୨୦୨୦ ରେ ରାହୁ ଚଳନ ଫଳରେ ଏହି ସବୁ ଜାତକଙ୍କର ହେବ ଖରାପ, କରଜ ଓ ବେମାରି ଲାଗି ରହିବ

ଜ୍ୟୋତିଷ ଶାସ୍ତ୍ର ରେ ବିଶ୍ବାସ ରଖୁଥିବା ଲୋକ ସବୁବେଳେ ନିଜର ଭବିଷ୍ୟ ବିଷୟରେ ଜାଣିବା ପାଇଁ ଚାହିଁ ରହିଥାନ୍ତି ଏବଂ ସେଥି ପାଇଁ ପ୍ରତି ଦିନ ଆସୁଥିବା ଜ୍ୟୋତିଷ ଶାସ୍ତ୍ର ର ସାହାଯ୍ୟ ନେଇଥାନ୍ତି । ଯଦି ଆପଣ ବି ଏଥିରେ ଆଗ୍ରହ ରଖିଥିବେ ତାହେଲେ ଆପଣଙ୍କୁ ରାହୁଙ୍କ ବିଷୟରେ ଜଣାଥିବା, ଏହାର ନାମ ଶୁଣିବା ମାତ୍ରକେ ଲୋକ ଡରି ଯାଆନ୍ତି । ତେବେ ଚଳିତ ବର୍ଷ ରାହୁଙ୍କର କଣ ରହିବ ପ୍ରଭାବ ଆସନ୍ତୁ ଜାଣିବା ।

ତେବେ ଏହା ଏଥିପାଇଁ କୁହା ଯାଏକି ଯଦି ଗୋଟେ ଥର କାହା ଉପରେ ରାହୁଙ୍କ ପ୍ରଭାବ ପଡିଯାଏ ତାହେଲେ ସେହି ବ୍ୟକ୍ତିର ଜୀବନ ଦୁଃଖ ରେ ଭରି ଯାଏ ।

ଏଥି ପାଇଁ ଲୋକ କାମନା କରନ୍ତି କି ରାହୁଙ୍କ ପ୍ରଭାବ ସେମାନଙ୍କ ଉପରେ ନ ପଡୁ କିନ୍ତୁ ଏହା ସମ୍ଭବ ନୁହେଁ କି କାହାକୁ ଏହାର ସାମ୍ନା କରିବାକୁ ପଡିବନି କାହିଁକିନା ଆସୁଥିବା ଦିନରେ ଗ୍ରହର ଚାଲ ବଦଳିବା ଯୋଗୁ କାହାକୁ ନା କାହାକୁ ରାହୁଙ୍କ ପ୍ରକୋପର ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ବିଶେଷ ରୂପେ ୨୦୨୦ ବିଷୟରେ ଜଣେଇବାକୁ ଯାଉଛୁ କାରଣ ନୂଆ ବର୍ଷ ଆରମ୍ଭ ହୋଇ ଯାଇଛି ।

ଗ୍ରହ ମାନଙ୍କର ଚଳନକୁ ଆଖି ରେ ରଖିବା ତ ୨୦୨୦ ରେ ୨୩ ଡିସେମ୍ବର ୨୦୨୦ ସକାଳ ୭.୩୮ ମିନିଟ ରେ ରାହୁ ର ଚଳନ ବଦଳିବ । ଏଥି ପାଇଁ ରାହୁ ମିଥୁନ ରାଶି ରୁ ବୃଷ ରାଶି ରେ ପ୍ରବେଶ କରିବେ । ଆସନ୍ତୁ ଜାଣିବା ୨୦୨୦ ରେ ରାହୁ ର ଏହି ପ୍ରଭାବରେ ସବୁ ରାଶି ମାନଙ୍କ ଉପରେ କଣ ପ୍ରଭାବ ପଡିବ ।

ବୃଷ –

ଏହି ରାଶିରେ ରାହୁର ଚଳନ ପାଇଁ ପରିବାର ଲୋକଙ୍କୁ ପ୍ରଭାବ ପଡିବ । ଏହା ଦ୍ଵାରା ପରିବାରରେ ଉତ୍ଥାନପତ୍ତନ ହେଇପାରେ । କିଛି ବି ବିବାଦ ରେ ନପଡିବା ଭଲ ।

ମିଥୁନ-

ଏହି ରାଶିରେ ରାହୁର ଚାଳନ ଦେହ ପାଇଁ ଭଲ ନୁହେଁ । ଏହି କାରଣରୁ ଏମାନେ ବେମାର ହେଇପାରନ୍ତି , ଏଥିପାଇଁ ସାବଧାନ ରୁହନ୍ତୁ ।

ତୁଳା –

ଏହି ବର୍ଷ ଆପଣଙ୍କୁ ଭାଗ୍ୟ ଛଡା ଆପଣଙ୍କ ପରିଶ୍ରମ ଉପରେ ବିଶ୍ବାସ ରଖିବାକୁ ହେବ । ଚାକିରି ଖୋଜୁଥିବା ଲୋକଙ୍କ ଙ୍କୁ ଆହୁରି ପରିଶ୍ରମ କରିବାକୁ ପଡିବ ।

ମକର –

ଏହି ଚଳନ ପାଇଁ ଆପଣଙ୍କ କାର୍ଯ କ୍ଷେତ୍ରରେ ବାଧା ଦେଖାଦେଇ ପାରେ । କାର୍ଯ କ୍ଷେତ୍ରରେ ହେଉଥିବା କାମ ବିଗିଡି ଯାଇ ପାରେ ।

Leave a Reply

Your email address will not be published. Required fields are marked *