Ollywood ସୁପରଷ୍ଟାର Anubhab Mohantyଙ୍କ ଭାଉଜ Barshaଙ୍କ ଠାରୁ ଅଧିକ ସୁନ୍ଦର, ଦେଖନ୍ତୁ Photo

ବନ୍ଧୁଗଣ, ଆପଣ ମାନେ ଓଡିଆ ଓଲିଉଡ ଜଗତର କିଙ୍ଗ “ଅନୁଭବ ମହାନ୍ତି” ଙ୍କୁ ବେସ ଭଲ ଭାବେ ଜାଣିଛନ୍ତି । “ଅନୁଭବ ମହାନ୍ତି” ଜଣେ ଆଗଧାଡିର ଲୋକ ପ୍ରିୟ ଅଭିନେତା ସହିତ ପଲିଟିସିୟନ ମଧ୍ୟ ଅଟନ୍ତି । ଅନୁଭବ ନିଜର ଅଭିନୟ କାରିୟର ର ଆରମ୍ଭ ୨୦୦୪ ମସିହାରେ କରିଥିଲେ ।

ଏହାପରେ ୨୦୧୩ ମସିହାରେ ରାଜନୀତି ଆରମ୍ଭ କରିଥିଲେ । ଅନୁଭବ ନିଜ ପ୍ରୋଫେସନାଲ ଲାଇଫ କୁ ନେଇ ଯେତେ ଚର୍ଚ୍ଚାରେ ରୁହନ୍ତି । ତାହାଠାରୁ ଅଧିକ ନିଜ ପର୍ଶନାଲ ଲାଇଫ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆପଣ ମାନେ ସମସ୍ତେ ଅନୁଭବ ମହାନ୍ତି ଙ୍କ ଫ୍ୟାମିଲି ବିଷୟରେ ଜାଣିଥିବେ, ମାତ୍ର ଆପଣ ତାଙ୍କ ଭାଇ ବୋହୂ ସମ୍ବନ୍ଧରେ କିଛି ଜାଣିଛନ୍ତି କି ?

ଯଦି ଆପଣ ଜାଣି ନାହାଁନ୍ତି ତେବେ ଆଜି ଆମ୍ଭେ ଆପଣ ମାନଙ୍କୁ ତାଙ୍କ ଭାଇବୋହୂ ଙ୍କ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିବାକୁ ଯାଉଅଛୁ । ଅନୁଭବ ଙ୍କ ପରିବାରରେ ତାଙ୍କ ବାପା ମା’ ଙ୍କ ସମେତ ତାଙ୍କର ଜଣେ ସାନ ଭାଇ ମଧ୍ୟ ରୁହନ୍ତି । ତାଙ୍କର ନାମ ହେଉଛି “ଅନୁପ୍ରାସ ମହାନ୍ତି” । ଅନୁଭବ ଜଣେ ଅଭିନେତା ତଥା ରାଜନେତା ହେବା ସଙ୍ଗେ ସଙ୍ଗେ ତାଙ୍କ ଭାଇ ଜଣେ ବିଜନେସମ୍ୟାନ ଅଟନ୍ତି । “ଅନୁପ୍ରାସ ମହାନ୍ତି” ୨୦୧୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । “ଅନୁପ୍ରାସ ମହାନ୍ତି” ଙ୍କ ସ୍ତ୍ରୀ ହେଉଛନ୍ତି, “ପ୍ରେରଣା ମହାନ୍ତି” ।

ପ୍ରେରଣା ଦେଖିବା ପାଇଁ ଯେତିକି ସୁନ୍ଦର ଅଟନ୍ତି, ତାହାଠାରୁ ଅଧିକ ପ୍ରତିଭାଶାଳୀ ମଧ୍ୟ ଅଟନ୍ତି । ଅନୁପ୍ରାସ ଏବଂ ପ୍ରେରଣା ଙ୍କ ବିବାହ କୁ ୬ ବର୍ଷ ପୁରୀ ଯାଇଥିଲେ ମଧ୍ୟ ବର୍ତ୍ତମାନ ସେ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଛନ୍ତି । ଅନୁପ୍ରାସ ଏବଂ ପ୍ରେରଣା ଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଅଧିକାଂଶ ସମୟରେ ଅନୁଭବ ନିଜ ଝିଆରୀ ତଥା ନିଜ ସାନଭାଇ ଙ୍କ ଝିଅ ସହିତ ଫଟୋଚିତ୍ର ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ଅପଲୋଡ କରୁଥିବାର ନଜର ଆସିଛନ୍ତି । ଅନୁଭବ ଙ୍କ ଫ୍ୟାନ୍ସ ମାନେ ଏହି କୁନି ଝିଅ ଟିକୁ ଅନୁଭବ ଙ୍କ ଝିଅ ବୋଲି ମାନେ କରିଥିଲେ ମାତ୍ର କ୍ୟୁଟ ଝିଅଟି ତାଙ୍କ ଭାଇଙ୍କ ଝିଅ ବୋଲି ସୂଚନା ମିଳିଅଛି ।

ଆପଣ ମାନେ ସମସ୍ତେ ବର୍ତ୍ତମାନ ଅନୁଭବ ଏବଂ ବର୍ଷା ଙ୍କ ବିବାଦ କିଭଳି ସୋ-ସି-ଆ-ଲ ମି-ଡି-ଆ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଅଛି ଭଲ ଭାବେ ଜାଣିଛନ୍ତି । ଅନୁଭବ ଏବଂ ବର୍ଷା ଙ୍କ ବିବାହ ପରେ ଉଭୟ ହସ ଖୁସି ରେ ଜୀବନ ବିତାଉଥିଲେ । ମାତ୍ର ଏହି ଖୁସି କ୍ଷଣିକ ନିମନ୍ତେ ଥିଲା । କୌଣସି ଏକ କାରଣ ରୁ ଝଗଡା ଲାଗି ଉଭୟ ଅଲଗା ହେବାର ନିଷ୍ପତ୍ତି ନେଲେ । ବର୍ତ୍ତମାନ ହାଇକୋର୍ଟ ରେ ଛାଡପତ୍ର ପାଇଁ ଅପିଲ କରିଛନ୍ତି ।

ମାତ୍ର ବର୍ତ୍ତମାନ ଅଭିନେତ୍ରୀ ବର୍ଷା ଅଭିନେତା ତଥା ସାଂସଦ ଅନୁଭବ ଙ୍କ ସାଥିରେ ରହିବାକୁ ଚାହୁଁଥିବା ବେଳେ, ଅନୁଭବ ଛାଡପତ୍ର ଦେବାକୁ ଚାହୁଛନ୍ତି । ଏ ନେଇ ମାନ୍ୟବର କୋର୍ଟ ନିଜର ନିଷ୍ପତ୍ତି ଶୁଣାଇ ନାହାନ୍ତି । କିନ୍ତୁ ଏ ନେଇ ଦର୍ଶକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମାତ୍ର ଆମ୍ଭର ଭଗବାନ ଙ୍କ ପାଖରେ ପାର୍ଥନା ଯେ ଉଭୟ ଏକାଠି ହୋଇଯାଆନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *