ଏହାକୁ ପ୍ରତିଦିନ 1 ଗ୍ଳାସ ପିଇଲେ, ଘିଅ ଭଳି ତରଳିଯିବ ପେଟର ଚର୍ବି- Weight Loss Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଆଣ୍ଠୁଗଣ୍ଠି ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ । ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି ।

ଆଜିକାଲି ଲୋକମାନଙ୍କ ସହ ଛୁଆ ମାନଙ୍କୁ ମଧ୍ୟ କିଛି କରିବାକୁ ଇଚ୍ଛା ହୋଇନଥାଏ । ବର୍ତ୍ତମାନ ସମୟରେ ମୋଟାପଣ ହେଉଛି ଏକ ବଡ଼ ସମସ୍ୟା ପେଟ ରେ ଚର୍ବି ବଢିବା ଦ୍ଵାରା ଲୋକ ମାନେ ଅଧିକ ମୋଟା ହୋଇଥାନ୍ତି । ଆଜି ଆମେ ଆପଣଂକୁ ଏପରି ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଆପଣାଇବା ଦ୍ଵାରା ଆପଣଙ୍କ ପେଟ ର ଚର୍ବି ଘିଅ ପରି ତରଳି ଯିବ । ତେବେ ଆସନ୍ତୁ ଏହି ଉପାୟ ବିଷୟରେ ଜାଣିବା । ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି ଏକ ଜୁସ ପ୍ରସ୍ତୁତି କରିବା ଵିଷୟ ରେ ଜଣାଇବୁ ଯାହାକୁ ଆପଣାଇବା ଦ୍ଵାରା ଆପଣଙ୍କ ର ଆପଣଙ୍କ ର ଚର୍ବି କମିଯିବ ।

ଓ ଏହା ସହିତ ବିନା କୌଣସି ବ୍ୟାୟାମ କିମ୍ବା ଖାଇବା କମ ନ କରି ଆପଣ ନିଜର ଓଜନ କମାଇ ପାରିବେ । ବନ୍ଧୁଗଣ ଏହି ଜୁସ କୁ ବନାଇବା ପାଇଁ ପ୍ରଥମେ ଆମକୁ ଆବଶ୍ୟକ ହେବ ଏକ ସେଓ । ସେଓ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଯେତେବେଳେ ବି ଆପଣ ସେଓ ଖାଉଛନ୍ତି ସେତେବେଳେ ତାର ଚୋପା ସହିତ ଖାଆନ୍ତୁ । ଏହାର ଚୋପା ରେ ବହୁତ ପ୍ରକାର ପ୍ରୋଟିନ ରହିଥାଏ । ପ୍ରଥମେ ସେଓ କୁ ଭଲ ଭାବରେ କାଟି ଏହା ର ମଞ୍ଜି ବାହାର କରିଦିଅନ୍ତୁ ଓ ପରେ ଏହାକୁ କାଟି ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ ।

ଦ୍ୱିତୀୟ ଆବଶ୍ୟକୀୟ ସାମଗ୍ରୀ ଟି ହେଉଛି କନ୍ଦମୂଳ । ଗୋଟିଏ କନ୍ଦମୂଳ କୁ କାଟି ଏଥିରୁ ଏକ ଖଣ୍ଡ ନେଇ ଯାଆନ୍ତୁ । ପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ ଗୋଟିଏ ଏକ ଇଞ୍ଚ ଲମ୍ବ ର ଅଦା ନିଅନ୍ତୁ । ଏହି ଅଦା ର ଚୋପା କୁ ଭଲ ଭାବରେ ଛଡାଇ ଦିଅନ୍ତୁ । ଏହା ପର୍ବ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ପକାନ୍ତୁ । ଏହା ପରେ ଏହି ସମସ୍ତ ଜିନିଷ କୁ ନେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏହା ପରେ ଏଥିରେ କିଛି ଲେମ୍ବୁ ରସ ପକାଇ ଦିଅନ୍ତୁ । ଏହା ପରେ ଆପଣଙ୍କ ର ଜୁସ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯିବ ।

ଏହାକୁ ଆପଣ ପ୍ରତିଦିନ ସକାଳୁ ପ୍ରସ୍ତୁତ କରି ବ୍ୟବହାର କରିପାରିବେ । ଏହା ଆପଣଙ୍କ ଶରୀର ଉପରେ କୌଣସି ପ୍ରକାର ଖରାପ ପ୍ରଭାବ ପକାଇ ନ ଥାଏ । ଏହାକୁ ବନାଇବା ମଧ୍ୟ ବହୁତ ସହଜ ହୋଇଥାଏ । ଏହାର ସ୍ୱାଦ ମଧ୍ୟ ବହୁତ ଭଲ ହୋଇଥାଏ । ଏହା ଆମର ଓଜନ କମ କରିବା ପାଇଁ ରାମବାଣ ଭାବରେ କାମ କରିଥାଏ । ଯଦି ଆପଣ ମୋଟାପଣ ପାଇଁ ବହୁତ ଚିନ୍ତିତ ଅଛନ୍ତି ତେବେ ଏହି ରସ କୁ ପ୍ରତିଦିନ ଗୋଟିଏ ଗ୍ଲାସ ପିଅନ୍ତୁ ଆପଣଙ୍କ ର ଚର୍ବି କମିବା ସହିତ ମୋଟାପଣ ମଧ୍ୟ କମିଯିବ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *