ସୋମବାର 9 ଡିସେମ୍ବର 2019 – ଆଜି ଦିନ ୬ଟି ରାଶିଙ୍କ ପାଇଁ ଶୁଭ, ନୂଆ ଅବସର ପ୍ରାପ୍ତ ହେବ

ଆଜି ଆମେ ଆପଣଙ୍କୁ ଏହି ୬ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହା ଭାଗ୍ୟ ବହୁତ ଭଲ ରହିବ । ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କୁ ରୋଜଗାର କ୍ଷେତ୍ର ରେ ଲାଭ ମିଳିବାର ଯୋଗ ହେଉଛି, ଆପଣଙ୍କ ପାରିବାରିକ ଜୀବନ ବହୁତ ଭଲ ଓ ଆରମ ସହ କଟିବ । ସାମାଜିକ ରୂପରେ ଆଜି ଆପଣ ବହୁତ ଲୋକପ୍ରିୟା ହୋଇବେ, ବିବାହିତା ଦମ୍ପତି ସୁଖପୁର୍ଣ ହୋଇବେ, କିନ୍ତୁ କିଛି କ୍ଷେତ୍ର ରେ ସଙ୍ଘର୍ଷ କରିବେ ।

ବୃଷ ରାଶି :

ଉପହାର ବା ସମ୍ମାନ ରେ ବୃଦ୍ଧି ହବ, ଯଦି ଆପଣ କାର୍ଯ୍ୟ ସ୍ଥଳ ରେ ଅଳସ କରିବେ ତେବେ ଆପଣଙ୍କ ସହ କାର୍ଯ୍ୟ କରୁଥିବା ଲୋକ ଏହାର ଲାଭ ନେଇ ପାରେ । ଧନ ପାଇଁ ସମୟ ସାମାନ୍ୟ ଅଟେ, ଆଜି ଆପଣଙ୍କ ଦିନ ବ୍ୟସ୍ତ ରହି ପାରେ । ସମ୍ପର୍କ ଭଲ ରହିବ ଏବଂ ବିଶେଷ ଲୋକ ଦ୍ଵାରା ସାହାଜ୍ଯ ମଧ୍ୟ ପାଇ ପାରିବେ ।

ମିଥୁନ ରାଶି :

ଆଜି କାରୋବାର ରେ ଲାଭ ଦେଖିବାକୁ ପାଇବେ, ମନ ଧ୍ୟାନ ଦେଇ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ, ଆଜି ଆପଣ ଭାଗ୍ୟ ଠାରୁ ଅଧିକ କାର୍ଯ୍ୟ ଉପରେ ଭରସା କରିବେ । ଜୀବନସାଥୀ ସହ ଭୁଲ ବୁଝା ମଣା ହୋଇ ପାରେ, ବହୁତ ସିଗ୍ର ଘର ବା ଅପାର୍ଟମେଣ୍ଟ କିଣି ପାରନ୍ତି ଯୋଗ ହେଉ ଅଛି ।

କର୍କଟ ରାଶି :

କାର୍ଯ୍ୟ କ୍ଷେତ୍ର ରେ ବହୁତ ଅସୁବିଧା ସାମ୍ନା କୁ ଆସିବ, ଯାହା ଦ୍ଵାରା ପରିସ୍ଥିତି ଖରାପ ହୋଇ ପାରେ । ରାଜନୈତିକି କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ, ପ୍ରେମ ପ୍ରସଙ୍ଗ ଛୋଟ କାଥା ପାଇଁ ଖରାପ ହୋଇ ପାରେ ସେଥିପାଇଁ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟ କରୁଥିବା ଲୋକ ଲାଭ ପାଇ ପାରନ୍ତି, ଧାର୍ମିକ ଗୀତ ପ୍ରତି ମନ ଲାଗିବ ।

ସିଂହ ରାଶି :

ପରିବାର ଲୋକ ଆଜି ଆପଣଙ୍କ ଭାବନା ବୁଝି ପାରିବେ, ଆଜି ଆପଣ ଭଲ ଜାଗା ବୁଲିବାକୁ ଯାଇ ପାରନ୍ତି । ଆର୍ଥିକ ସ୍ଥିତି ଭଲ ଅଛି କିନ୍ତୁ ଆପଣଙ୍କ ଯୋଜନା ବହୁତ ବଡ ଅଟେ , ବିଦ୍ୟାର୍ଥୀମାନଙ୍କର ପାଠରେ ଧ୍ୟାନ ରହିବ, କାଗଜ ପତ୍ର କାମ ରେ ସଫଳତା ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ, ରୋଜଗାର ପାଇଁ ନୂଆ ରାସ୍ତା ଖୋଜିବାରେ ମନ ଲାଗିବ । ବ୍ୟର୍ଥ ଚିନ୍ତା ସ୍ୱାସ୍ଥ୍ୟ ଖରାପ କରି ପାରେ ।

କନ୍ୟା ରାଶି :

ପରିବାର ସ୍ଥିତି ସାମାନ୍ୟ ରହିବ, ଆପଣଙ୍କ ମଧ୍ୟରୁ କେତେକ ଲୋକଙ୍କ ପାଇଁ ସମସ୍ଯା ଉତ୍ପନ ହୋଇ ପାରେ । କାର୍ଯ୍ୟ ପାଇଁ ମନ ଲାଗି ରହିବ, ମନ ଶାନ୍ତ କରି କାମ କରନ୍ତୁ, ଆତ୍ମବିଶ୍ଵାସ ପରି ପୂର୍ଣ ହବ । ଆଜି ଚାକିରିଆ ଲୋକଙ୍କ ପାଇଁ ବହୁତ ଶୁଭ ଦିନ ଅଟେ ଲାଭ ହେବ ।

ତୁଳା ରାଶି :

ଆର୍ଥିକ ଲାଭ ପ୍ରାପ୍ତ ହୋଇ ପାରେ ଏବଂ କାର୍ଯ୍ୟ କ୍ଷେତ୍ର ରେ ଉପଲବଧି ମଧ୍ୟ ମିଳି ପାରେ ଯୋଗ ହେଉ ଅଛି । କାର୍ଯ୍ୟ କ୍ଷେତ୍ର ରେ ଟଙ୍କା ଖର୍ଚ କରନ୍ତୁ ନାହିଁ, ପରିବାର ସହ ଧାର୍ମିକ ସ୍ଥାନ ରେ ଯାତ୍ରା ପାଇଁ ଯାଇ ପାରନ୍ତି । ରିଶ୍ରମ କଲେ ସଫଳତା ନିଶ୍ଚିନ୍ତ ପ୍ରାପ୍ତ ହବ, ପ୍ରେମ ସମ୍ପର୍କ ଭଲ ରହିବ ।

ବିଛା ରାଶି :

ପାଠରେ ମନ ଲାଗିବ, ଦାମ୍ପତ୍ୟ ଜୀବନ ସୁଖମୟ ରହିବ । କୌଣସି ମହିଳା ସାଙ୍ଗଙ୍କର ସାହାଯ୍ୟ ପ୍ରାପ୍ତ ହେବ, ସନ୍ତାନ ସୁଖ ପ୍ରାପ୍ତି ହୋଇ ପାରେ । ଆପଣଙ୍କ ଭାଗ୍ୟ ରେ ମନ ଇଛା ଚାକିରି ପାଇବାର ଯୋଗ ହେଉଛି ଏବଂ ଧନ ମହାଯୋଗ ହେଉ ଅଛି । ବ୍ୟବସାଇକ ଲୋକଙ୍କ ପାଇଁ ସମୟ ଲାଭକାରୀ ଅଟେ, ଭାଗ୍ୟ ସାହାଯ୍ୟ ପାଇବେ, ଶିକ୍ଷା କାର୍ଯ୍ୟ ପାଇଁ ମାନ ସମ୍ମାନ ବଢିବ ।

ଧନୁ ରାଶି :

ରାଜନୀତି ଲୋକଙ୍କ ପାଇଁ ଦିନ ବହୁତ ଭଲ ଏବଂ ଲାଭକାରୀ ଅଟେ, ଲୁଚି ଥିବା ସମସ୍ୟା ପୁଣି ଥରେ ବାହାରି ଆପଣଙ୍କୁ ଚିନ୍ତା ଦେଇ ପାରନ୍ତି । ଚାକିରିଆ ଲୋକଙ୍କ ଦିନ ସାମାନ୍ୟ ରୂପରେ ଶୁଭ ରହିବ, ପରିବାର ରେ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ । ଆଜି ଆପଣ ନିଜ ସଫଳତା ଆନନ୍ଦ ପାଇ ପାରିବେ, ଅବିବାହିତ ଲୋକଙ୍କ ପାଇଁ ନୂଆ ସମ୍ବନ୍ଧ ଆସି ପାରେ ।

ମକର ରାଶି :

ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ନିଜ ବ୍ୟବହାର ଭଲ କରିବା ପାଇଁ ଚେଷ୍ଟା କରିବେ, ଆର୍ଥିକ ସମସ୍ୟା ଦୂର ହବ ଏବଂ ସ୍ଥିତି ଭଲ ହୋଇବ । ଘର କାମ ପାଇଁ ଆପଣ ବ୍ୟସ୍ତ ରହି ପାରନ୍ତି, ପାରିବାରିକ ଜୀବନ ସୁଖମୟ ରହିବ । କାହା ସାହାଯ୍ୟ ଦ୍ଵାରା ଆପଣ ନିଜ ଜୀବନ ରେ ଆଗକୁ ବଢି ପାରିବେ ।

କୁମ୍ଭ ରାଶି :

ଆଜି ଆପଣ ଅନ୍ୟ କାହା ଠାରୁ ସାହାଯ୍ୟ ପାଇ ପାରନ୍ତି, କୌଣସି ଧାର୍ମିକ ଯାତ୍ରା ଆପଣଙ୍କ ଜୀବନ ବଦଳି ପାରେ ଏବଂ ସକାରାତ୍ମକ ବିଚାର ଉତ୍ପନ ହେବ । ଆର୍ଥିକ କାମ ପାଇଁ ସମୟ ପ୍ରତିକୂଳ ରହିବ, ରୋଜଗାର ରେ ଲାଭ ହବ । ନୂଆ କାର୍ଯ୍ୟ ପାଇଁ ଅଫର ମିଳିବ, ବ୍ୟବସାୟ ଓ ଚାକିରି ରେ ସବୁ ଭଲ ହବ ।

ମୀନ ରାଶି :

ଆଜି ସମ୍ପର୍କୀୟ ବା ସାଙ୍ଗ ଦ୍ଵାରା କିଛି ଶୁଭ ସମାଚାର ପାଇ ପାରିବେ, ଆପଣଙ୍କୁ ଆଜି ଟିକେ ଆସ୍ତେ ଚାଲିବା ଉଚିତ । ଆଜି ଆପଣଙ୍କ ମନ ରହସ୍ୟ କଥା ପାଇଁ ଅଧିକ ଆକର୍ଷିତ ହେବ, ଆଜି ଆପଣଙ୍କ ସମ୍ପର୍କୀୟ ଲୋକଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ଓ ମଜବୁତ ରହିବ । ଆପଣଙ୍କୁ ନିଜ ଧ୍ୟାନ ନିଜେ ରଖିବା ଉଚିତ ଅଟେ, ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ ।

Leave a Reply

Your email address will not be published. Required fields are marked *