ଚାଣକ୍ୟଙ୍କ ଅନୁସାରେ ବୟସରେ ବଡ ମହିଳାଙ୍କ ସହ କରିବେ ବିବାହ ତ ମିଳିବ ଏହି ସବୁ ଫାଇଦା

ପ୍ରାୟତଃ ଲୋକ ନିଜ ଠାରୁ କମ ବୟସ ଝିଅ ସହ ବିବାହ କରିବା ପସନ୍ଦ କରନ୍ତି, ଆମ ଭାରତୀୟ ସମାଜ ରେ ଏମିତି ବହୁତ କମ ଦେଖା ଯାଇଛି ଯେବେ ସ୍ତ୍ରୀ ନିଜ ସ୍ଵାମୀ ଠାରୁ ବୟସରେ ବଡ ହୋଇ ଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ପରେ ପୁଅ ନିଜ ଠାରୁ ବଡ ଝିଅ ସହ ବିବାହ କରିବା ପାଇଁ ଇଛା କରିବେ ଏବଂ ଏହା ଉଚିତ ମଧ୍ୟ । ଚାଣକ୍ୟଙ୍କ ନୀତି ଅନୁଯାଇ ମଧ୍ୟ ବୟସରେ ବଡ ମହିଳା ସହ ବିବାହ କଲେ ବହୁତ ଲାଭ ପ୍ରାପ୍ତ ହୋଇ ଥାଏ ।

Image Courtesy: Google

ବୟସ ରେ ବଡ ମହିଳା ହୋଇଥାନ୍ତି ଦାଇତ୍ଵବାନ :

ଯଦି ପୁରୁଷ ନିଜ ଠାରୁ ବୟସ୍କ ମହିଳା ସହ ବିବାହ କରେ ପୁରୁଷଙ୍କୁ ଜୀବନ ସାରା ଦାଇତ୍ଵ ଚିନ୍ତା ହୁଏ ନାହିଁ, କାହିଁକିନା ତାଙ୍କ ସ୍ତ୍ରୀ ଦାଇତ୍ଵ ନିର୍ବାହନ ବହୁତ ଭଲ ରେ କରନ୍ତି ଓ ପତିଙ୍କୁ ଚିନ୍ତିତ କରନ୍ତି ନାହିଁ । ସମସ୍ତ ପୁରୁଷଙ୍କ ଅନୁଯାଇ ତାଙ୍କ ଜୀବନସାଥୀ ଦାଇତ୍ଵବାନ ହବା ଆବଶ୍ୟକ ଅଟେ । ସେଥିପାଇଁ ନିଜଠୁ ବଡ ଝିଅ ସହ ବିବାହ କରିବା ଏକ ଭଲ ନିଷ୍ପତ୍ତି ।

Image Courtesy: Google

ସମ୍ପର୍କ ପ୍ରତି ସଚ୍ଚୋଟ ହୋଇ ଥାନ୍ତି :

ବୟସରେ ବଡ ମହିଳାମାନେ ନିଜ ସ୍ଵାମୀ ଓ ଶଶୁର ଘର ଲୋକଙ୍କ ଖୁସି ଅନୁଯାଇ କାର୍ଯ୍ୟ କରନ୍ତି ଏବଂ ନିଜ ସମ୍ପର୍କ ପ୍ରତି ସଚ୍ଚୋଟ ହୋଇ ଥାନ୍ତି, ଏହି ପ୍ରକାର ମହିଳାମାନେ ନିଜ ସମ୍ପର୍କକୁ ସର୍ବୋପରି ମାନନ୍ତି ଏବଂ ନିଜ ଲୋକଙ୍କ ପାଇଁ ସବୁ କରିବା ପାଇଁ ତତ୍ପର ଥାନ୍ତି ।

Image Courtesy: Google

ବୟସ ରେ ବଡ ମହିଳାମାନେ ଆତ୍ମନିର୍ଭର ହୋଇଥାନ୍ତି :

ବୟସ ରେ ବଡ ମାହିଳାଙ୍କ ସହ ବିବାହ କରିବାର ଆହୁରି ଗୋଟେ ଲାଭ ଏହା ଯେ ସେ ନିଜ କାମ ପାଇଁ ସ୍ଵାମୀ ଉପରେ ନିର୍ଭର କରନ୍ତି ନାହିଁ । ଏହି ପ୍ରକାର ମହିଳାମାନେ ସ୍ଵତନ୍ତ୍ର ଏବଂ ଆତ୍ମନିର୍ଭର ହୋଇ ଥାନ୍ତି ସେ ନିଜ କାମ ନିଜେ କରିବା ପାଇଁ ଭଲ ପାନ୍ତି । ସେଥିପାଇଁ ବୟସରେ ବଡ ମହିଳାଙ୍କ ସହ ବିବାହ କରିବା ସୁଖଦ ଅନୁଭବ ଅଟେ । ତେବେ ଯଦି ଆପଣ ବି ଆଗରୁ ଭାବୁଥିଲେ କି ବଯସରେ ବଡ ନାରୀକୁ ବିବାହ କରିବା ଠିକ ନୁହେଁ ତେବେ ଏହି ଆର୍ଟିକ୍ଲ ପଢି ଆପଣଙ୍କ ଚିନ୍ତାଧାରା ବଦଳି ଥିବ ବୋଲି ଆମେ ଆସା କରୁଛୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *