ACF ସୋମ୍ୟରଞ୍ଜନଙ୍କ ଡେଥ କେସ: ସାମ୍ନାକୁ ଆସିଲା ବିଦ୍ୟାଭାରତୀ ପଢୁଥିବା ବଲାଙ୍ଗିର କଲେଜ ମୁଖ୍ୟଙ୍କ ବୟାନ, ଦିବ୍ୟାଙ୍କ ବିଷୟରେ କହିଲେ କିଛି ଏମିତି…ଦେଖନ୍ତୁ Video

ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ଘ-ଟ-ଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଅଧିକ ଏହି ମା-ମ-ଲା-ର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ବିଦ୍ୟା ଭାରତୀ ପଡୁଥିବା ବାଲାଙ୍ଗୀର ଏଲଆଇ ଟ୍ରେନିଂ କଲେଜରେ ପହଞ୍ଚି ଥିଲା । କଲେଜର ଶିକ୍ଷା ନିଜ ରାଏରେ କହିଛକନ୍ତି ଯେ ଦୀର୍ଘ ସାଢେ ୪ ଘଣ୍ଟା କଳା କ୍ରାଇମବ୍ରାଞ୍ଚ କଲେଜର ଶିକ୍ଷକଙ୍କୁ ପଚରାଉଚରା କରିଥିଲା ।

ବିଦ୍ୟା କଲେଜ ପହଞ୍ଚିବା ପର ଠାରୁ ଆରମ୍ବ କରି ଯିବା ଯାଏଁ ଯାହା ଯାହା ଘଟିଥିଲା ସେ ସବୁ ବିଷୟରେ କ୍ରାଇମବ୍ରାଞ୍ଚ ଯାଞ୍ଚ କରିଛି । କଲେଜର ଶିକ୍ଷକଙ୍କ କହିବା ଅନୁସାରେ ବିଦ୍ୟା କୌଣସି ବ୍ୟାଚଲର ପାର୍ଟିରେ ନିୟୋଜିତ ହୋଇ ନ ଥିଲେ ବରଂ ପ୍ରତିଦିନ ଭଳି ଯେମିତି ଖାଇବା ଦିଆଯାଏ ତାହା ହିଁ ହୋଇଥିଲା । ବିଦ୍ୟା କେବଳ ଲଞ୍ଚ ପାଇଁ ୧୨,୦୦୦ ଟଙ୍କା ଡିପୋଜିତ କରିଥିଲେ ।

କ୍ରାଇମବ୍ରାଞ୍ଚ ସମସ୍ତ କାଗଜପତ୍ର କଳଜର ଅଧକ୍ଷଙ୍କ ଠାରୁ ନେଇଛନ୍ତି ତଦନ୍ତ ସମୟରେ । ସେହି କଲେଜରେ ବାହାରେ କୌଣସି ସିସିଟିଭି କ୍ୟାରେରା ନାହି ବୋଲି ସେଠିକାର ଅଧ୍ୟକ୍ଷ କହିଛନ୍ତି । ତେଣୁ କ୍ରାଇମ ବ୍ରାଞ୍ଚ କୌଣସି ସିସିଟିଛି ଫୋଟେଜ ନେଇ ନାହାନ୍ତି । ସେହି କଲେଜର ଷ୍ଟାଫ ମାତ୍ର ୪ ଜଣ ଅଟନ୍ତି । କଲେଜର ପ୍ରିନସିପାଲ ନିଜେ ପିଲାଙ୍କୁ ପାଠ ପଢାଉଥିବାର ନିଜ ରାଏ ରେ କହିଛନ୍ତି । ସେହି କଲେଜରେ ମାତ୍ର ୭ଟି ବିଷୟ ବସ୍ତୁ ରହିଛି ଯାହାକୁ ପ୍ରିନସିପାଲ ନିଜେ ପଢାନ୍ତି ।

ସେହି କଲେଜର ଜୁନିଅର ଆସିଷ୍ଟାନ୍ଟ ମୁକେଶ କୁମାର ରଥ ଅଛନ୍ତି । କଲେଜର ବାହାରେ ଯିଏ ପିଅନ ଅଛନ୍ତି ଜାହାଙ୍କର ନାଁ ହେଉଛି ପୁରନ୍ଦର ଜେନା । କଲେଜର ପିଅନଙ୍କ ଠାରୁ ମଧ୍ୟ କ୍ରାଇମ ବ୍ରାଞ୍ଚ ତଦନ୍ତ କରିଥିଲେ ବୋଲି ପ୍ରିନସିପାଲ କହିଛନ୍ତି । ପିଅନ ଠାରୁ କଣ ସବୁ ରେକର୍ଡ କରି କ୍ରାଇମ ବ୍ରାଞ୍ଚ ନେଇଛି ତାହା ପ୍ରିନସି ପାଲ ଜାଣି ନାହାନ୍ତି କାରଣ ତାଙ୍କୁ ଆଉଟସାଇଡ କରା ଯାଇଥିଲା ।

ଏହା ଛଡା ଜୁନିଅର ଆସିଷ୍ଟାନ୍ଟ ମୁକେଶ କୁମାର ରଥଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ଜେରା କରିଥିଲା ବୋଲି ପ୍ରିନସି ପାଲ ନିଜ ରାଏ ରେ କହିଛନ୍ତି । ବିଦ୍ୟା ଭାରତୀ ଯେଉଁ ୧୨,୦୦୦ ଟଙ୍କା ଆଣି କଲେଜରେ ଡିପୋଜିତ କରିଥିଲେ ତାହା ହୁଏ ତ ସେ ବ୍ଯାଙ୍କ ରୁ ଆଣି କ୍ୟାସ ଦେଇଛନ୍ତି ବୋଲି ପ୍ରିନସି ପାଲ ନିଜ ମତରେ କହିଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ଅରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *