁ ତାଙ୍କ ପରିବାର ଲୋକ ସରକାରଙ୍କ ଠାରୁ କିଛି ସାହାଜ୍ଯର ନିବେଦନ କରିଛନ୍ତି ।

ଯଦି ସରକାର କିଛି ପ୍ରକାରର ଆର୍ଥିକ ସାହାଜ୍ଯ କରିବେ ତେବେ ହୁଏ ତ ଗୋଟେ ନିରୀହ ଲୋକର ଜୀବନ ପୁଣି ଥରେ ନୂଆ କରି ଆରମ୍ଭ ହୋଇ ପାରିବ ସହ ସେ ତା ପରିବାର ସହ ହସ ଖୁସିରେ ରହି ପାରିବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *