ଚାରି ବର୍ଷରେ ଏତେ ବଦଳି ଯାଇଛନ୍ତି ବଜରଙ୍ଗୀ ଭାଇଜାନ ର ମୁନ୍ନୀ- ଏହି ୫ଟି ଫଟୋ ଦେଖି ଜାଣିପାରିବେନି

ସଲମାନ ଖାନ ଫିଲ୍ମ ବଜରଙ୍ଗୀ ଭାଇ ଜାନ ଫିଲ୍ମ ଗୋଟେ ସୁପରହିଟ ମୁଭି ଥିଲା, ଏହି ଫିଲ୍ମ ପାଇଁ କେବଳ ସଲମାନ ଖାନକୁ ନୁହେ ତାଙ୍କ ଛଡା ମୁନ୍ନୀ ଅଭିନୟ କରୁଥିବା ହର୍ଷାଲୀ ମଲହୋତ୍ରାଙ୍କର ବି ଲୋକ ବହୁତ ତାରିଫ କରିଥିଲେ । ଫିଲ୍ମ ରେ ମୁନ୍ନୀଙ୍କ ମାସୁମ ଚେହେରା ଓ ତାଙ୍କ ହାତ ଉଠାଇ କଥା କହିବା ଅନ୍ଦାଜ ଲୋକଙ୍କୁ ବହୁତ ପସନ୍ଦ ଆସି ଥିଲା । ବଜରଙ୍ଗୀ ଭାଇଜାନ ଗତ ଚାରି ବର୍ଷ ଆଗରୁ ରିଲିଜ ହୋଇଥିଲା ।

ଏହି ଚାରି ବର୍ଷରେ ମୁନ୍ନୀଙ୍କ ଲୁକ କେତେ ବଦଳି ଯାଇଛି ଆସନ୍ତୁ ଦେଖିବା । ଆସନ୍ତୁ ଦେଖିବା ତାଙ୍କ ନୂଆ ଫଟୋ, ମୁନ୍ନୀ ଏବେ ୧୧ବର୍ଷ ର ହୋଇଯାଇଛନ୍ତି ।

ବଜରଙ୍ଗୀ ଭାଇଜାନ ଶୁଟିଙ୍ଗ ସମୟରେ ମୁନ୍ନୀ ମାତ୍ର ୭ବର୍ଷର ହୋଇଥିଲେ । ସଲମାନ ଖାନଙ୍କ ମୁନ୍ନୀ ବହୁତ ଷ୍ଟାଇଲିସ ହୋଇଯାଇଛନ୍ତି ଏବଂ ସୋସିଲାଲ ମିଡିଆ ରେ ଆକ୍ଟିଭ ବି ରହୁଛନ୍ତି । ବଜରଙ୍ଗୀ ଭାଇଜାନ ଆଗରୁ ହର୍ଷାଲୀ ମଲହୋତ୍ରା ବହୁତ ଟିବି ସିରିୟାଲ ରେ କାମ କରିଛନ୍ତି, ଏହି ସିରିୟଲ ଗୁଡିକ ଥିଲେ ‘କୁବୁଲ ହେ’, ‘ଲୋଟ ଆଓ ତୃଷା’ ଏବଂ ‘ସାବଧାନ ଇଣ୍ଡିଆ’ ।

ବଜରଙ୍ଗୀ ଭାଇଜାନ ହର୍ଷାଲୀ ମଲହୋତ୍ରାଙ୍କର ବହୁତ ପ୍ରଶଂସା ହୋଇଥିଲା, ସେ ଏହି ଫିଲ୍ମ ପାଇଁ ସ୍କ୍ରୀନ ଅୱର୍ଡ ଫର ବେସ୍ଟ ଚାଇଲଡ ଆର୍ଟିସ୍ଟ ଅୱର୍ଡ ମଧ୍ୟ ଜିତି ଥିଲେ । ବଜରଙ୍ଗୀ ଭାଇଜାନ ଶୁଟିଙ୍ଗ ସମୟରେ ଫ୍ରି ସମୟରେ ହର୍ଷାଲୀ ସଲମାନ ଖାନ ଓ କବୀର ଖାନଙ୍କ ଫୋନ ରେ ବାରବୀ ଗେମ ଖେଳୁ ଥିଲେ ।

ସେହି ସମୟରେ ସଲମାନ ଖାନଙ୍କ ସହ ଟେବୁଲ ଟେନିସ ମଧ୍ୟ ଖେଳୁ ଥିଲେ । ଫିଲ୍ମ ଶୁଟିଙ୍ଗ ସମୟରେ ଯେତେବେଳେ ବି ସଲମାନଙ୍କୁ ଫାଇଟିଙ୍ଗ ବା ଇମୋସନଲ ସିନ୍ କରୁଥିବାର ଦେଖୁଥିଲେ ସ ନିଜେ କାନ୍ଦିବା ଆରମ୍ଭ କରି ଦେଉଥିଲେ, ଏହା ପରେ ସଲମାନ ତାଙ୍କୁ ସମ୍ଭାଳୁ ଥିଲେ । ହର୍ଷାଲୀଙ୍କୁ ଯଦି କୌଣସି ସିନ ବୁଝି ଆସୁ ନଥିଲା ତାହେଲେ ସେ ସିଧା କବୀର ଖାନଙ୍କ ପାଖକୁ ଯାଉଥିଲେ ଏବଂ ତାଙ୍କୁ ସିନ ବିଷୟରେ ପଚାରୁଥିଲେ ।

ଏହିଭଳି ଆହୁରି ବଲୀଉଡ ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *