ପ୍ରାୟତଃ ଲୋକ ନିଜ ଠାରୁ କମ ବୟସ ଝିଅ ସହ ବିବାହ କରିବା ପସନ୍ଦ କରନ୍ତି, ଆମ ଭାରତୀୟ ସମାଜ ରେ ଏମିତି ବହୁତ କମ ଦେଖା ଯାଇଛି ଯେବେ ସ୍ତ୍ରୀ ନିଜ ସ୍ଵାମୀ ଠାରୁ ବୟସରେ ବଡ ହୋଇ ଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ପରେ ପୁଅ ନିଜ ଠାରୁ ବଡ ଝିଅ ସହ ବିବାହ କରିବା ପାଇଁ ଇଛା କରିବେ ଏବଂ ଏହା ଉଚିତ ମଧ୍ୟ । ଚାଣକ୍ୟଙ୍କ ନୀତି ଅନୁଯାଇ ମଧ୍ୟ ବୟସରେ ବଡ ମହିଳା ସହ ବିବାହ କଲେ ବହୁତ ଲାଭ ପ୍ରାପ୍ତ ହୋଇ ଥାଏ ।
ବୟସ ରେ ବଡ ମହିଳା ହୋଇଥାନ୍ତି ଦାଇତ୍ଵବାନ :
ଯଦି ପୁରୁଷ ନିଜ ଠାରୁ ବୟସ୍କ ମହିଳା ସହ ବିବାହ କରେ ପୁରୁଷଙ୍କୁ ଜୀବନ ସାରା ଦାଇତ୍ଵ ଚିନ୍ତା ହୁଏ ନାହିଁ, କାହିଁକିନା ତାଙ୍କ ସ୍ତ୍ରୀ ଦାଇତ୍ଵ ନିର୍ବାହନ ବହୁତ ଭଲ ରେ କରନ୍ତି ଓ ପତିଙ୍କୁ ଚିନ୍ତିତ କରନ୍ତି ନାହିଁ । ସମସ୍ତ ପୁରୁଷଙ୍କ ଅନୁଯାଇ ତାଙ୍କ ଜୀବନସାଥୀ ଦାଇତ୍ଵବାନ ହବା ଆବଶ୍ୟକ ଅଟେ । ସେଥିପାଇଁ ନିଜଠୁ ବଡ ଝିଅ ସହ ବିବାହ କରିବା ଏକ ଭଲ ନିଷ୍ପତ୍ତି ।
ସମ୍ପର୍କ ପ୍ରତି ସଚ୍ଚୋଟ ହୋଇ ଥାନ୍ତି :
ବୟସରେ ବଡ ମହିଳାମାନେ ନିଜ ସ୍ଵାମୀ ଓ ଶଶୁର ଘର ଲୋକଙ୍କ ଖୁସି ଅନୁଯାଇ କାର୍ଯ୍ୟ କରନ୍ତି ଏବଂ ନିଜ ସମ୍ପର୍କ ପ୍ରତି ସଚ୍ଚୋଟ ହୋଇ ଥାନ୍ତି, ଏହି ପ୍ରକାର ମହିଳାମାନେ ନିଜ ସମ୍ପର୍କକୁ ସର୍ବୋପରି ମାନନ୍ତି ଏବଂ ନିଜ ଲୋକଙ୍କ ପାଇଁ ସବୁ କରିବା ପାଇଁ ତତ୍ପର ଥାନ୍ତି ।
ବୟସ ରେ ବଡ ମହିଳାମାନେ ଆତ୍ମନିର୍ଭର ହୋଇଥାନ୍ତି :
ବୟସ ରେ ବଡ ମାହିଳାଙ୍କ ସହ ବିବାହ କରିବାର ଆହୁରି ଗୋଟେ ଲାଭ ଏହା ଯେ ସେ ନିଜ କାମ ପାଇଁ ସ୍ଵାମୀ ଉପରେ ନିର୍ଭର କରନ୍ତି ନାହିଁ । ଏହି ପ୍ରକାର ମହିଳାମାନେ ସ୍ଵତନ୍ତ୍ର ଏବଂ ଆତ୍ମନିର୍ଭର ହୋଇ ଥାନ୍ତି ସେ ନିଜ କାମ ନିଜେ କରିବା ପାଇଁ ଭଲ ପାନ୍ତି । ସେଥିପାଇଁ ବୟସରେ ବଡ ମହିଳାଙ୍କ ସହ ବିବାହ କରିବା ସୁଖଦ ଅନୁଭବ ଅଟେ । ତେବେ ଯଦି ଆପଣ ବି ଆଗରୁ ଭାବୁଥିଲେ କି ବଯସରେ ବଡ ନାରୀକୁ ବିବାହ କରିବା ଠିକ ନୁହେଁ ତେବେ ଏହି ଆର୍ଟିକ୍ଲ ପଢି ଆପଣଙ୍କ ଚିନ୍ତାଧାରା ବଦଳି ଥିବ ବୋଲି ଆମେ ଆସା କରୁଛୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।