ଚନ୍ଦା ମୁଣ୍ଡରେ କେଶ ଉଠିବ, କେଶ ଝଡିବା ବନ୍ଦ ହେବ…. ବାସ କରନ୍ତୁ ଏହି ଘରୋଇ ଉପାୟ- Hairfall Treatment

ମହିଳା ହୁଅନ୍ତୁ କିମ୍ବା ପୁରୁଷ ସଭିଙ୍କ ମନରେ ଏକ କଥା ଥାଏ କି ସେମାନେ ଖୁବ ସୁନ୍ଦର ଦେଖା ଯିବେ ଅନ୍ୟକୁ ଆକର୍ଷିତ କରି ପାରିବେ । ମାତ୍ର ପ୍ରଦୂଷିତ ଜଳବାୟୁ ପାଇ ସବୁ କିଛି ନଷ୍ଟ ହେବାରେ ଲାଗିଛି । ଯାହାକୁ ଆମେ ଅଟକାଇବା ଅସମ୍ଭବ ହୋଇ ଯାଇଛି । ଏହା କେବଳ ଆମର ପରିବେଶ କୁ ଦୂଷିତ କରୁଛି ଆମ ଖାଦ୍ଯ କୁ ପ୍ରଦୂଷିତ କରୁଛି ଏହା ନୁହେଁ । ଏହା ଆମ ଶରୀର କୁ ମଧ୍ୟ ପ୍ରଭାବିତ କରୁଛି କହିବା ପାଇ ଗଲେ ଏହା ଆମର ଛୁଟି କୁ ଭି ଖରାପ କରିବାରେ ଲାଗିଛି ।

ତେବେ କିଛି ବ୍ୟକ୍ତି ଓ ମହିଳା ମାନେ ଏହି ପାଇ ଚନ୍ଦା ହୋଇ ଗଲେଣି । ଯାହା ଦ୍ଵାରା ଆମେ କେଉଁ ଜାଗାକୁ ଯିବା ପାଇ ଖୁବ ଖରାପ ଅନୁଭବ କରୁଚେ । କେବଳ ସେତିକି ନୁହେଁ ଏହା ପାଇ ଆମ ବୟଶ ହେବା ଆଗରୁ ଆମର କେଶ ମଧ୍ୟ ଧଳା ହେବାରେ ଲାଗିଛି ।

ଏହା ଦ୍ଵାରା ଆମର କେଶ ପତଳା ହେବାରେ ଲାଗିଛି । ଏହା ପାଇ ଅନେକ ଲୋକ ଅନେକ ଉପାୟ କରିବା ପରେ ଭି କିଛି ଲାଭ ପାଉ ନାହାନ୍ତି । ତେବେ ଆଜି ଆମେ ଆୟୁର୍ବେଦିକ ଉପାୟ କହିବା ଯାହା ଦ୍ଵାରା ଆମେ ଚନ୍ଦା ମୁଣ୍ଡରେ କେଶ ଉଠାଇ ପାରିବା । କେବଳ ସେତିକି ନୁହେଁ ଏହା ଆମ କେଶ କୁ ମୋଟା ମଧ୍ୟ କରିଥାଏ ।

ତେବେ ଆସନ୍ତୁ ଏହାକୁ ବାନେଇବା ଶିଖିବା । ଏହାକୁ ବନେଇବା ପାଇ ବେଦେନା ପତ୍ର ଦରକାର ଏହାକୁ ଆପଣ ଆଣିକି ଏହାକୁ ବାଟିବେ ଓ ଏହା ପରେ ଆପଣ ଏହାର ରସକୁ ଅଲଗା କରି ଦେବେ ଓ ଏହାର ଖଦଡା କୁ ଅଲଗା କରିନେବେ । ଆପଣ ଏହାକୁ ସୋରିଷ ତେଲରେ ପକେଇବେ ୫୦୦ ଗ୍ରାମ କିମ୍ବା ୨୫୦ ଗ୍ରାମ ତେଲ ନେବେ ଓ ଏହାକୁ ଆପଣ ଭଲ ଭାବେ ମିଶେଇବେ । ଏହା ଭଲ ଭାବେ ମିସିଗଲା ପରେ ଏହାର ଥିବା ରସକୁ ଆଣିକି ଆପଣ ଏଥିରେ ମିଶାନ୍ତୁ । ଏହାକୁ ଆପଣ ରାତିରେ ଶୋଇବା ବେଳେ ନିଜ ଚନ୍ଦା ଥିବା ଜାଗାରେ ଲଗେଇବେ । ଏହାକୁ ଭଲ ଭାବେ ମାଲିଶ କରନ୍ତୁ ନିଜ ଟିପ ମାଧ୍ୟମରେ ।

ଏହାକୁ ଆପଣ ଲଗେଇବା ରାତି ହିଁ ଭଲ ସମୟ କାରଣ ଏହା କୁ ଲଗେଇବା ପରେ ଆପଣ ଏହାକୁ କିଛି ସମୟ ଦେଉଛନ୍ତି କି ଏହା ଆପଣଙ୍କ ମୁଣ୍ଡରେ ଭେଦିବ ଶେଥି ପାଇ । ଏହାକୁ ଆପଣ ତା ପ୍ରା ଦିନ ସକାଳୁ ଧୋଇ ପାରିବେ । କିନ୍ତୁ ଏହାକୁ ଲଗେଇକି ଯଦି ଆପଣ ରାହୁଛନ୍ତି ତେବେ ଆପଣ ନିଜ କେଶ କୁ ଘୋଡେଇକି ରଖିବେ ବାହାରକକୁ ଯିବା ସମୟରେ । ଏହାର କାରଣ ସୋରିଷ ତେଲ ଓ ଏହାର ପାତ୍ର ମିଶି ଥିବାରୁ ଏହା ଆମର କେଶ କୁ ଟିକେ ଚିଟା କରିଥାଏ ତେଣୁ ଆପଣ ଏହାକୁ ଦେଖିକି ଲଗେଇବେ । ଘରେ ଥିବା ମହିଳା ମାନେ ଏହାକୁ ଯତେବେଳେ ଚାହିଁବେ ଲଗେଇ ପାରିବେ ।

Leave a Reply

Your email address will not be published. Required fields are marked *