ଚାଉଳର ଚାରୋଟି ଦାନା କରିଥାଏ ଚମତ୍କାର, ଯଦି ଧନୀ ହେବାକୁ ଚାହୁଁଛନ୍ତି ତାହେଲେ ଚୁପଚାପ କରନ୍ତୁ ଏହି ଉପାୟକୁ

କେବେ କେହି ଗରିବ ହେବାକୁ ଚାହାଁନ୍ତି ନାହିଁ । ଯିଏ ଧନୀ ସେ ବି ସବୁବେଳେ ଏବଂ ଅଧିକ ପଇସା ରୋଜଗାର କରିବାକୁ ଚାହିଁଥାଏ । ଆପଣ ଦେଖିଥିବେ କି କେତେ ଥର କୌଣସି ଗରିବ ହଠାତ ଧନୀ ହେଇ ଯାଇଥାଏ ତ ଧନୀ ଗରିବ ହୋଇ ଯାଇଥାଏ । ଏହି ସବୁ ଖେଳ ଆପଣଙ୍କ ଘରର ସକାରାତ୍ମକ ଏବଂ ନକରାତ୍ମକ ଶକ୍ତିର ହୋଇଥାଏ । ଯେଉଁ ଘରେ ଅଧିକ ନକରାତ୍ମକ ଥାଏ ସେଠାରେ ପଇସା ବହୁତ ଦିନ ପର୍ଯ୍ୟନ୍ତ ରହି ନଥାଏ । ଏମିତି ଘରେ କିଛି ନା କିଛି କ୍ଷତି ହୋଇଥାଏ । ଏହି ଘରର ସଦସ୍ୟ ମାନଙ୍କର ଭାଗ୍ୟ ବି ବହୁତ ଖରାପ ହେବାକୁ ଲାଗିଥାଏ ।

ହିନ୍ଦୁ ଧର୍ମରେ ଏମିତି କିଛି ପୂଜା ହୋଇନଥାଏ ଯେଉଁଥିରେ ଅକ୍ଷତର ଉପଯୋଗ ହୋଇନଥାଏ ।

ସବୁ ପୂଜାରେ ଅକ୍ଷତ ଜରୁରୀ ବୋଲି କୁହାଯାଇଛି । ସବୁ ଶୁଭ କାର୍ଯ୍ୟରେ ଏବଂ ସବୁ ପୂଜା ବିଧାନରେ ଚାଉଳର ବ୍ୟବହାର କରାଯାଇଥାଏ । ପୂଜା କଳସ ଉପରେ ,ପୂଜା ଚୌକିରେ ,ମଥାରେ ଚନ୍ଦନ ସହିତ ବି ଚାଉଳ ଲଗାଯାଇଥାଏ । ଚାଉଳ ର ଉପଯୋଗ ଧର୍ମରେ ଶୁଭ ଏବଂ ଜରୁରୀ ବୋଲି କୁହାଯାଇଥାଏ ଏହା ସହିତ ହିଁ ଏହାର ସବନ୍ଧ ଜୋତିଷରେ ବି ଅଛି ।

ପ୍ରସନ୍ନ ହୋଇଥାନ୍ତି ଦେବୀ ଦେବତା

ସଂସୃତରେ ଚାଉଳକୁ ଅକ୍ଷତ ବି କୁହାଯାଇଥାଏ । ଅକ୍ଷତର ମାନେ ଅଖଣ୍ଡ ଅଟେ । ଶାସ୍ତ୍ରରେ କୁହାଯାଇଛି କି ଶୁଭକାର୍ଯ୍ୟରେ କୌଣସି ବି ଖଣ୍ଡିତ ବସ୍ତୁର ଉପଯୋଗ କରାଯାଏ ନାହିଁ । ଭଗବାନଙ୍କୁ ଅକ୍ଷତ ସମର୍ପିତ କରି ସମର୍ପିତ କରାଯାଇଥାଏ । ଶାସ୍ତ୍ରରେ କୁହାଯାଇଛି କି ଅକ୍ଷତର ମାତ୍ର ୪ଟି ଦାନା ଚଢାଇବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।

ଶିବଲିଙ୍ଗ ଉପରେ ନିହାତି ଚଢାନ୍ତୁ ଅକ୍ଷତ

ସୋମବାର ଦିନ ଆପଣ ଶିବଲିଙ୍ଗର ପୂଜା କରନ୍ତି ,ପୂଜାରେ ବସିବା ପୂର୍ବରୁ ଏକ କିଲୋ ଚାଉଳ ଶିବଲିଙ୍ଗ ପାଖରେ ରଖିଦିଅନ୍ତୁ ,ଯେତବେଳେ ପୂଜା ସରିବ ଏକ ମୁଠା ଚାଉଳ ନେଇ ଦୁଇଟି ହାତରେ ଶିବଲିଙ୍ଗ ଉପରେ ଚଢାନ୍ତୁ । ଏହାପରେ ବଳିଥିବା ଚାଉଳକୁ ବାଣ୍ଟି ଦିଅନ୍ତୁ । ଯଦି ଆପଣ ଏହି ଉପାୟକୁ ସବୁ ସୋମବାରରେ ଲଗାତାର କିଛି ମାସ କରିବେ ତାହେଲେ ଆପଣଙ୍କୁ ନିହାତି ଏହାର ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ ।

ଏହା ବି ହେଉଛି ଚାଉଳର ଫାଇଦା

ଚାଉଳର ଏହି ଉପାୟ ବି ଆପଣଙ୍କୁ ଲାଭ ଦେଇପାରେ । କୌଣସି ପୁର୍ଣିମା ବା ଶୁଭ ମୁହୂର୍ତରେ ସାନ୍ନ କରି ଲାଲ ରଙ୍ଗର ରେଶମୀ କପଡା ପିନ୍ଧନ୍ତୁ । ଚାଉଳର ୨୧ଟି ଦାନା ,ଯାହା ଭାଙ୍ଗି ନଥିବା ହଲଦିରେ ଗୋଳାଇ ଦିଅନ୍ତୁ । ତାହାକୁ କପଡାରେ ବାନ୍ଧି ମା ଲକ୍ଷ୍ମୀଙ୍କ ସାମନାରେ ରଖି ଭକ୍ତିର ସହିତ ପୂଜା କରନ୍ତୁ । ପୂଜାପରେ ଏହାକୁ ଆପଣଙ୍କ ଆଲମାରିରେ ରଖିଦିଅନ୍ତୁ ।ଏହାଦ୍ବାରା ବହୁତ ଲାଭହେବ ।

Leave a Reply

Your email address will not be published. Required fields are marked *