ସକାଳୁ ସକାଳୁ ସ୍ନାନ ନକରି କରିବେ ଏହି କାମ ତ ସ୍ତ୍ରୀ ହେଉ ବା ପୁରୁଷ ଖୋଲିଯିବ ଆପଣଙ୍କ ଭାଗ୍ୟ

ଏମିତି ବହୁତ ଥର ଦେଖିବାକୁ ପାଇଛୁ ଯେ କେତେକ ଲୋକଙ୍କ ରାଶି ବା ଜାତକ ରେ ନବ ଗ୍ରହ ସମ୍ବନ୍ଧିତ ଦୋଷ ହୋଇ ଥାଏ । ଏହି ପରି ଲୋକଙ୍କୁ ନିଜ ଜୀବନ ରେ ବହୁତ ପ୍ରକାର ସମସ୍ୟା ହୋଇ ଥାଏ, ସାମାନ୍ୟତଃ ଏହା ମଧ୍ୟ ଦେଖା ଯାଇଛି ଯେ ଏହି ପରି ଲୋକଙ୍କୁ ଦେବୀ ଦେବତାଙ୍କ କୃପା ମଧ୍ୟ ପ୍ରାପ୍ତ ହୁଏ ନାହିଁ । ବହୁତ ପରିଶ୍ରମ ପରେ ମଧ୍ୟ ଏହି ଲୋକଙ୍କୁ ସଫଳତା ପ୍ରାପ୍ତ ହୁଏ ନାହିଁ । କେତେକ ଥର ଲୋକ ଭାଗ୍ୟ ରେ ନାହିଁ କହି ଏହି କଥାକୁ ମାନି ଯାଆନ୍ତି ଏବଂ କେତେକ ଥର ଏହି ଦୋଷ ଗୁଡିକ ପାଇଁ ଘର ପରିବାରରେ ଅଶାନ୍ତି ସ୍ତୃଷ୍ଟି ହୋଇଥାଏ । ଆପଣଙ୍କୁ କହିଦବାକୁ ଚାହୁଞ୍ଚୁ ଯେ ଯେତେବେଳେ ବି ଜାତକ ବା ଦୁର୍ଭାଗ୍ୟ ଦୋଷ ହୋଇ ଥାଏ ସେଥିପାଇଁ ଏହି ପରି ସମସ୍ୟା ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ର ରେ ବହୁତ ପ୍ରକାର ଉପାୟ ଅଛି ।

Image Courtesy: Google

ଏହି ପ୍ରକାର ସମସ୍ୟା ପାଇଁ ପ୍ରାୟତଃ ପୂଜା କରା ଯାଏ, ଗାଧୁଆ ପରେ ପୂଜା ଅତି ଆବଶ୍ୟକ ହୋଇ ଥାଏ । କିନ୍ତୁ କେତେ ଶୁଭ କାର୍ଯ୍ୟ ଅଗାଧୁଆ କରିବା ଉଚିତ ଅଟେ, ଆଜି ଆମେ ଆପଣଙ୍କୁ ଏମିତି କିଛି ଶୁଭ କାର୍ଯ୍ୟ ବିଷୟରେ କହିବୁ । ସବୁ ଠାରୁ ପ୍ରଥମେ ସକାଳେ ଉଠି ସ୍ତ୍ରୀ ବା ପୁରୁଷ ସମସ୍ତେ ସକାଳେ ଉଠିଲା ପରେ ପ୍ରଥମେ ଏହି ମନ୍ତ୍ର ଜପ କରିବା ଉଚିତ ଅଟେ ।

Image Courtesy: Google

ମନ୍ତ୍ର :

ବ୍ରହ୍ମା ମୁରାରିସ୍ତ୍ରିପୁରାନ୍ତକାରୀ ଭାନୁଃ ଶଶୀ ଭୂମିସୁତୋ ବୁଧଶ୍ଚ।

ଗୁରୁଶ୍ଚ ଶୁକ୍ରଃ ଶନି ରାହୁକେତୱଃ କୁର୍ୱନ୍ତୁ ସର୍ୱେ ମମସୁପ୍ରଭାତମ୍॥

Image Courtesy: Google

ଆପଣଙ୍କୁ ଆମେ କହିଦବାକୁ ଚାହୁଞ୍ଚୁ ଯେ ସ୍ତ୍ରୀ ବା ପୁରୁଷ ଯିଏ ଏହି ମନ୍ତ୍ର ଜପ କରିବେ ତାଙ୍କୁ ସଂସାର ସମସ୍ତ ଦେବୀ ଦେବତା ଏବଂ ସବୁ ନବ ଗ୍ରହ କୃପା ପ୍ରାପ୍ତ ହୋଇ ଥାଏ । ଏମିତି ମାନ୍ୟତା ଅଛି ଯେ ଏହି ମନ୍ତ୍ର ଅର୍ଥ ବ୍ରହ୍ମା, ବିଷ୍ଣୁ, ଶିବ, ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଏବଂ କେତୁ ଏହା ସମସ୍ତେ ମୋର ସକାଳ ଶୁଭ ଓ ମଙ୍ଗଳମୟ କରିବେ । ଏହା ଛଡା ସକାଳେ ଉଠି ହାତ ପାପୁଲି ଦେଖନ୍ତୁ, ସକାଳେ ଉଠି ହାତ ପାପୁଲି ଦେଖିଲେ ଦୁର୍ଭାଗ୍ୟ ଦୂର ହୋଇ ଥାଏ । ଆପଣଙ୍କୁ କହି ଦବାକୁ ଚାହୁଞ୍ଚୁ ଯେ ଶାସ୍ତ୍ର ଏବଂ ପୁରାଣ ରେ ଏହି କଥା ଉଲ୍ଲେଖ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *