ନା-ର୍କୋ-ଟେ-ଷ୍ଟ-ରେ ଚାଲି ଯାଇପାରେ ଜୀବନ, ଯେଉଁ ଟେଷ୍ଟ ଆଜି ଗୋପାଳର ହେବ 

ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଘଟଣାର ତଦନ୍ତ ଭିନ୍ନ ଉପାୟରେ ଚାଲିଛି କେତେବେଳେ ଡେମୋ ଟେଷ୍ଟ ତ ଆଜି ନା-ର୍କୋ-ଟେ-ଷ୍ଟ । ଗୋପାଳର ଆଜି ଯେଉଁ ନା-ର୍କୋ-ଟେ-ଷ୍ଟ ହେବାକୁ ଯାଉଛି ସେହି ଟେଷ୍ଟ କରିବା ଫଳରେ ମଣିଷ ଜୀବନ ଉପରେ ବିପଦ ଆସିଯାଇଥାଏ । ଏମିତି କି ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ରହିଥାଏ ଏହି ଟେଷ୍ଟ ମାଧ୍ୟମରେ । ଗୋପାଳର ଆଜି ହେବାକୁ ଯାଉଥିବା ଏହି ଟେଷ୍ଟରେ କଣ ହେବାକୁ ଯାଉଛି ତାହା ସମ୍ପର୍କରେ ରହିଥିବା ସମ୍ପୂର୍ଣ ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ନା-ର୍କୋ-ଟେ-ଷ୍ଟ ଏକ ମା-ରା-ତ୍ମ-କ ଟେଷ୍ଟ ଅଟେ । ଏହି ଟେଷ୍ଟ କରିବା ସମୟରେ ଡାକ୍ତରୀ ଟିମ ଉପସ୍ଥିତ ରହିଥାନ୍ତି । ସେହିଠାରେ ମନ ବିଜ୍ଞାନୀ, ବରିଷ୍ଠ ତଦନ୍ତକାରୀ ଅଫିସରମାନେ ରହିଥାନ୍ତି । କାରଣ ଏହି ସମୟରେ ସବୁଠାରୁ ଅଧିକ ବିପଦ ରହିଥାଏ । ଏହି ଟେଷ୍ଟରେ ଅ-ଭି-ଯୁ-କ୍ତ ମୃ-ତ୍ୟୁମୁଖରେ ମଧ୍ୟ ପଡ଼ିପାରନ୍ତି । ଏହି ଟେଷ୍ଟ କରିବା ପୂର୍ବରୁ ପ୍ରଥମେ ଅ-ଭି-ଯୁ-କ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ ।

ସ୍ୱାସ୍ଥ୍ୟ ପରୀକ୍ଷାରେ ସେ ସମ୍ପୂର୍ଣ ସୁସ୍ଥ ଥିବା ଜଣା ପଡିବା ପରେ ଯାଇ ଏହି ଟେଷ୍ଟ କରାଯାଇଥାଏ । ଟେଷ୍ଟ ପୂର୍ବରୁ ଅ-ଭି-ଯୁ-କ୍ତଙ୍କୁ ସୋଡିୟମ ପେଣ୍ଟାଲାଥ ନାମକ ଡ୍ର-ଗ୍-ସ ଇଞ୍ଜେକ୍ସନ ଦିଆଯିବ । ଏହି ଇଞ୍ଜେକ୍ସନର ପରିମାଣ କେତେ ରହିବା ଦରକାର ତାହା ଉପସ୍ଥିତ ଥିବା ଡାକ୍ତରୀ ଟିମ ହିଁ ସୂଚନା ଦେବେ ।

ଏହି ଟେଷ୍ଟ ସେତେବେଳେ କରାଯାଇଥାଏ ଯେତେବେଳେ ଅ-ଭି-ଯୁ-କ୍ତ ତଦନ୍ତ କାରୀ ଅଫିସରଙ୍କୁ ସତ କଥା କହିନଥାଏ । କିମ୍ବା ଅ-ଭି-ଯୁ-କ୍ତଙ୍କ କଥା ଉପରେ ତଦନ୍ତ କାରୀ ଅଫିସରଙ୍କର ଭରସା ପାଉନଥାଏ । ଏଥିପାଇଁ ଏହି ପରୀକ୍ଷା କରାଯାଇ ଥାଏ । ବାରମ୍ବାର କଥା ବଦଲାଉଥିବା ଅ-ଭି-ଯୁ-କ୍ତଙ୍କ କ୍ଷେତ୍ରରେ ଏହି ନା-ର୍କୋ-ଟେ-ଷ୍ଟ କରାଯାଇଥାଏ । ଡ୍ର-ଗ୍-ସ ଇଞ୍ଜେକ୍ସନ ଦେବା ପରେ ଅ-ଭି-ଯୁ-କ୍ତଙ୍କର ଚେତା ପଳାଇଥାଏ ।

ମସ୍ତିସ୍କ କାମ କରୁଥିବା ଥିବା ବେଳେ ଅଙ୍ଗ ପ୍ରତ୍ୟଙ୍ଗ  ଅଚଳ ହୋଯାଇଥାଏ । ଏହି ସମୟରେ ଅ-ଭି-ଯୁ-କ୍ତଙ୍କୁ ଯାହା ପଚରା ଯାଏ ସେ ସବୁ ସତ କହିଦେଇଥାଏ । ସବୁଠାରୁ ବଡ କଥା ହେଉଛି ଏହି ଟେଷ୍ଟ ସମୟରେ ଅ-ଭି-ଯୁ-କ୍ତର ଜୀବନ ଚାଲିଯିବାର ଭୟ ଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *