ଚକଲେଟ ବା ମିଷ୍ଟାନ ବାଣ୍ଟିବା ଦ୍ଵାରା କଣ ଲାଭ ହୋଇଥାଏ- Ajira Anuchinta

ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଉପାୟମାନ ରହିଅଛି ଯାହାକୁ କରିବା ଦ୍ଵାରା ଆପଣ ବହୁତ ଲାଭବାନ ହୋଇପାରିବେ । ବନ୍ଧୁଗଣ ଆଜିଭଳି ଦିନରେ ପଇସା ର ମହତ୍ଵ ବହୁତ ରହିଅଛି । ବିନା ଅର୍ଥ ରେ ସାଧାରଣ ମନୁଷ୍ୟ ଜୀବନଯାପନ କରିବା ଅସମ୍ଭବ ହୋଇଥାଏ । ବନ୍ଧୁଗଣ ଆମ ଜୀବନରେ ବାସ୍ତୁ ଶାସ୍ତ୍ର ର ମହତ୍ଵ ବହୁତ ମାତ୍ରାରେ ରହିଅଛି । ବସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ସେହି ଉପାୟ ଗୁଡିକ ର ପାଳନ କରନ୍ତି ତେବେ ଆପଣଙ୍କୁ ଧନୀ ହେବାଠାରୁ କେହି ଅଟକାଇ ପାରିବେ ନାହିଁ ।

୧- ଜ୍ଯୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ପୂର୍ଣ୍ଣିମା ରେ ପ୍ରାତଃ ସମୟରେ ସ୍ନାନ ସାରି ଓସ୍ତଗଛ ରେ ଜଳ ଦେଲେ, ଆପଣଙ୍କ ଘରେ ଥିବା ପଇସାର ଅଭାବ କ୍ରମଶ କମିବାରେ ଲାଗିବା ।

୨- ଆପଣ ମାନେ ଘରେ ଯେଉଁ ଜାଗାରେ ଅଟା ରଖିଥାନ୍ତି, ସେଠାରେ କିଛି ତୁଲସୀ ପତ୍ର ମିଶାଇ ରଖିବା ଉଚିତ । ଏହା ସହିତ ପ୍ରତ୍ୟକ ଶନିବାର ଅଟା ସହିତ କିଛି ଚଣାଗୁଣ୍ଡ ମିଶାଇବା ଦ୍ଵାରା ଆପଣଙ୍କର ବାସ୍ତୁ ଦୋଷ କଟିଥାଏ । ଏବଂ ପଇସାର ଅଭାବ ମଧ୍ୟ ଦୂର ହୋଇଥାଏ ।

୩- କୌଣସି ମାସର ଶୁକ୍ଲପକ୍ଷରେ ଗୋଟିଏ ନୋଟ ରେ ଲାଲ ସୂତା ଘୁଢାଇ ରାଧା-କୃଷ୍ଣ ଙ୍କ ଫଟୋ ପାଖେ ଲୁଚାଇ ରଖିବା ଉଚିତ, ଏହା କରିବା ଦ୍ଵାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ।

୪-  କୌଣସି ଏକ ଶୁଭଦିନରେ ଆପଣ ଏକ ରେଶମ କପଡା ରେ ୨୧ ଟି ଅରୁଆ ଚାଉଳ ରଖି ତାହାକୁ ମାତା ଲକ୍ଷ୍ମୀ ଙ୍କ ପାଖେ ପୂଜା କରାଇ ଆପଣ ରଖୁଥିବା ଟଙ୍କା ପଇସା ପାଖରେ ରଖିବା ଦ୍ଵାରା ଆପଣଙ୍କର ସମସ୍ତ ପଇସାର ଅଭାବ ଦୂର ହୋଇଥାଏ ।

୫- ବନ୍ଧୁଗଣ ଶୁକ୍ରବାର ଦିନ କାଳୀ ମା ଙ୍କ ମନ୍ଦିରରେ ଧୂପଦୀପ ଦେଇ ପୂଜା କରିବା ଦ୍ଵାରା ଏବଂ ମାନସିକ କରିବାଦ୍ବାରା ଘରେ ସମସ୍ତ ନାକାରାତ୍ମକ ଊର୍ଜା କ୍ଷୟ ହେବା ସହିତ ଆପଣଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିଥାଏ ।

୬- ଆପଣଙ୍କ ବ୍ୟବସାୟ ରେ ଉନ୍ନତି ନିମନ୍ତେ ନୀତିଦିନ ସକାଳୁ ଦୁଇଟି ତୁଲସୀ ପତ୍ର ଖାଇବା ଉଚିତ ଏବଂ ଏହା ସହିତ ପ୍ରତ୍ୟକ ବୁଧବାର ଦିନ ମନ୍ଦିରକୁ ଯାଇ ଗଣେଶଙ୍କୁ ଦର୍ଶନ କରିବା ଦ୍ଵାରା ଆପଣଙ୍କ ଆର୍ଥିକ ସମସ୍ଯା କ୍ଷୟ ହେବା ସହିତ ଆପଣଙ୍କ ଘରେ ଆନନ୍ଦର ଲହରୀ ଖେଳି ଉଠିଥାଏ ।

୭- ବନ୍ଧୁଗଣ ସୁଖ ଶାନ୍ତି ରେ ଜୀବନ ଜାପାନ କରିବା ନିମନ୍ତେ ପ୍ରତିଦିନ ସନ୍ଧ୍ୟା ସମୟରେ ମାତା ବୃନ୍ଦାବତୀ ନିକଟରେ ଘିଅ ଦୀପ ଜାଳନ୍ତୁ । ଏହା ସହିତ ମାତା ବୃନ୍ଦାବତୀ ଙ୍କୁ ନିଜ ମନୋସ୍କାମନା ଜଣାଇ ପ୍ରାର୍ଥନା କରନ୍ତୁ। ଆପଣଙ୍କ ର ଧନଲାଭ ସହିତ ସମସ୍ତ ଦୁଖ କଷ୍ଟ ମଧ୍ୟ ଦୂର ହେବ ।

୮- ଦର୍ଶକବନ୍ଧୁ ଆପଣଙ୍କ ନିକଟକୁ ପଇସା ଲଗାତାର ଆସିବା ପାଇଁ ଘରେ ଆପଣ ମାନେ ଯେ କୌଣସି ଫୁଲ ଗଛ ଲଗାଇବା ସହିତ, ଛୋଟ ପିଲା ମାନଙ୍କୁ ମିଷ୍ଠାନ ଅଥବା ଚକୋଲେଟ ବାଣ୍ଟିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ଯା ଦୂର ହୋଇ ଆର୍ଥିକ ଲାଭ ହୋଇଥାଏ ।

ବନ୍ଧୁଗଣ ଏହିସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ର ଲାଗିରହିଥିବା ଆର୍ଥିକ ସମସ୍ଯା କ୍ଷୟ ହେବା ସହିତ ଆପଣଙ୍କର ମଙ୍ଗଳ ମଧ୍ୟ ହୋଇଥାଏ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିଶେଷ ବିବରଣୀ ଟି ଭଲ ଲାଗିଥାଏ ଦୟାକରି ଗୋଟିଏ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *